ଦେଖନ୍ତୁ Video: ସାମ୍ନାକୁ ଆସିଲା 3 ଟି ସ୍ତ୍ରୀ ଥିବା ରସିକା ନାଗରିକଙ୍କ କାରନାମା, ମଝିଆଁ ସ୍ତ୍ରୀର ଉତ୍ପାତରେ ବଡ ସାନ ହେଲେ ବେହାଲ

ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଘଟଣା ଘଟିଛି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ଘଟଣା ଟି ହେଉଛି ଯେ ସଞ୍ଜୟ ଶେଠୀ ନାମକ ଯୁବକ ତାଙ୍କର ୩ ଟି ସ୍ତ୍ରୀ । ବର୍ତ୍ତମାନ ପ୍ରଥମ ସ୍ତ୍ରୀ ଏବଂ ତୃତୀୟ ସ୍ତ୍ରୀ ଆସି ନ୍ୟାୟ ନିମନ୍ତେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତୃତୀୟ ସ୍ତ୍ରୀ ଜଣକ କହିଛନ୍ତି ଯେ, ମୁଁ ଜାଣିବାକୁ ପାଇଲି ସଞ୍ଜୟ ଶେଠୀ ଆହୁ କାହାକୁ ବିବାହ କରିଛନ୍ତି ଏବଂ ସେ ମତେ ଧମକ ଦେଉଛି ।

ଆଜିକୁ ୧୦ ଦିନ ହେବ ଏହି ବାବଦରେ ମହିଳା ନିଜ ସ୍ଵାମୀ ସଞ୍ଜୟ ଙ୍କୁ ପଚାରିବାରୁ ସେ ମାରିଥିଲା ଏବଂ ଧମକ ମଧ୍ୟ ଦେଇଥିଲେ । ଏହାପରେ ସେ କହିଲା ସେ କେସ ଉଠେଇ ଦେ । ମହିଳା ଜଣକ ଥାନା କୁ ଆସିଥିଲେ କହିଲେ ଯେ କେସ କୁ କମ୍ପ୍ରମାଇଜ କରିବାକୁ ରଖିଲେ ଏବଂ କହିଲେ ଯେ ୮ ଟାରେ ଆପଣ ଆସନ୍ତୁ ସଞ୍ଜୟ ଶେଠୀ ୮ ଟାରେ ଆସିବ । ଆମ୍ଭେ କମ୍ପ୍ରମାଇଜ କରିବା ନଚେତ ଦେଖିବା କ’ଣ ହେଉଛି ?

ତେବେ ମହିଳା ଜଣକ ଥାନା ରେ ୮ ଟାରୁ ୧୧ ଟା ରାତି ପର୍ଯ୍ୟନ୍ତ ଅପେକ୍ଷା କରିଲେ କିନ୍ତୁ ସଞ୍ଜୟ ଶେଠୀ ଆସିଲା ନାହିଁ । ଘରକୁ ଯାଇ ମାରି କହିଛନ୍ତି ଯେ କେସ ଉଠାଇବାକୁ ଏବଂ ମୁଁ ସଞ୍ଜୟ ଶେଠୀ କୁ ୨ ବର୍ଷ ହେଲା ବିବାହ କିରିଅଛି, ମୋର ୯ ମାସ ର ଛୁଆ ମଧ୍ୟ ଗୋଟିଏ ଅଛି । ତେବେ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ଵାମୀ ସଞ୍ଜୟ ତାଙ୍କୁ ଧମକ ଦେଇଛନ୍ତି ଯେ ସଂପୂର୍ଣ୍ଣ ପରିବାରକୁ ମୁଁ ମାରିଦେବୀ କେସ ଟା ୱିଡ୍ର କରିଦେ ।

ଏହା ସହିତ ପ୍ରଥମ ସ୍ତ୍ରୀ କହିଛନ୍ତି ଯେ ୨୦୦୪ ମସିହାରେ ମୁଁ ବିବାହ କରିଥିଲି ସଞ୍ଜୟ ଶେଠୀ କୁ ମୋର ୧୭ ବର୍ଷ ର ପୁଅ ମଧ୍ୟ । ଏବଂ ମୋ ପୁଅ ଥାନା ରେ ତା’ ବାପା ବିରୁଦ୍ଧରେ ଅଭିଯୋଗ କରିଥିଲା । ଏବଂ ସଞ୍ଜୟ ଙ୍କ ପ୍ରକୃତ ନାମ ଚନ୍ଦନ ନାୟକ ବୋଲି କହିଛନ୍ତି ପ୍ରଥମ ସ୍ତ୍ରୀ । ସୂଚନାନୁସାରେ ୩ ଟି ସ୍ତ୍ରୀ ବ୍ୟତୀତ ଆହୁରି ଜଣେ ୧୮ ବର୍ଷୀୟ ଗାର୍ଲଫ୍ରେଣ୍ଡ ଅଛି ବୋଲି କହିଛନ୍ତି ପ୍ରଥମ ସ୍ତ୍ରୀ ।

ତେବେ ପ୍ରଥମ ସ୍ତ୍ରୀ ବହୁତ କଷ୍ଟ ରେ ଭୁବନେଶ୍ଵରରେ ନିଜ ଦୁଇ ପିଲା ଙ୍କୁ ପାଠ ପଢାଇ ମଣିଷ କରୁଛନ୍ତି । ଏବଂ ଏପଟେ ସଞ୍ଜୟ ନାୟକ ବା ଚନ୍ଦନ ନାୟକ ନୂଆ ନୂଆ ଶିକାର କରି ଅଏସ କରୁଛନ୍ତି । ତେବେ ଏହି ଘଟଣା କୁ ଆଧାର କରି ସଞ୍ଜୟ ନାୟକଙ୍କୁ କେଉଁ ସାସ୍ଥି ମିଳିବା କଥା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *