ରାମ ନବମୀ ଦିନ ଏହି 1 ଜିନିଷ ନିଶ୍ଚୟ ଖାଇ ନିଅନ୍ତୁ, ପୁରା ବର୍ଷ ଜମେଇ କି ଆସିବ ପଇସା

ନମସ୍କାର ବନ୍ଧୁଗଣ ଚୈତ୍ର ମାସର ଶୁକ୍ଳ ପକ୍ଷ ର ନବମୀ ତିଥିରେ ମହାରାଜା ଦଶରଥ ଏବଂ ମହାରାଣୀ କୌଶଲ୍ୟା ଙ୍କ ପୁତ୍ର ଶ୍ରୀ ରାମଚନ୍ଦ୍ର ଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ରାମ ନବମୀ ଦିନ ସବୁଠାରୁ ଖାସ ଏବଂ ପଵିତ୍ର ଦିନ । ତୁଳସୀ ଦାସ ରାମ ଚରିତ୍ ମାନସ ରେ କହିଛନ୍ତି କି ଚୈତ୍ରମାସ ଶୁକ୍ଲ ପକ୍ଷରେ ନବମୀ ତିଥିରେ ଠିକ ମଧ୍ୟାହ୍ନ ରେ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଅଯୋଧ୍ୟା ରେ ହୋଇଥିଲା । ରାମ ନବମୀ ଦିନ ଆମେ ଯେ କୌଣସି କାମ ଆରମ୍ଭ କରୁ ସେହି କାମ ନିଶ୍ଚିତ ସଫଳ ହୋଇଥାଏ ଏବଂ ଆମକୁ ଅନେକ ଫଳପ୍ରଦ ଦେଇଥାଏ ।

ଏହି ବର୍ଷ ରାମ ନବମୀ ଏକୋଇଶ ଅପ୍ରେଲ ବୁଧବାର ଦିନ ହେଉଛି । ରାମ ନବମୀ ପୁରା ଦେଶରେ ପାଳନ କରାଯାଏ ଏବଂ ରାମ ମନ୍ଦିର ରେ ଅନେକ ଦୀପ ଏଵଂ ଲାଇଟ ମାଧମରେ ସମ୍ପୂର୍ଣ୍ଣ ମନ୍ଦିର ସଜା ଯାଇଥାଏ ବହୁତ ସୁନ୍ଦର ଭାବରେ । ରାମ ନବମୀ ଦିନ ଏହି ଗୋଟିଏ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

ରାମ ନବମୀ ଦିନ ସକାଳୁ ଜଲ୍ଦି ଉଠନ୍ତୁ ଏବଂ ସ୍ନାନ ସାରି ନିଜ ଘରେ ଥିବାଦେବୀ ଦେଵତାଙ୍କ ପୂଜା କରିବା ଉଚିତ । ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ ନିଶ୍ଚୟ କରନ୍ତୁ । ତଥା ରାମ ନବମୀର ବ୍ରତ କରନ୍ତୁ । ଯଦି ବ୍ରତ ରଖି ନାହାନ୍ତି ତେବେ ରାମ ନବମୀ ଉତ୍ସବ ଏବଂ ଭୋଗ ଲାଗିବା ପରେ ଖାଇବା ଉଚିତ । ରାମ ଚନ୍ଦ୍ର ଙ୍କ ପୂଜା କରିବା ପାଇଁ ତାଙ୍କର ଆବାହାନ କରିବା ଉଚିତ ।

ଫୁଲରେ ସଜାଇବା ଉଚିତ । ଏହା ପରେ ତାଙ୍କୁ ସ୍ନାନ କରାଇବା ଉଚିତ । ପ୍ରଭୁଙ୍କୁ ପଞ୍ଚାମୃତ ର ମଧ୍ୟ ଗାଧୋଇ ଦେବା ଉଚିତ । ଚନ୍ଦନ ଜଳ ରେ ଗାଧୋଇ ଦେଇ ତାଙ୍କ ପାଖରେ ତୁଳସୀ ପତ୍ର ରଖିବା ଆବଶ୍ୟକ । ପ୍ରଭୁ ଙ୍କୁ ବସ୍ତ୍ର ପିନ୍ଧେଇ ତାଙ୍କୁ ବହୁତ ସୁନ୍ଦର ଭାବେ ବଡ଼ ସଜେଇ ଦେବା ଉଚିତ । ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ କ୍ଷୀରି ସବୁଠାରୁ ଭଲ ଲାଗେ । ତେଣୁ ତାଙ୍କ ପାଖରେ କ୍ଷୀରି ଭୋଗ ଲଗାଇବା ଉଚିତ । କ୍ଷୀରି ଭିତରେ ତୁଲସୀ ପତ୍ର ପକାଇବା ଉଚିତ ।

ଭୋଗ ଚଢେଇବା ପରେ ଆରତୀ କରନ୍ତୁ ଏବଂ ଆରତୀ କରିବା ପରେ ସମସ୍ତ ଙ୍କୁ ତାକୁ ପ୍ରସାଦ ରୂପେ ବାଣ୍ଟି ଦେବା ଉଚିତ ଏବଂ ଆରତୀ ପରେ ଶ୍ରୀ ରାମ ଚରିତ ମାନସ ପାଠ ମଧ୍ୟ କରନ୍ତୁ । ଏହି ଦିନ ହିଁ ରାମ ଚରିତ ମାନସ ର ଲେଖା ଆରମ୍ଭ ହୋଇଥିଲା । ଆପଣ ଶ୍ରୀ ରାମଚନ୍ଦ୍ର ଙ୍କୁ ଆରାଧନା କରନ୍ତୁ ଏବଂ ନିଜର ମନକଥା କୁହନ୍ତୁ ।

ଆପଣ ପୂଜା କରିବା ପରେ ସେହି କ୍ଷୀରି କୁ ନିଜେ ମଧ୍ୟ ପାଇବା ଉଚିତ । ରାମ ନବମୀ ଦିନ କ୍ଷୀରି ପ୍ରସାଦ ଖାଇବା ଦ୍ୱାରା ଜୀବନରେ କେବେବି କୋୖଣସି ଅସୁବିଧା ଦେଖା ଯିବ ନାହିଁ । ଏବଂ ଧନ ଲାଭ ହେବ । ଜୀଵନ ସୁଖମୀୟ ରହିବ । ଆପଣ କେବେବି ଗରିବ ଏବଂ କଙ୍ଗାଳ ରେ ରହିବେ ନାହିଁ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦ ରହିଥାଏ ତେଣୁ ରାମ ନବମୀ ଦିନ କ୍ଷୀରି ଭୋଗ ନିଶ୍ଚିତ ଖାଆନ୍ତୁ ଏବଂ ସମସ୍ତ ଅସୁବିଧା ରୁ ମୁକ୍ତ ହୋଇ ଯାଆନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *