ଓଃ କି ଡ୍ୟାନ୍ସ ! ହଟ ଲୁକରେ ନାଚି ନାଚି ସ୍ଟେଜ ଫଟେଇଲେ ଅଭିନେତ୍ରୀ Rani Panda, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଆମ ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ସେ ଭୋଜପୁରୀ ସିନେମା ରେ ମଧ୍ୟ ଅନେକ ସିନେମା ରେ ଆଇଟମ ସଙ୍ଗ ରେ ନୃତ୍ୟ କରିଛନ୍ତି ।

ଅଭିନେତ୍ରୀ ରାନୀ ପଣ୍ଡା କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ । ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି । ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ତେବେ ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି । ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି ।

ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି । ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଏହାଛଡ଼ା ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି । ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସେହିପରି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ ।

ତେବେ ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ । ବେଳେବେଳେ ମନକୁ ଯାହା ଆସେ ତାହା ମଧ୍ଯ କହି ଦିଅନ୍ତି । ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଯାତ୍ରା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ରାଣୀ ପଣ୍ଡା ବେଶ୍ ପରିଚିତ । ଏହା ବି ଜାଣିଥିବେ ଯେ ତାଙ୍କର ଅଭିନୟ ର ଅନ୍ଦାଜ ଏବଂ ଡାନ୍ସ କେତେ ଭିନ୍ନ ଅଟେ ।


ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି । ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖି ବାକୁ ମିଳୁଛି । ତେବେ ବର୍ତ୍ତମାନ ଆଲବମ କୁଇନ ରାଣୀ ପଣ୍ଡା ସାଜିଛନ୍ତି ଯାତ୍ରା ଅପେରା ର ମୁଖ୍ୟ ଅଭିନେତ୍ରୀ । ତେବେ କଳାପାଣି ର କଳାବତୀ ଯାତ୍ରା ରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଛନ୍ତି ।

ତେବେ ବର୍ତ୍ତମାନ ସେହି ଯାତ୍ରା ର ଗୋଟିଏ ଗୀତ ଡବଲ ଅଣ୍ଡା ରେ ରାଣୀ ପଣ୍ଡା ଖୁବ ସୁନ୍ଦର ଭାବରେ ଡାନ୍ସ କରିଥିଲେ । ଯାହା ଲୋକ ମାନଂକୁ ବେଶ ପସନ୍ଦ ମଧ୍ୟ ଆସିଥିଲା । ତେବେ ସେହି ନୃତ୍ୟ ର ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଙ୍କୁ ରାଣୀ ପଣ୍ଡା କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *