ରାଜଧାନୀରେ ଚାଞ୍ଚଲ୍ୟ ! ବାପା ବ୍ଯାଗରୁ ବାହାରିଲା ଝିଅର ମୃତ ଦେହ, ସତ ସାମ୍ନାକୁ ଆସିଲା ପରେ ଯାହା ହେଲା ନା…ଦେଖନ୍ତୁ ଏହି Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତିକୁ ସ୍ଥାନୀୟ ଲୋକ ମାନେ ନିଧୂମ ମଆଡ ମଆରି ଛନ୍ତି । କେବଳ ବ୍ୟକ୍ତିଙ୍କୁ ନୁହେଁ ତାଙ୍କ ସହିତ ଥିବା ତାଙ୍କ କୁନି ପୁଅକୁ ମଆଡ ମଆରି ତାର ଡ୍ରେସ ଚିରି ଦେଇଛନ୍ତି । ସ୍ଥାନୀୟ ଲୋକେ ମଆଡ ମଆରିବା ପଛରେ ଏକ ଆଶ୍ଚର୍ଯ୍ୟ ଜନକ କାରଣ ରହିଛି । ବନ୍ଧୁଗଣ ବ୍ୟକ୍ତି ଜଣକ ଏକ ପରିବା ବ୍ୟାଗରେ ଏକ ଶିଶୁ କନ୍ୟାର ମୃତ ଦେହ ନେଇ ଯାଉଥିବା ବେଳେ ତାଙ୍କ ହାତରୁ ବ୍ୟାଗଟି ଖସି ପଡି ଥିଲା ।

ବ୍ୟାଗ ଭିତରେ ଥିବା ମୃତ ଶିଶୁ କନ୍ୟାକୁ ଦେଖି ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ପଡି ଥିଲେ । ଏହା ପରେ ସ୍ଥାନୀୟ ଲୋକ ମାନେ ବ୍ୟକ୍ତିର କୌଣସି କଥା ନ ଶୁଣି ତାକୁ ଛେଚି ଚାଲି ଥିଲେ । ଏଭଳି ଏକ ଘଟଣା ରାଜଧାନୀରେ ଘଟି ଯାଇଛି । ତେବେ ବ୍ୟକ୍ତି ଜଣକଙ୍କ କହିବା ମୁତାବକ, ସେ ଶିଶୁ କନ୍ୟାଟି ହେଉଛି ତାଙ୍କର । ଆଜି ସକାଳେ ତାଙ୍କ ଝିଅର ଦେହ ହଠାତ ଖରାପ ହୋଇଯିବାରୁ ସେ ହସ୍ପିଟାଲ ନେଇ ନିଜ ଝିଅକୁ ଯାଇଥିଲେ । ହେଲେ ଡାକ୍ତର ତାଙ୍କ ଝିଅକୁ ମୃତ ଘୋଷଣା କରିଥିଲେ ।

ଏହା ପରେ ବ୍ୟକ୍ତି ଜଣକ ଗରିବ ହେଇଥିବାର ଏକ ପରିବା ବ୍ୟାଗରେ ନିଜ ଝିଅକୁ ନେଇ ତାର ଅନ୍ତିମ ସଂସ୍କାର କରିବା ପାଇଁ ଯାଉଥିଲେ । ଘଟଣା ସ୍ଥଳରେ ବ୍ୟକ୍ତିଙ୍କ ପତ୍ନୀ ପହଞ୍ଚି ସେ ଝିଅ ତାଙ୍କର ବୋଲି ସମସ୍ତ ପ୍ରମାଣ ଏବେ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *