ଇଏ ହେଉଛନ୍ତି TV ସିରିଏଲ ‘Ramayan’ ର ସୀତା ଙ୍କ ସ୍ଵାମୀ ଓ ଝିଅ, ଯାହାଙ୍କୁ ଆଗରୁ ଆପଣ କେବେ ବି ଦେଖି ନଥିବେ, କୌଣସି ହିରୋଇନ ଙ୍କ ଠାରୁ କମ ଲାଗନ୍ତି ନାହିଁ ତାଙ୍କ ଝିଅ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଗୋଟେ ସମୟରେ ବହୁତ ଚର୍ଚାରେ ରହୁଥିଲା ।

ଲୋକମାନେ ଏହି ସିରିଏଲଟିକୁ ବହୁତ ପସନ୍ଦ ମଧ୍ୟ କରିଥିଲେ । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।


ବନ୍ଧୁଗଣ ଏହି ସିରିଏଲରେ ସୀତାଙ୍କ ଭୂମିକାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ସୀତାଙ୍କ ଭୂମିକାକୁ ପଦର୍ଶନ କରିଥିବା ମହିଳା ଜଣକ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ହେଲେ ବନ୍ଧୁଗଣ ଆପଣ କଣ ଏହି ଅଭିନେତ୍ରୀଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


‘ରାମାୟଣ’ ସିରିଏଲରେ ସୀତାଙ୍କ ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ଦୀପିକା ଚିଖିଲିଆ । ବନ୍ଧୁଗଣ ଏହି ଧାରାବାହିକରେ ଦୀପିକା ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । କେବଳ ଏହି ଗୋଟିଏ ସିରିଏଲ କରି ସେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେ ନିଜ କାରିୟରରେ ବହୁତ ସିରିଏଲ ଓ ଫିଲ୍ମରେ କାମ କରିଛନ୍ତି ହେଲେ ତାଙ୍କୁ ରାମାୟଣ ସିରିଏଲରୁ ସଫଳତା ହାସଲ ହୋଇଯାଇଥିଲା ।

ବନ୍ଧୁଗଣ ଦୀପିକା ହେମନ୍ତ ଟୋପିବାଲାଙ୍କ ସହ ବିବାହ କରିଛନ୍ତି । ହେମନ୍ତ ହେଉଛନ୍ତି ଏକ ବଡ ବିଜନେସ ମ୍ୟାନ । ବନ୍ଧୁଗଣ ଏହି ଦୁଇଜଣଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ତାଙ୍କ ନାମ ହେଉଛି ନୀତି ଟୋପିବାଲା ଓ ଜୁହୀ ଟୋପିବାଲା । ଦୀପିକା ବର୍ତ୍ତମାନ ୫୨ ବର୍ଷ ବୟସର ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି ।

ବନ୍ଧୁଗଣ ଦୀପିକା ବର୍ତ୍ତମାନ ମଧ୍ୟ ବହୁତ ସୁନ୍ଦର ନଜର ଆସୁଛନ୍ତି । ଦୀପିକାଙ୍କ ଦୁଇ ଝିଅ ବଡ ହୋଇଯାଇଛନ୍ତି । ବର୍ତ୍ତମାନ ଦୀପିକା ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଦୀପିକା ଚିକିଲିଆଙ୍କ ପରିବାର କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ କହିବେ, ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *