ଫିଲ୍ମ ରାଜା ହିନ୍ଦୁସ୍ତାନୀ ଫିଲ୍ମର ‘ପରଦେଶୀ ଜାନା ନହିଁ’ ଗୀତରେ ନଜର ଆସିଥିବା ଏହି ଅଭିନେତ୍ରୀ ଆଜି ଦେଖା ଯାଆନ୍ତି କିଛି ଏମିତି, ଯାହାଙ୍କୁ ଦେଖିଲେ ଆପଣ ମଧ୍ୟ ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଫିଲ୍ମ ରାଜା ହିନ୍ଦୁସ୍ତାନୀ ରେ ‘ପର୍ଦେଶୀ ଜାନା ନହିଁ’ ଗୀତ ରେ ବନଜାରଣ ରୂପରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ। ଯିଏ ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି।

ବନ୍ଧୁଗଣ ଏକ ଗରିବ ପୁଅ ଏବଂ ଏକ ଧନୀ ଝିଅ ର ସଂଘର୍ଷ ରେ ଭରା ପ୍ରେମ କାହାଣୀ କୁ ନେଇ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ର ନିର୍ମାଣ ହୋଇଥିଲା। ଏହି ଫିଲ୍ମ ରେ ବହୁତ ପ୍ରସିଦ୍ଧ କଳାକାର ମାନେ ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୯୬ ମସିହାରେ ରିଲିଜ ହୋଇଥିଲା ଏବଂ ବର୍ତ୍ତମାନ ଏହି ଫିଲ୍ମ କୁ ୨୪ ବର୍ଷ ପୂର୍ଣ ହୋଇସାରିଛି। ବନ୍ଧୁଗଣ ଏହି ଫିଲ୍ମ ରେ କିଛି କଳାକାର ନିଜ ଅଭିନୟ ମାଧ୍ୟମରେ ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଇଥିଲେ।

ଏହି ଫିଲ୍ମ ର ସୁପରହିଟ ଗୀତ ‘ପର୍ଦେଶୀ ଜାନା ନହିଁ’ ତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ।ତେବେ ଆଜି ଆମେ ଆପଣଙ୍କୁ ସେହି ଗୀତରେ ବଂଜାରଣ ଭୂମିକା ରେ ନୃତ୍ୟ କରିଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ରେ ସୁପରହିଟ ଗୀତ ‘ପର୍ଦେଶୀ ଜାନା ନହିଁ’ ରେ ବଂଜାରଣ ଭୂମିକା ରେ ନୃତ୍ୟ କରିଥିବା ଅଭିନେତ୍ରୀ ଙ୍କ ନାଁ ହେଉଛି ‘ପ୍ରତିଭା’। ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ୧୯୯୨ ମସିହାରେ ଫିଲ୍ମ ‘ମେହବୁବ ମେରେ’ ରୁ କରିଥିଲେ।

କିନ୍ତୁ ପରେ ଫିଲ୍ମ ରାଜା ହିନ୍ଦୁସ୍ତାନୀ ରେ ଏହି ଅଭିନେତ୍ରୀ ଙ୍କୁ ପରିଚୟ ହାସଲ ହୋଇଥିଲା। କିନ୍ତୁ ପରେ ଏହି ଅଭିନେତ୍ରୀ ଙ୍କୁ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳିନଥିଲା। ଏହି ଅଭିନେତ୍ରୀ ଙ୍କୁ ନିଜର ବ୍ୟକ୍ତିଗତ ଜୀବନ ପାଇଁ ନିଜର କ୍ୟାରିଅର କୁ ତ୍ୟାଗ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଏବଂ ତାଙ୍କ ଓଜନ ମଧ୍ୟ ପୂର୍ବ ଅପେକ୍ଷା ବଢ଼ି ଯାଇଛି ଏବଂ ତାଙ୍କୁ ଦେଖିଲେ ହୁଏତ ଚିନ୍ହିବା ମଧ୍ୟ କଷ୍ଟକର ହୋଇଯିବ।

ସେ ନିଜର ରିଲେସନ ସମ୍ବନ୍ଧରେ ମିଡିଆ ସାମ୍ନା ରେ ପ୍ରକାଶ କରିଥିଲେ। କିନ୍ତୁ ତାଙ୍କ ମାଆ ଙ୍କୁ ଏହି ସମ୍ପର୍କ ଆଦୋୖ ସ୍ୱୀକାର ନଥିଲା।ନିଜର ବ୍ୟକ୍ତିଗତ ଜୀବନ ର ସମସ୍ୟା ଯୋଗୁଁ ଏହି ଅଭିନେତ୍ରୀ ସବୁଦିନ ପାଇଁ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ। ବର୍ତ୍ତମାନ ସେ ଜଣେ ସାଧାରଣ ବ୍ୟକ୍ତିତ୍ୱ ଭାବରେ ନିଜର ଜୀବନ ଅତିବାହିତ କରୁଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *