ରାଗିଛନ୍ତି Rupa ଙ୍କ ଭଣଜା, ଭଣଜାଙ୍କୁ ଏମିତି ମନେଇଲେ Rupa, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ଆଜି ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଦମ୍ପତ୍ତି ହେଉଛନ୍ତି ରୂପା ଓ ପିଣ୍ଟୁ । ଆପଣ ମାନେ ସମସ୍ତେ ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି ।

ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଓ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପା ପିଣ୍ଟୁଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।

ତେବେ ଏହି ଭିଡିଓରେ ରୂପା ଓ ପିଣ୍ଟୁ ନିଜ ଭଣଜା ସହ ନଜର ଆସିଛନ୍ତି । ସକାଳ ସମୟରେ ଭଣଜା ନିଦରୁ ଉଠିବା ପରେ ରୂପା ନିଜ ଭଣଜା ସହ ମସ୍ତି କରୁଛନ୍ତି । ଏହି ଭିଡିଓରେ ପିଣ୍ଟୁଙ୍କ ଭଉଣୀ ମଧ୍ୟ ନଜର ଆସୁଛନ୍ତି । ପିଣ୍ଟୁଙ୍କ ଭଉଣୀ ନିଜ ଶାଶୁ ଘରକୁ ଯିବା ପାଇଁ କହୁଛନ୍ତି ହେଲେ ପିଣ୍ଟୁ ଏଠି ରହିବା ପାଇଁ କହୁଛନ୍ତି । ଭଉଣୀକୁ ଅଟକାଇବା ପାଇଁ ପିଣ୍ଟୁ ଓ ରୂପା ଭଣଜାକୁ ଅତି ସ୍ନେହର ସହ ରହିବା ପାଇଁ କହୁଛନ୍ତି ।

ଦର୍ଶକ ମାନେ ଏହି ଭିଡିଓକୁ ବେସ ଅଧିକ ପସନ୍ଦ କରିଛନ୍ତି । ସାରା ଓଡିଶାରେ ଏହି ଭିଡିଓଟି ବେସ ଚର୍ଚ୍ଚାରେ ଅଛି । ଅନେକ ଲୋକ ଏହି ଭିଡିଓଟିକୁ ଦେଖି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୂପା ପିଣ୍ଟୁଙ୍କ ଏହି ନୂଆ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *