Rani Mukerji ଙ୍କ ସହିତ Govinda ଙ୍କୁ ଏକ ଫ୍ଲାଟରେ ଅ-ର୍ଦ୍ଧ-ନ-ଗ୍ନ ଅବସ୍ଥାରେ ଧରିଥିଲେ ପତ୍ନୀ ସୁନିତା ଆହୁଜା, ତା’ ପରେ ଯାହା ହେଲା ଶୁଣିଲେ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡରେ ୯୦ ଦଶକରେ ଏପରି କିଛି ଅଭିନେତା ଓ ଅଭିନେତ୍ରୀ ଥିଲେ ଯେଉଁ ମାନଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ ।

ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଯୋଡି ଦୁଇଜଣ ହେଉଛନ୍ତି ଅଭିନେତ୍ରୀ ରାନୀ ମୁଖାର୍ଜୀ ଓ ଅଭିନେତା ଗୋବିନ୍ଦା ।

୯୦ ଦଶକରେ ଏହି ଦୁଇଜଣ ଏକା ସହ ବହୁତ ଫିଲ୍ମରେ ନଜର ଆସିଛନ୍ତି । ଏହି ଦୁଇଜଣଙ୍କର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । ଏହି ଦୁଇଟି କଳାକାରଙ୍କର ଅଭିନୟ ଓ ଷ୍ଟାଇଲକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ରିଅଲ ଲାଇଫରେ ମଧ୍ୟ ଏହି ଦୁଇଜଣଙ୍କ ଲଭ ଅଫେୟାର ବହୁତ ଅଧିକ ହୋଇଥିଲା । ଆଜି ଆମେ ଆପଣ ମାନଙ୍କୁ ରାନୀ ଓ ଗୋବିନ୍ଦାଙ୍କ ସହ ଜଡିତ ଏକ ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଥମେ ରାନୀ ଓ ଗୋବିନ୍ଦାଙ୍କ ସାକ୍ଷାତ ୨୦୦୨ ମସିହାରେ ସୁପର ହିଟ ଫିଲ୍ମ ‘ହଦ କରଦି ଆପନେ’ରୁ ହୋଇଥିଲା । ପ୍ରଥମ ସାକ୍ଷାତରୁ ରାନୀ ଗୋବିନ୍ଦାଙ୍କୁ ନିଜ ମନ ଦେଇଥିଲେ । ବନ୍ଧୁଗଣ ଏହି ଦୁଇଜଣ ପ୍ରଥମେ ଭଲ ସାଙ୍ଗ ହୋଇଥିଲେ ଓ ସମୟ ଅନୁସାରେ ଏମାନଙ୍କ ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ଏହା ପରେ ରାନୀ ଓ ଗୋବିନ୍ଦା ପରସ୍ପର ସହ ଲୁଚି ଲୁଚି ସାକ୍ଷାତ କରୁଥିଲେ ।

ଏହି ଦୁଇଜଣଙ୍କୁ ବହୁତ ଥର ଏକା ସହ ମଧ୍ୟ ଦେଖା ଯାଇଛି । ଗୋଟେ ଥର ରାନୀଙ୍କ ଫ୍ଲାଟରୁ ଗୋବିନ୍ଦା ହଠାତ ଅ-ର୍ଦ୍ଧ-ନ-ଗ-ନ ଅବସ୍ଥାରେ ବାହାରକୁ ବାହାରିଥିଲେ । ହେଲେ ବନ୍ଧୁଗଣ ସେହି ସ୍ଥାନରେ ଥିବା ଫଟୋଗ୍ରାଫରର ନଜର ଗୋବିନ୍ଦାଙ୍କ ଉପରେ ପଡିଯାଇଥିଲା । ଗୋବିନ୍ଦା ସେହି ଫଟୋଗ୍ରାଫରକୁ ଦେଖି ହଡବଡ ହୋଇଯାଇଥିଲେ । ସେହି ଫଟୋଗ୍ରାଫରର ମୁହଁକୁ ଚୁପ କରେଇବା ପାଇଁ ଗୋବିନ୍ଦା ତାକୁ ଇଛା ଅନୁସାରେ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ହେଲେ ବନ୍ଧୁଗଣ ଫଟୋଗ୍ରାଫର ଗୋବିନ୍ଦାଙ୍କର କୌଣସି କଥା ଶୁଣି ନଥିଲା ।

ଏହା ପରେ ଏହି ଖବର ପତ୍ନୀ ସୁନିତା ଙ୍କ ପାଖରେ ପହଞ୍ଚିଥିଲା । ଏହି ଖବର ବିଷୟରେ ଗୋବିନ୍ଦାଙ୍କ ଘର ଲୋକଙ୍କୁ ମଧ୍ୟ ଜଣା ପଡିଯାଇଥିଲା । ଏହାପରେ ତାଙ୍କ ଘରେ ବହୁତ ହଙ୍ଗମା ହୋଇଥିଲା । ଗୋବିନ୍ଦା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବହୁତ ବଡ ଝ-ଗ-ଡା ହୋଇଥିଲା । ବହୁତ ଝ-ଗ-ଡା ହେବା ପରେ ଗୋବିନ୍ଦା ଓ ରାନୀଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଦିନ ପାଇଁ ଭାଙ୍ଗି ଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *