Rani Mukerji ଙ୍କ ସହିତ Govinda ଙ୍କୁ ଏକ ଫ୍ଲାଟରେ ଅ-ର୍ଦ୍ଧ-ନ-ଗ୍ନ ଅବସ୍ଥାରେ ଧରିଥିଲେ ପତ୍ନୀ ସୁନିତା ଆହୁଜା, ତା’ ପରେ ଯାହା ହେଲା ଶୁଣିଲେ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ଓ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସହ ଜଡିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ଉଭୟ ରାନୀ ଓ ଗୋବିନ୍ଦା ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଉଭୟ ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି ଓ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହେଲେ ଏହି ଦୁଇଜଣଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା ଓ ସେହି ସମୟରେ ଏହି ଘଟଣାର ଚର୍ଚା ବହୁତ ହେଉଥିଲା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

୨୦୦୨ ମସିହାରେ ଆସିଥିବା ଫିଲ୍ମ ‘ହଦ କର ଦି ଆପନେ’ରେ ଗୋବିନ୍ଦା ଓ ରାନୀ ଏକା ସହ କାମ କରିଥିଲେ । ଏହି ଫିଲ୍ମରେ କାମ କରିବା ସମୟରେ ଉଭୟ ପରସ୍ପର ସହ ବହୁତ କ୍ଳୋଜ ଆସି ଯାଇଥିଲେ । ହେଲେ ସେହି ସମୟରେ ଏହି ଦୁଇଜଣଙ୍କ ରିଲେସନ ବିଷୟରେ କେହି ଜାଣି ନଥିଲେ । ଯେତେବେଳେ ରାନୀ ପ୍ରଥମ ଥର ପାଇଁ ଗୋବିନ୍ଦାଙ୍କ ସହ ସେଟରେ ସାକ୍ଷାତ କରିଥିଲେ ସେତେବେଳେ ସେ ଗୋବିନ୍ଦାଙ୍କ ବ୍ୟବହାରରେ ବହୁତ ଖୁସି ହୋଇଥିଲେ ।

ଗୋବିନ୍ଦା ଓ ରାନୀ ପରସ୍ପରକୁ ପ୍ରେମ କରି ବସିଲେ ଓ ଉଭୟ ବହୁତ ଖୁସିରେ ମଧ୍ୟ ରହୁଥିଲେ । ରିପୋର୍ଟସ ମୁତାବକ ଦିନେ ଗୋବିନ୍ଦା ନିଜ ପ୍ରେମିକା ରାନୀଙ୍କ ଘରେ ଥିଲେ । ସେହି ସମୟରେ ଜଣେ ଫଟୋ ଗ୍ରାଫର ରାନୀଙ୍କ ଘର ବାହାରେ ଥିଲା । ଯେତେବେଳେ ସେ ମେନ ଡୋରରେ ବେଲ ବଜେଇ ଥିଲା ସେତେବେଳେ ସେ ଅ-ର୍ଦ୍ଧ-ନ-ଘ୍ନ ଅବସ୍ତାରେ ଗୋବିନ୍ଦାଙ୍କୁ ରାନୀଙ୍କ ଘରୁ ବାହାରୁ ଥିବାର ଦେଖିଥିଲା ।

ଏହା ପରେ ଏହି ଘଟଣାର ଚର୍ଚା ବହୁତ ମାତ୍ରାରେ ହୋଇଥିଲା । ଗୋବିନ୍ଦା ଓ ରାନୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା । ଯେତେବେଳେ ଗୋବିନ୍ଦା ଓ ରାନୀଙ୍କ ସମ୍ପର୍କ ବିଷୟରେ ତାଙ୍କ ପତ୍ନୀ ସୁନିତା ଆହୁଯା ଜାଣିଲେ ସେତେବେଳେ ଗୋବିନ୍ଦାଙ୍କ ବୈବାହିକ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିଥିଲା ।

ସୁନିତା ନିଜ ସ୍ଵାମୀ ଗୋବିନ୍ଦାଙ୍କୁ ତୁରନ୍ତ ରାନୀଙ୍କୁ ଛାଡିବା ପାଇଁ କହିଥିଲେ ଓ କେବେବି ସାକ୍ଷାତ ନକରିବା ପାଇଁ କହିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୋବିନ୍ଦା ଓ ରାନୀଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *