Rajasthan ରେ ଭୟଙ୍କର ସଡକ ଦୁର୍ଘଟଣା, ଜିଅନ୍ତା ଜଳିଗଲେ ଯାତ୍ରୀ, ପୁରା Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ମ-ର୍ମା-ହ-ତ ଘ-ଟ-ଣା-ର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ରାଜସ୍ଥାନର ବାରମେର ଯୋଥପୁର ରାଜପଥରେ ଏକ ବଡ ଦୁ-ର୍ଘ-ଟ-ଣା ହୋଇଛି । ଏହି ଦୁ-ର୍ଘ-ଟ-ଣା-ରେ ୮ ଜଣ ପ୍ରା-ଣ ହରାଇ ଛନ୍ତି । ଦୁ-ର୍ଘ-ଟ-ଣା ପରେ ବସଟି ଜ-ଳି ଯାଇଥିଲା ।

ବସ ଜ-ଳି-ବା ପରେ ନି-ଆଁ-ରେ ପୋ-ଡି ହୋଇ ୮ ଜଣ ଲୋକ ପ୍ରା-ଣ ହରାଇ ଛନ୍ତି । ଏକ ଯାତ୍ରୀ ବାହୀ ବସ ସହିତ ଟ୍ୟାଙ୍କର ମୁ-ହାଁ ମୁ-ହିଁ ଧ-କ୍କା ହୋଇଥିଲା । ଏହା ପରେ ବସରେ ନି-ଆଁ ଲା-ଗି-ଜା-ଇ ଏହି ଦୁ-ର୍ଘ-ଟ-ଣା ହୋଇଥିବାର ଜଣା ପଡିଛି । ମିଳି ଥିବା ସୂଚନା ଅନୁଯାଇ ବସରେ ସର୍ବ ମୋଟ ୨୫ ଜଣ ଲୋକ ଥିଲେ ୧୦ ଜଣଙ୍କୁ ଘଟଣା ସ୍ଥଳରୁ ଉଧାର କରାଯାଇ ହସ୍ପିଟାଲ ନିଆ ଯାଇଥିଲା ।

ତେବେ ବସରେ ଥିବା ଆଉ ତିନି ଜଣଙ୍କର କୌଣସି ପତା ମିଳୁ ନାହିଁ । ଏହି ବସଟି ସକାଳ ୧୦ଟାରେ ବାଲୁତ୍ରାରୁ ବାହାରିଥିଲା ଓ ପଥପଦରା ନିକଟରେ ଏକ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ଧ-କ୍କା ହୋଇଥିଲା । ଦୁ-ର୍ଘ-ଟ-ଣା ଏତେ ଭୟଙ୍କର ଥିଲା ଯେ ଧ-କ୍କା ହେବା ମାତ୍ରେ ବସଟି ଜ-ଳି ଯାଇଥିଲା  ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘ-ଟ-ଣା ସ୍ଥଳରେ ପହଞ୍ଚି ଥିଲେ ଓ କିଛି ସମୟ ମଧ୍ୟରେ ଅ-ଗ୍ନି-ସ-ମ ବିଭାଗ ଘ-ଟ-ଣା ସ୍ଥଳରେ ପହଞ୍ଚି ନି-ଆଁ ଲି-ଭା-ଇ ଥିଲେ । ବର୍ତ୍ତମାନ ପୋଲିସ ଏହି ସ୍ଥିତିକୁ ନିୟନ୍ତ୍ରଣ କରି ଘ-ଟ-ଣା-ର ଯା-ଞ୍ଚ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *