ମାଛ ଧରା ଜାଲରେ ପଡି ଛଟପଟ ହେଉଥିଲା ରଣା (Banded Krait), ପୋଲିସ ବାବୁ ଏମିତି ବଞ୍ଚେଇ ଦେଲେ ତା’ର ଜୀବନ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ମାନଙ୍କୁ ଚିଡିଆ ଖାନା ନଚେତ ଟିଭି ଆଦିରେ ନିଶ୍ଚୟ ଦେଖିଥିବେ । ଏହି ଦୁନିଆରେ ସାପ ମାନଙ୍କର ଅନେକ ପ୍ରଜାତି ଅଛି । ସାପ ଗୁଡିକ ମଣିଷ ମାନଙ୍କ ପାଇଁ ଘାତକ ଅଟନ୍ତି ତେଣୁ ମଣିଷ ସବୁବେଳେ ସାପ ଦେଖିବା ମାତ୍ରେ ଭୟ କରିଥାଏ । କାରଣ ଯଦି ଗୋଟେ ସାପ ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରା-ଣ ହରାଇବ । ବନ୍ଧୁଗଣ ଆମ ଭାରତରେ ମଧ୍ୟ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ସାପ ମାନଙ୍କୁ ଉଧାର କରନ୍ତି ।

ଏହି କାମ ବହୁତ ମା-ରା-ତ୍ମ-କ ହୋଇଥାଏ । ଏହି କମ କରିବା ସମୟରେ ବ୍ୟକ୍ତିଙ୍କ ଜୀବନ ପ୍ରତି ବହୁ ବି-ପ-ଦ ରହିଥାଏ । ତେବେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଘଟଣା ବହୁତ ଚର୍ଚାରେ ଅଛି । ଏହି ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଗତ କାଲି ଜଣେ ପୋଲିସ ବାବୁ ଏକ ରଣା ସାପକୁ ଉଧାର କରିଛନ୍ତି । ପୋଲିସ ବାବୁ ଜଣକଙ୍କ ମତରେ, ସେ ଗତ କାଲି ବିନକା ନିକଟସ୍ଥ ସଙ୍କରା ନାମକ ଏକ ସ୍ଥାନ ଅଛି । ସେହି ସ୍ଥାନରେ ଏକ ସ୍କୁଲ ପଛ ପରେ ଏକ ଏକ ପୋଖରୀ ଅଛି । ଗତ କାଲି କିଛି ଲୋକ ସେହି ପୋଖରୀ ମଧ୍ୟରେ ମାଛ ଧରୁଥିଲେ । ମାଛ ଧରିବା ସମୟରେ ଜାଲରେ ଏକ ରଣା ସାପ ପଶି ଯାଇଥିଲା ।

ସଙ୍କରା ଲୋକ ମାନେ ପୋଲିସ ବାବୁଙ୍କ ୟୁଟ୍ୟୁବ ଚ୍ୟାନେଲ ଦେଖି ତାଙ୍କୁ ଫୋନ କରିଥିଲେ । ଏହା ପରେ ପୋଲିସ ବାବୁ ଜଣକ ନିଜ ଉଧାରକରି ଟିମଙ୍କ ସହ ସେହି ସ୍ଥାନରେ ପହଞ୍ଚି ଥିଲେ ଏକ ଘଣ୍ଟା ମଧ୍ୟରେ ସେ ସାପକୁ ଉଧାର କରି ପ୍ରାଣୀ ଚିକିତ୍ସାଳୟ ଆଣିଥିଲେ । ସାପଟି ଆ-ଘା-ତ ପ୍ରାପ୍ତ ହୋଇଥିଲା ସେଥିପାଇଁ ସେ ପ୍ରାଣୀ ଚିକିତ୍ସାଳୟ ଆଣିଥିଲେ ।

ବର୍ତ୍ତମାନ ସାପଟିର ଚିକିତ୍ସା ଚାଲିଛି ସାପଟି ଠିକ ହେବା ପରେ ସେ ସାପକୁ ନେଇ ଜଙ୍ଗଲରେ ଛାଡି ଦେବେ । ପୋଲିସ ବାବୁଙ୍କ ଏହି କାମକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *