ରାଜୁ ଭାଇଙ୍କ ବରଯାତ୍ରୀରେ ଜମେଇକି ନଚିଲେ ନାଚିଲେ ହତାସିଆ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡିଆନ ରାଜୁ ଦାସ ଙ୍କ ବିବାହ ସମ୍ପର୍ଣ୍ଣ ହୋଇ ସାରିଛି । ତେବେ ବର୍ତ୍ତମାନ ତାଙ୍କ ବିବାହ ରେ କିଭଳି ଭାବରେ ସବୁ ମଜା ମସ୍ତି କରିଥିଲେ ଆସନ୍ତୁ ସେ ସମ୍ପର୍କ ରେ ଜାଣିନେବା । ତେବେ କମେଡିଆନ ରାଜୁ ଙ୍କ ବିବାହ କୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ବରଯାତ୍ରୀ ସମୟରେ ରାଜୁ ଙ୍କ ସହଯୋଗୀ ତଥା ସାଙ୍ଗସାଥି ଙ୍କ ର ଅଦ୍ଭୁତ ପ୍ରକାରର ନାଗିନ ଡ୍ୟାନ୍ସ ଦେଖିବାକୁ ମିଳିଥିଲା ତେବେ ଆସନ୍ତୁ ଜାଣିନେବା ସେମାନେ କିଭଳି ରାଜୁ ଙ୍କ ପ୍ରୋଶସନ ରେ ମଜା କରିଥିଲେ ।

ତେବେ ସାଧାରଣତଃ ପ୍ରତି ବରଯାତ୍ରୀ ରେ ଝଗଡା ହେବା ସୁନିଶ୍ଚିତ । ରାଜୁ ଙ୍କ ବରଯାତ୍ରୀ ରେ ଝଗଡା କୁ ନେଇ ତାନକ ସାଙ୍ଗ କହିଥିଲେ ଯେ, ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ପରିସ୍ଥିତି ଯେଉଁଭଳି ହେଲାଣି, ଝଗଡା ଯଦି ନ ହେଲା ଲୋକେ କଣ କହିବେ ? କହିବେ ଯେ ବରଯାତ୍ରୀ କେଉଁ ଭିଡ କୁ ନୁହନ୍ତି । ଏଣୁ ରାଜୁ ଙ୍କ ବରଯାତ୍ରୀ ରେ ନାଚ ସହିତ ଝଗଡା ମଧ୍ୟ କରିବେ ବୋଲି କହିଥିଲେ ତାଙ୍କ ସାଙ୍ଗ ।

ତେବେ ଏଭଳି ଭାବରେ ବରଯାତ୍ରୀ ରେ ନାଚିବାକୁ ମିଳିଥିଲା ଯେ ତାହା ଧାରାଣାର ବାହାରେ ଥିଲା । ନିଜ ବିବାହ କୁ ନେଇ ବହୁଅତ ଖୁସ ଥିବାର ନଜର ଆସିଛନ୍ତି ରାଜୁ ଦାସ ଏବଂ ସେ କହିଛନ୍ତି ଯେ ନିଜ ଜୀବନ ସାଥି ନିଜ ପସନ୍ଦ ଅର୍ଥାତ ଯେଉଁ ଭଳି ଝିଅ ଚାହୁଁଥିଲେ ସେଭଳି ଝିଅ ତାଙ୍କୁ ମିଳିଗଲା ଏହାକୁ ନେଇ ସେ ବହୁତ ଖୁସ ଅଛନ୍ତି ।

ଜଣେ ଝିଅ ନିଜ ବାପଘରୁ ଶାଶୁଘରକୁ ବହୁତ ଆଶା ନେଇ ଆସିଥାଏ । ସେହିଭଳି ଭାବରେ ପରିବାର ସହିତ ମିଶି ତଥା ପରିବାର ମନକୁ ବୁଝି ଆଗାମୀ ଜୀବନ ହସଖୁସି ରେ ବିତାଇ ଥାଏ । ଷୋନାଲୀ ଙ୍କୁ ନେଇ ରାଜୁ ଙ୍କର ବହୁତ ଆଶା ରହିଅଛି ବୋଲି ସେ କହିଛନ୍ତି ।

ସେ ନିଶ୍ଚିତ ଭାବରେ ଜଣେ ସ୍ତ୍ରୀ ହେବା ସହିତ ଜଣେ ଉତ୍ତମ ବୋହୂର କର୍ତ୍ତବ୍ୟ ମଧ୍ୟ ପୂରଣ କରିବେ । ରାଜୁ ଙ୍କ ବାପା ମଧ୍ୟ ରାଜୁ ଙ୍କ ବିବାହ କୁ ନେଇ ବହୁତ ଖୁସି ଅଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *