ଫାଙ୍କା ରାସ୍ତା ଦେଖି ବଢି ଯାଉଥିଲା ଗାଡ଼ିର ଗତି, ହଠାତ୍‌ ଦେଖିଲେ ସାମ୍ନାରେ ଠିଆ ହୋଇଛି ହାତୀ, ଆଉ ତା‘’ ପରେ ଯାହା ହେଲା… ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ଆପଣ ଅନେକ ଭା-ଇ-ରା-ଲ ଭିଡିଓ ସବୁ ସୋ-ସି-ଆ-ଲ ମି-ଡ଼ି-ଆ ରେ ଦେଖିବାକୁ ପାଉଥିବେ । ତେବେ କେଉଁଠି ଦୁ-ର୍ଘ-ଟ-ଣା ର ଭା-ଇ-ରା-ଲ ଭିଡିଓ ତ କେଉଁଠି ଖୁବ ମଜାଦାରିଆ ଭିଡିଓ । ତେବେ ଲୋକମାନେ ଅଧିକାଂଶ ପଶୁ ପକ୍ଷୀ ଙ୍କୁ ନେଇ ଭା-ଇ-ରା-ଲ ହେଉଥିବା ଭିଡିଓ କୁ ଦେଖିବାକୁ ଏବଂ ସେ-ୟା-ର କରିବାକୁ ପସନ୍ଦ କରିଥାନ୍ତି । କାରଣ ଗୋଟିଏ ସୁନ୍ଦର ପଶୁ ଯିଏ କଥା ହୋଇ ପାରୁ ନାହିଁ କିନ୍ତୁ ନିଜର ହର-କ-ତ ରେ ସମସ୍ତ ଙ୍କୁ ହସେଇ ପାରୁଛି ।


ଏହି କାରଣ ଯୋଗୁଁ ଲୋକମାନେ ଏପରି ଭିଡିଓ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି । ତେବେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି ଯେଉଁଠି ଜଣେ ବ୍ୟକ୍ତି ଏକ ବିଶାଳ ହାତୀ କୁ ଦେଖି ଗାଡି ରୁ ଗ-ଳି ପଡୁଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ବିଷୟରେ । ତେବେ କୁହାଯାଏ ଦ୍ରୁତ ଗତି ମହା ବି-ପ-ତ୍ତି ତେବେ ଗାଡି କିନ୍ତୁ ଗଡି ଚାଲେ ଦ୍ରୁତ ଗତିରେ ଏବଂ ଖାଲି ରାସ୍ତା ଦେଖିଲେ ଗାଡ଼ି ଆଉ ବୋଲ ମାନେ ନାହିଁ ।

ଆପେ ଆପେ ବଢ଼ିଯାଏ ଗାଡିର ସ୍ପୀଡ଼ । ତେବେ ଏକଥା ସମସ୍ତେ ଜାଣନ୍ତି । ତେବେ ଜଣେ ବ୍ୟକ୍ତି ନିଜ ର ଗାଡି କୁ ଖୁବ ଦ୍ରୁତ ଗତିରେ ଫାଙ୍କା ରାସ୍ତା ରେ ଏବଂ କୁହୁଡି ପଡିଥିବା ବେଳେ ନିଜ ଦ୍ରୁତ ଗତିରେ ଥିବା ଗାଡି କୁ ରାସ୍ତା ରେ ନେଇ ଯାଉଥିଲେ । ତେବେ କିନ୍ତୁ ସେ ଜାଣି ନଥିଲେ କି ସାମ୍ନା ରେ ଛିଡା ହୋଇଛି ମହା ବଳଶାଳୀ ଏକ ବିଶାଳ ହାତୀ ଟି । ତେବେ ବାଇକ ଵାଲା କୁ କୁହୁଡି ଯୋଗୁଁ ବୋଧ ହୁଏ କିଛି ଦେଖାଯାଉ ନଥିବ । ତେବେ ସେଥିପାଇଁ ସେ ନିଜ ଗାଡି କୁ ବହୁତ ସ୍ପୀଡ଼ ରେ ନେଇ ଆସୁଥିଲେ ।

ତେବେ ସେ ଆସୁଥିବା ସମୟରେ ହାତୀର ପାଖାପାଖି ହେଲା ପରେ ସେ ହାତୀ କୁ ଦେଖିଥିଲେ ଏବଂ ଗାଡ଼ି ଏତେ ଦ୍ରୁତ ରେ ଥିଲା କି ସେ କଣ କରିବେ କିଛି ବୁଝି ପାରି ନଥିଲେ ଏବଂ ଭାରସାମ୍ୟ ହରାଇ ତଳେ ଗ-ଳି ପ-ଡ଼ିଥିଲେ । ତେବେ ସେ ବ୍ୟକ୍ତି ଜଣଙ୍କ ହାତୀ କୁ ଦେଖି ଭ-ୟ-ବି-ତ ହୋଇ ଗାଡିରୁ ଗ-ଳି ପଡ଼ିଥିଲେ ଏବଂ ଏତେ ଭ-ୟ-ବି-ତ ହୋଇ ଯାଇଥିଲେ କି ସେ ଠିକ ରେ ଉଠି ମଧ୍ୟ ପାରୁ ନଥିଲେ ।


ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ସେହି ଯୁବକ ଜଣଙ୍କ ର ଭାଗ୍ୟ ବହୁତ ଭଲ କି ହାତୀ ଟି ସେହି ଯୁବକ ର କିଛି କ୍ଷତି କରି ନଥିଲା ଏବଂ ଯୁବକ ଜଣଙ୍କ ସୁରକ୍ଷିତ ଥିଲେ । ତେବେ ଏହି ଭିଡିଓ କୁ ଆଇଏଫଏସ ଅଧିକାରୀ ନିଜ ଟ୍ୱିଟର ରେ ସେ-ୟା-ର କରିଛନ୍ତି ଏବଂ ଲେଖିଛନ୍ତି କି ଯୁବକ କୁ ଦେଖି ସେ ହାତୀ ଟି କଣ ଭାବୁଥିବ ।

ତେବେ ବର୍ତ୍ତମାନ ଏହି ଭିଡିଓ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ହେଉଛି ଏବଂ ଲୋକମାନେ ଯେତିକି ଭ-ୟ-ବି-ତ ହେଉଛନ୍ତି ସେତିକି ହସୁଛନ୍ତି ମଧ୍ୟ । ତେବେ ଆପଣ ଙ୍କୁ ଏହି ଲେଖାଟି କିପରି ଲାଗିଲା ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *