Raimohan ଙ୍କ ସହ ମିଶି ଖାଇଲେ ଓଡିଶାର ଲୋକପ୍ରିୟ ଯୋଡି Rupa ଓ Pintu, କଣ କହିଲେ Pintu…ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଭାରତରେ ଟିକଟକ ଆପ ଯେତେବେଳେ ପ୍ରଚଳିତ ହୋଇଥିଲା ସେତେବେଳେ ଅନେକ ଲୋକ ନିଜର ଛୋଟ ଛୋଟ ଭିଡିଓ ମାଧ୍ୟମରେ ବହୁତ ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ । ଏହି ମାନଙ୍କର ଅନେକ  ଲୋକ ମଧ୍ୟ ଫ୍ୟାନ ବନି ଯାଇଥିଲେ ।   ତେବେ ଏହି ଚାଇନା ଆପ କୁ ଯେତେବେଳେ ଭାରତରେ ବ୍ୟାନ କରା ଯାଇଥିଲା । ଏହା ପରେ ସେହି ଲୋକମାନେ ନିଜ ନିଜର ଯୂଟ୍ଯୂବ ଚ୍ଯାନେଲ ଖୋଲି ନେଇଥିଲେ । ଯାହା ଫଳରେ ସେମାନେ ନିଜ ଫ୍ୟାନ ମାନଙ୍କ ସହ ଯୋଡି ହୋଇ ପାରିବେ ।

ତେବେ ଏହି ଟିକଟକ ଷ୍ଟାର ମାନଙ୍କ ମଧ୍ୟରୁ ଆପଣ ମାନେ ଜଣେ ବହୁ ଚର୍ଚିତ ଯୋଡ଼ିଙ୍କ ନାମ ଶୁଣିଥିବେ ।   ଏମାନେ ନିଜର ଯୂଟ୍ଯୂବ ଚ୍ଯାନେଲ ମାଧ୍ୟମରେ ଓଡିଶା ଓ ଭାରତରେ ମଧ୍ୟ ଅନେକ ଲୋକଙ୍କ ନିକଟରେ ପରିଚିତ ।   ଏମାନେ ଓଡିଆରେ ବହୁତ ନାମୀଦାମୀ ଆଲବମ ମଧ୍ୟ କରିସାରିଛନ୍ତି । ତେବେ ଏହି ଯୋଡ଼ିଙ୍କ ନାମ ହେଉଛି ରୂପା ଓ ପିଣ୍ଟୁ । ତେବେ ଏହି ଦୁଇ ଜଣ ସ୍ଵାମୀ ସ୍ତ୍ରୀ । ଏମାନଙ୍କର ଏକ ସୁନ୍ଦର ଛୋଟ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଖୁସି ।

ତେବେ ଏମାନଙ୍କ ଯୂଟ୍ଯୂବ ଚ୍ଯାନେଲ ର ନାମ ହେଉଛି ରୂପା , ପିଣ୍ଟୁ , ଖୁସି । ତେବେ ସେ ଭିଡ଼ିଓ ରେ ନିଜ ପରିବାର ,ବିଭିନ୍ନ ପୋଗ୍ରାମ ନିଜର ଦୈନଦିନ ଜୀବନ ର କଥା କୁ ନେଇ ଡେଲି ବ୍ଲଗ କରୁଛନ୍ତି । ତାଙ୍କ ର ଏତେ ମାତ୍ରା ରେ ଫ୍ୟାନ ଙ୍କ ବଢିବା ଦେଖି ତାଙ୍କୁ ଆଲବମ କରିବାର ମଧ୍ୟ ସୁଯୋଗ ମିଳିଛି । ସେ ଅନେକ ଆଲବମ ରେ ମଧ୍ୟ ନିଜର ପାରିଦର୍ଶିତା ଦେଖେଇ ପାରିଛନ୍ତି । ସତରେ ଏହି କଥା ଶୁଣି ବହୁତ ଜଣ ମଧ୍ୟ ଉତ୍ସାହିତ ହୋଇ ପାରିବେ ।

ତେବେ ବର୍ତ୍ତମାନ ସେ ଅଭିନେତା ରାଇମୋହନ ଙ୍କ ସହ ମଧ୍ୟ ସୁଟିଂ କରିଛନ୍ତି । ତେବେ ରାଇମୋହନ ଙ୍କୁ କିଏ ନ ଜାଣେ । ତେବେ ସେ ୧୯୮୫ ମସିହାରେ ସେ ତାଙ୍କର ପ୍ରଥମ ଓଡିଆ ଫିଲ୍ମରେ ଅଭିନୟ ଅଭିନୟ କରିଥିଲେ । ତେବେ ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ପକା କମ୍ବଳ ପୋତ ଛତା । ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ୧୯୯୩ ମସିହାରେ ସାଗର ଭୂମିକାରେ ଅଭିନୟ କରିଥିଲେ ।


ଏହିପରି ୧୦୦ ରୁ ଉର୍ଦ୍ଧ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । ଅଲିଉଡ ର ଶ୍ରେଷ୍ଟ ଖଳନାୟକ ଭାବେ ମଧ୍ୟ ସେ ପରିଚିତ । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ତେବେ ବର୍ତ୍ତମାନ ଖୁସି ଓ ପିଣ୍ଟୁ ରାଇମୋହନ ଙ୍କ ସହ ମଧ୍ୟ ସୁଟିଂ କରିଛନ୍ତି ତେବେ ରାଇମୋହନ ମଧ୍ୟ ଏହି ଦୁଇ ଙ୍କୁ ଖୁବ ପ୍ରଶଂସା କରିବା ସହ ଖୁବ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥିଲେ।

ସୁଟିଂ କରି ଖୁବ ଭଲ ଲାଗିଲା ବୋଲି ମଧ୍ୟ କହିଥିଲେ ତେବେ ଏଥିରେ ବରିଷ୍ଠ ଅଭିନେତା ବିକାଶ ସାର ମଧ୍ୟ ଅଛନ୍ତି ତେବେ ସମସ୍ତେ ମିଶି ଏକାଠି ଖାଇଥିଲେ ମଧ୍ୟ । ତେବେ ଏହି ଭିଡିଓ କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ତେବେ ଆପଣ ଙ୍କୁ ଏହି ଯୋଡି ଏବଂ ଏହି ଭିଡିଓ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *