ରାଜଧାନୀ ମ-ର୍ଡ-ର ମିଷ୍ଟ୍ରି: ପୋ-ଲି-ସ ର ତନାଘନା ପରେ ସାମ୍ନାକୁ ଆସିଲା ସାଂ-ଘା-ତି-କ ତଥ୍ୟ, ହ-ତ୍ୟା-କା-ରୀ ନିଜେ ସୁ-ଇ-ସା-ଇ-ଡ ନୋଟ ରେ ଲେଖିଥିଲା କିଛି ଏମିତି…ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ଭାରତ ସହିତ ପୃଥିବୀର ଅନ୍ୟାନ୍ୟ ଦେଶ ରେ କରୋନା ତାର ତା-ଣ୍ଡ-ବ ଲୀଳା ରଚୁଥିବା ବେଳେ ଓଡିଶା ର ରାଜଧାନୀ ଭୁବନେଶ୍ବର ଠାରେ ଏକ ବି-ଭ-ତ୍ସ କା-ଣ୍ଡ ଦେଖିବାକୁ ମିଳିଛି ।

ଭୁବନେଶ୍ୱର ର ଏକ ଘରୁ ଜଣେ ମହିଳା ଙ୍କ ର ର-କ୍ତ ଜୁ-ଡୁ-ବୁ-ଡୁ ମୃ-ତ ଶ-ରୀ-ର ମିଳିଛି । ହ-ତ-ୟା-କା-ରୀ ମାନେ ମହିଳା ଙ୍କୁ ଅତି ବି-ଭ-ତ୍ସ ଭାବରେ ହ-ତ-ୟା କରିଛନ୍ତି । ତେବେ ବନ୍ଧୁଗଣ ଏହି ଘ-ଟ-ଣା ଟି ହେଉଛି ରାଜଧାନୀ ଭୁବନେଶ୍ବର ର ଭୀମଟାଙ୍ଗି ଅଞ୍ଚଳର । ବର୍ତ୍ତମାନ ପୋ-ଲି-ସ ର ତ-ନା-ଘ-ନା ପରେ ଏକ ବଡ଼ ତଥ୍ୟ ସାମ୍ନା କୁ ଆସିଛି । ଘ-ଟ-ଣା ସ୍ଥଳ ରୁ ଏକ ସୁ-ଇ-ସା-ଇ-ଡ଼ ନୋ-ଟ ପୋ-ଲି-ସ- ର ହ-ସ୍ତ-ଗତ ହୋଇଛି ।

ଭୁବନେଶ୍ୱର ର ଭୀମଟାଙ୍ଗି ଅଞ୍ଚଳରେ ପ୍ରିୟଙ୍କା ନାମକ ଜଣେ ମହିଳା ଙ୍କୁ ଅତି ବି-ଭ-ତ୍ସ ଭାବେ ହ-ତ-ୟା କରାଯାଇଛି । ମହିଳା ଜଣଙ୍କ ଶ-ରୀ-ର ର-କ୍ତ- ରେ ଜୁ-ଡୁ-ବୁ-ଡୁ ହୋଇଯାଇଥିଲା । ଏହା ଦେଖି ଆଖପାଖ ଅଞ୍ଚଳ ରେ ଚାଂ-ଚ-ଲ୍ୟ ଖେ-ଳି ଯାଇଥିଲା । ପୋ-ଷ୍ଟ-ମ-ର୍ଟ-ମ ପରେ ତାଙ୍କ ମ-ର-ଶ-ରୀ-ର- କୁ ଶେ-ଷ-କୃ-ତ୍ୟ କରିବା ପାଇଁ ନିଆଯାଇଛି । ଘ-ଟ-ଣା ସ୍ଥଳ ରେ ମହିଳା ଙ୍କ ମୃ-ତ ଶ-ରୀ-ର ସହିତ ଜଣେ ଯୁବକ ଙ୍କୁ ଉ-ଦ୍ଧା-ର କରାଯାଇଥିଲା ।

ଯୁବକ ଜଣଙ୍କ ମଧ୍ୟ ନିଜ ହା-ତ କା-ଟି ଦେ-ଇଥିଲେ । ତାଙ୍କ ନିକଟ ରୁ ଏକ ନୋ-ଟ ମିଳିଥିଲା ଯେଉଁଥିରେ ଲେଖା ହୋଇଥିଲା ଯେ ସେ ମହିଳା ଓ ତାଙ୍କ ପୁ-ତ୍ର ଙ୍କୁ ମା-ରି-ବା-କୁ- ଆସିଥିଲା । ମହିଳା ଙ୍କ ସ୍ୱାମୀ କାମ କୁ ଯିବାର କିଛି ସମୟ ପରେ ତାଙ୍କୁ ଏକ ଅ-ଜ-ଣା ନ-ମ୍ବ-ର ରେ ଭି-ଡି-ଓ କ-ଲ ଆସିଥିଲା ସେ କଲ ଟି କୁ ରିସିଭ କରିବା ପରେ ଦେଖିଥିଲେ ଯେ ତାଙ୍କ ପ-ତ୍ନୀ ର-କ୍ତ ର-ଞ୍ଜି-ତ ଅଵସ୍ଥା ରେ ତ-ଳେ ପ-ଡି-ଛ-ନ୍ତି ।

ମୁଖ୍ୟ ଆ-ସା-ମୀ ଜଗନ୍ନାଥ ଙ୍କ ସହିତ ପ୍ରିୟଙ୍କା ଙ୍କ ର ପ୍ରାୟ ୪ ରୁ ୫ ମାସ ହେବ ସ-ମ୍ପ-ର୍କ ସୃଷ୍ଟି ହୋଇଥିଲା । ତେବେ ତାଙ୍କ ମଧ୍ୟରେ କେଉଁ ସ-ମ୍ପ-ର୍କ ସୃଷ୍ଟି ହୋଇଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।

ସୂଚନା ଅନୁସାରେ ଦୁହିଁଙ୍କ ମଧ୍ୟରେ କିଛି ଦିନ ପୂର୍ବ ରୁ କୌଣସି କାରଣ କୁ ନେଇ ଝ-ଗ-ଡା ହୋଇଥିଲା । ଜଗନ୍ନାଥ ମଧ୍ୟ ସୁ-ଇ-ସା-ଇ-ଡ଼ ନୋ-ଟ ରେ ସେହି ସ-ମ୍ପ-ର୍କ-ରେ ହିଁ ଲେଖିଥିଲେ । ସେ ଲେଖିଥିଲେ ତାଙ୍କ ମଧ୍ୟରେ କୌଣସି କାରଣ ରୁ ଝ-ଗ-ଡା ହୋଇଥିଲା ତେଣୁ ସେ ପ୍ରିୟଙ୍କା ଓ ତାଙ୍କ ପୁଅ କୁ ମା-ରି-ବା ପରେ ନିଜେ ମ-ଧ୍ୟ ଆ-ତ୍ମ-ହ-ତ-ୟା କରିବେ ।

ବର୍ତ୍ତମାନ ସୁ-ଇ-ସା-ଇ-ଡ଼ ନୋ-ଟ- କୁ କମିଶନରେଟ ପୋ-ଲି-ସ ଜ-ବ-ତ କରିଛି । ଜଗନ୍ନାଥ ମଧ୍ୟ ପୋ-ଲି-ସ ପାଖରେ ସମାନ ଉତ୍ତର ଦେଇଛି । ତେବେ ଜଗନ୍ନାଥ କଣ ପାଇଁ ମହିଳା ଙ୍କୁ ହ-ତ-ୟା କଲେ ଓ ତାଙ୍କ ଛୁ-ଆ କୁ ମଧ୍ୟ ହ-ତ-ୟା କରିବା ପାଇଁ ଚାହୁଁଥିଲେ ଏହା ସହିତ ନିଜେ ମଧ୍ୟ ଆ-ତ୍ମ-ହ-ତ-ୟା କରିବା ପାଇଁ ଉ-ଦ୍ୟ-ମ କରିଥିଲେ ସେ ସ-ମ୍ପ-ର୍କ-ରେ ଅ-ନୁ-ସ-ନ୍ଧା-ନ କରିବା ପରେ ହିଁ ଜଣାପଡିବ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *