ଭଉଣୀ ରାଣୀ ପଣ୍ଡାଙ୍କୁ ରାଖିରେ ଏହି ଖାସ ଉପହାର Sura ଭାଇ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରାଣୀ ଯାତ୍ରା ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଏମିତିରେ ରାଣୀ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି ଆଉ ସେଥି ମଧ୍ୟରୁ ଅଧିକାଂଶ ସେ କେତେକ ବିବାଦ ପାଇଁ ଚର୍ଚ୍ଚାରେ ରୁହନ୍ତି । ହେଲେ ଏବେ ରାଣୀ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଗତ କିଛି ସମୟ ହେବ ରାଣୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ତେବେ ଭାଇରାଲ ହେଉଥିବା ଭିଡିଓରେ ରାଣୀ କଂଗ୍ରେସ ବିଧ୍ୟକ ସୁର ରାଉତରାୟଙ୍କ ହାତରେ ରାକ୍ଷୀ ବାନ୍ଧୁ ଛନ୍ତି । ଆଜି ହେଉଛି ପବିତ୍ର ରାକ୍ଷୀ ବନ୍ଧନ । ସମସ୍ତ ଭଉଣୀ ମାନେ ନିଜ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥାନ୍ତି । ସୁର ଭାଇ ରାଣୀଙ୍କର ନିଜ ଭାଇ ନ ହେଲେ ମଧ୍ୟ ରାଣୀ ସବୁବେଳେ ସୁରଙ୍କୁ ଭାଇ ରୂପେ ଦେଖିଛନ୍ତି ।

ଆଜି ରାଣୀ ସୁରଙ୍କ ହାତରେ ରାକ୍ଷୀ ବାନ୍ଧି ଛନ୍ତି ଆଉ ସୁର ମଧ୍ୟ ରାଣୀଙ୍କୁ ଉପହାର ସ୍ୱରୂପ କିଛି ଟଙ୍କା ଓ ଆଶୀର୍ବାଦ ଦେଇଛନ୍ତି । ବନ୍ଧୁଗଣ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ କିଛି ନା କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ଉଭୟ ରାଣୀ ଓ ସୁରଙ୍କର କଥା ବାର୍ତ୍ତା ଏକା ଭଳି ଲାଗେ । ସୁର ଯେମିତି ଗଣମାଧ୍ୟମ ସାମ୍ନାରେ ରୋକ ଠୋକ ସତ କୁହନ୍ତି ସେହିଭଳି ରାଣୀ ମଧ୍ୟ କୁହନ୍ତି ।

ତେବେ ବର୍ତ୍ତମାନ ଉଭୟଙ୍କ ଭାଇ-ଭଉଣୀ ସମ୍ପର୍କ ସାମ୍ନାକୁ ଆସିଛି ଆଉ ଏହି ରାକ୍ଷୀ ବାନ୍ଧିବା ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *