‘ଜଗନ୍ନାଥ ଙ୍କୁ ନିନ୍ଦା କଲେ କିଛି ଭଲ ହବନି ପାତ୍ରେ, ପୁରୀ ରହିଛି ଓ ରହିବ ନହେଲେ…’ ଦେଖନ୍ତୁ ରାଗି କି କାହିଁକି ଏମିତି ଗର୍ଜିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ କଂଗ୍ରେସ ଦଳର ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ଅନେକ ବି-ବା-ଦ-ରେ ଘେରି ରୁହନ୍ତି ଓ ସେ ସବୁବେଳେ ରୋ-କ ଠୋ-କ କଥା କୁହନ୍ତି । ବୋଧେ ଏହି କାରଣ ପାଇଁ ସେ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ସୁର ଭାଇଙ୍କ ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ସୁର ଭାଇ ବିଜେପି ନେତା ସମ୍ବିତ ପାତ୍ରଙ୍କ ବିଷୟରେ ଏମିତି କିଛି କଥା କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୁର ଭାଇଙ୍କ ଏହି ଭିଡିଓ ବିଷୟରେ । ସୁର ଭାଇ ଭିଡିଓରେ କହୁଛନ୍ତି-‘ପୁରୀ ରହିଛି ରହିବ, ଶଙ୍କରାଚାର୍ଯ୍ଯ ବି କହିଲେ ରହିବ ଓ ଆମେ ବି କହୁଛୁ ରହିବ’।

ଆଗକୁ ସୁର ଭାଇ କହିଛନ୍ତି- ‘ଏ ସେଇଟା କଣ ପାଗଳ ହୋଇଯାଇଛି ହାଁ ଜଗନ୍ନାଥ ହେଲେ ବିଶ୍ଵର ଦେବତା ତାଙ୍କ ନାମକୁ ଏଭଳି କଦର୍ଯ୍ୟ ଭାବରେ ବର୍ଣ୍ଣନା କରିବା ଉଚିତ ନୁହେଁ । ମୁ ଭାବି ଥିଲି ଏକ ଜ୍ଞାନ ଲୋକ ଭଦ୍ର ଲୋକ ହେଲେ ଏ ତ ପୁରା ଅଭଦ୍ର ଲୋକ । ଜଗନ୍ନାଥଙ୍କୁ ଯଦି କିଏ ଆଞ୍ଚ ଲଗାଇଲା ଭଳି କଥା କହିବ ଆମେ ବରଦାସ୍ତ କରିପାରିବୁ ନାହିଁ । ପାତ୍ରେ ନିଜର ଭୁଲକୁ ଠିକ କର, ପୁରୀ ଶବ୍ଦକୁ କେବେ ଇଆଡେ ସିଆଡେ କର ନାହିଁ ।

ଆଗକୁ ସୁର ଭାଇ କହିଛନ୍ତି- ‘ତାଙ୍କ ପ୍ରତି ଯେଉଁ ଆ-କ୍ଷେ-ପ କରୁଛ ବି କେୟାରଫୁଲ । ସାମ୍ନା ସାମ୍ନୀ ହେଇଗଲେ କେଉଁ ଦିନ ଅବାଗିଆ ହେଇଯିବ । ଯେଉଁ ଭଳିଆ ବ୍ୟବହାର ଓ ଅ-ପ-ମା-ନ କରୁଛ ତମେ ଜଗନ୍ନାଥଙ୍କ ପ୍ରତି ଏହା ସହ ଯେଉଁ ଭଳିଆ ନନ୍ଦା କରୁଛ ଜଗନ୍ନାଥଙ୍କ ପ୍ରତି ତାର ଜବାବ ଦିଆଯିବ, ବି କେୟାରଫୁଲ ପାତ୍ରେ ।

Leave a Reply

Your email address will not be published. Required fields are marked *