ରାଷ୍ଟ୍ରପତି ଭବନରେ ଅଚାନକ ଏ କ’ଣ ହୋଇଗଲା, ଦେଖିକି ପୁରା ଦୁନିଆ ଆଶ୍ଚର୍ଯ୍ୟ… 

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ରାଷ୍ଟ୍ରପତି ଭବନରେ କିଛି ଏପରି ଘଟଣା ଘଟିଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରେଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାରରେ ସମସ୍ତଙ୍କୁ ସମ୍ମାନିତ କରୁଥିଲେ । ପଦ୍ମଶ୍ରୀ ପୁରସ୍କାର ନେବା ପାଇଁ ବାରଣାସୀର ୧୨୬ ବର୍ଷୀୟ ସ୍ଵାମୀ ଶିବାନନ୍ଦ ଖାଲି ପାଦରେ ରାଷ୍ଟ୍ରପତି ଭବନକୁ ଯାଇଥିଲେ । ପୁରସ୍କାର ନେବା ପୂର୍ବରୁ ସ୍ଵାମୀ ଶିବାନନ୍ଦ ପିଏମ ମୋଦୀଙ୍କ ସାମ୍ନାରେ ଆଣ୍ଠେଇକି ନମସ୍କାର କରିଲେ ଏହା ପରେ ମୋଦୀ ମଧ୍ୟ ନଇ ଯାଇ ଶିବାନନ୍ଦଙ୍କୁ ନମସ୍କାର କରିଥିଲେ ।

ଏହା ପରେ ଶିବାନନ୍ଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାମ୍ନାରେ ଆଣ୍ଠେଇକି ନମସ୍କାର କରିଲେ । ଏହା ପରେ ରାମନାଥ କୋବିନ୍ଦ ନିଜ ସିଟରୁ ଉଠି ଆସି ଶିବାନନ୍ଦଙ୍କୁ ଉଠାଇ ଥିଲେ । ସ୍ଵାମୀ ଶିବାନନ୍ଦଙ୍କୁ ଭାରତୀୟ ଜୀବନ ପଦ୍ଧତି ଓ ଯୋଗ କ୍ଷେତ୍ରରେ ଯୋଗଦାନ ହେତୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଆପଣ ଦେଖି ପାରୁଥିବେ ୧୨୬ ବର୍ଷ ହେବା ସତ୍ବେ ମଧ୍ୟ ସ୍ଵାମୀ ଶିବାନନ୍ଦ ଫିଟ ଅଛନ୍ତି ।

ସ୍ଵାମୀ ଶିବାନନ୍ଦଙ୍କ ଜୀବନ କୌଣସି ଚମତ୍କାର ଠାରୁ କମ ନୁହେଁ । ସ୍ଵାମୀ ଶିବାନନ୍ଦଙ୍କ ଜନ୍ମ ୮ ଅଗଷ୍ଟ ୧୮୯୬ ମସିହାରେ ହୋଇଥିଲା । ସ୍ଵାମୀ ଶିବାନନ୍ଦଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ସମସ୍ତ ଭାରତୀୟ ମାନଙ୍କ ମନ ଜିତି ନେଇଛି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *