Bollywood ଆକ୍ଟ୍ରେସ Radhika Madan ଙ୍କ ବଡ ଖୁଲାସା, କହିଲେ “ପ୍ରଥମ ସୁଟ ରେ ହିଁ ନେବାକୁ ପଡିଥିଲା ଗର୍ଭ ନିରୋଧକ ବଟିକା…”

ବନ୍ଧୁଗଣ ବର୍ତ୍ତମାନର ସମୟରେ ବଲିଉଡ ଇଣ୍ଡଷ୍ଟ୍ରି କେତେ ଜଣଙ୍କ ପାଇଁ ସ୍ଵପ୍ନ ହୋଇଯାଇଛି । ଏକ ସାଧାରଣ ଲୋକ ପାଇଁ ବଲିଉଡରେ ନାମ କମାଇବା ବହୁତ କଷ୍ଟକର ହୋଇଛି । ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ସମସ୍ତ କଳାକାର ବହୁତ କଷ୍ଟ ଓ ସଂଘର୍ଷ କରନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବଲିଉଡ ଯାତ୍ରା ବହୁତ ସଂଘର୍ଷ ମୟ ରହିଛି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରାଧିକା ମଦାନ । ରାଧିକାଙ୍କୁ ଆପଣ ମାନେ ପ୍ରଥମେ ପ୍ରଥମେ ଛୋଟ ପରଦାରେ ନିଶ୍ଚୟ ଦେଖିଥିବେ ।

ନିଜ ଦମଦାର ଅଭିନୟ ପାଇଁ ରାଧିକା ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାଧିକା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ରାଧିକା ନିଜର ଏକ ବଡ ଖୁଲାସା ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖୁଲାସା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବଲିଉଡ ଅଭିନେତ୍ରୀ ଗତ କିଛି ଦିନ ତଳେ ଏକ ଇଣ୍ଟର୍ବ୍ୟୁ ଦେଇଥିଲେ ଓ ସେହି ଇଣ୍ଟର୍ବ୍ୟୁରେ ସେ କିଛି ଆଶ୍ଚର୍ଯ୍ୟ ଜନକ ଖୁଲାସା କରିଛନ୍ତି । ରାଧିକା କଲର୍ସ ଟିଭି ଚ୍ୟାନେଲର ଫେମସ ସୋ ‘ମେରି ଆସିକି ତୁମ ସେ ହି’ରେ ଡେବ୍ୟୁ କରିଥିଲେ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଥିଲେ । ତାଙ୍କ ଅଭିନୟକୁ ସମସ୍ତ ଲୋକ ବହୁତ ପସନ୍ଦ କରିଥିଲେ ।

ଏହା ପରେ ସେ ବଲିଉଡ ଫିଲ୍ମ ‘ପଟାଖା’ରେ କାମ କରିଲେ । ହେଲେ ରାଧିକାଙ୍କ ଅନୁସାରେ ତାଙ୍କ ପ୍ରଥମ ଫିଲ୍ମ ହେଉଛି ‘ମର୍ଦ କୋ ଦର୍ଦ ନେହି ହୋତା’ । ରାଧିକା ‘ଅଂରେଜୀ ମିଡିଅମ’ରେ ମଧ୍ୟ ମୁଖ୍ୟ ଭୂମିକାରେ କାମ କରିଛନ୍ତି । ରାଧିକାଙ୍କୁ ନିଜ ଫିଲ୍ମ କାରିୟରର ପ୍ରଥମ ସୁ-ଟ ସମୟରେ ଗ-ର୍ଭ ନି-ରୋ-ଧ-କ ବ-ଟି-କା ନେବାକୁ ପଡିଥିଲା । ଏହା ବିଷୟରେ ସେ ଏକ ବଡ ଖୁଲାସା କରିଛନ୍ତି ।

ରାଧିକା ସେହି ଇଣ୍ଟର୍ବ୍ୟୁରେ କହିଥିଲେ-‘ମୋତେ ପ୍ରଥମ ସୁ-ଟ ପାଇଁ ଗ-ର୍ଭ ନି-ରୋ-ଧ-କ ବ-ଟି-କା କିଣିବା ପାଇଁ କୁହା ଯାଇଥିଲା । ସେହି ସମୟରେ ମୋ ମା ବାପା ମତେ ସର୍ପରାଇଜ ଦେବା ପାଇଁ ଦିଲ୍ଲୀ ଆସୁଥିଲେ । ଯେତେବେଳେ ବାପା ମୋ ପାଖରେ ଥିବା ସେହି ବ-ଟି-କା ଗୁଡିକୁ ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ବାପା ମୋର ପ୍ରଥମ ସୁ-ଟ ବିଷୟରେ ଲୋକଙ୍କୁ କଣ କହିବେ ଭାବି ମୁ ବହୁତ ଚିନ୍ତାରେ ଥିଲି । ମୋତେ ଆଗରୁ ଲାଗୁଥିଲା ସେ ମୋ ପ୍ରଥମ ସୁ-ଟ-କୁ ଦେଖି ମୋର ପ୍ରଶଂସା କରିବେ ଓ ମୋତେ ସାହାସ ଦେବେ ହେଲେ ଏମିତି କିଛି ହୋଇ ନଥିଲା’ ।


ବନ୍ଧୁଗଣ ରାଧିକାଙ୍କ ଏହି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଖବରଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଧିକା ମଦନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *