ରଖେ ହରି ତ ମାରେ କିଏ ! ଦେଖନ୍ତୁ ମୃତ୍ୟୁ ମୁଖରୁ କିପରି ଫେରିଲେ କାର ରେ ଥିବା ଯାତ୍ରୀ, ଥରେ ଦେଖନ୍ତୁ ଏହି Video ଆପଣଙ୍କ ଛାତି ବି ଥରି ଉଠିବ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମତା ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।

ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ଧଳା କାର ପାହାଡ ଓ ଝରଣା ମଝିରେ ଫ-ସି-ରହିଥିବାର ନଜର ଆସୁଛି । କାରଟି ଏକ ଏପରି ସ୍ଥାନରେ ଅଛି ଯାହାକୁ ଦେଖିଲେ ଆପଣ ମାନଙ୍କର ହୋ-ସ ଉଡିଯିବ ।

ବନ୍ଧୁଗଣ ଝରଣା ମଝିରେ କାର ଫ-ସି-ରହି ଯାଇଛି ହେଲେ ଶୋଭାଗ୍ୟ ବଶତଃ କାରଟି ଏକ ପଥର ସାହାରାରେ ଲାଖି ରହିଛି । କାରଟିକୁ ଉଧାର କରିବା ପାଇଁ ଏକ ବଡ ଜେସିବି ସେହି ସ୍ଥାନରେ ଚେଷ୍ଟା ଚଳେଇଛି । କିଛି ସମୟ ଚେଷ୍ଟା କରିବା ପରେ ଜେସିବି କାରଟିକୁ ଉଧାର କରିବାରେ ସଫଳ ହେଉଛି । ବନ୍ଧୁଗଣ ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘ-ଟ-ଣାଟି ଘଟିଛି ବଦ୍ରିନାଥ ହାଇ ୱେରେ ।

ବଦ୍ରିନାଥ ହାଇ ୱେଟି ପାହାଡ ମଧ୍ୟରେ ଦେଇ ଯାଇଥାଏ ଓ ଏହି ହାଇ ୱେରେ ଅଧିକାଂଶ ଦୁ-ର୍ଘ-ଟ-ଣା ହୋଇଥାଏ । ଏହି ମାମଲାରେ ବି ଠିକ ଏମିତି କିଛି ହୋଇଛି । କାରଟି ଭାରସାମ୍ୟ ହରାଇ ହାଇ ୱେରୁ ପାହାଡ ତଳକୁ ଚାଲି ଯାଇଥିଲା ଓ ଝରଣା ମଝିରେ ଏକ ପଥର ସାହାରାରେ ରହିଯାଇଥିଲା । ଅବଶ୍ୟ ଏହି ଦୁ-ର୍ଘ-ଟ-ଣା-ରେ କାହାର ମୃ-ତ୍ୟୁ ହୋଇ ନାହିଁ ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓର ଚର୍ଚା ବହୁତ ହେଉଛି ଓ ଲୋକମାନେ ଏହି ଭିଡିଓ ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *