ରବୀନ୍ଦ୍ର ଭୟରେ ବିଲ ମଝିରେ ବିଷ ପିଇଥିଲେ ବାପ ଝିଅ ! ପୁରା ଘଟଣା ଜାଣିଲେ ଚମକି ପଡିବେ ଆପଣ !

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ବିଲ ମଝିରେ ଏକ ନାବାଳିକା ଝିଅ ସହ ତାର ବାପା ବିଇଷ ଖାଇ ଦେଇଥିଲା । ଏହାର କାରଣ ଥିଲା ବଞ୍ଚି ଥାଉ ଥାଉ ତାର ଝିଅ ସହିତ ଜଣେ ଯୁବକ କିଛି ଖରାପ କାମ ନ କରିଦେଉ । ସେହି ଭୟରେ ବାପା ବିଇଷ ଖାଇଦେଇ ଥିଲା ବିଲ ମଝିରେ ଆଉ ଏହା ପରେ ଘଟଣାଟି ଅନେକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ସୋର ଅଞ୍ଚଳରେ ।


ବାପ ଝିଅ ବିଇଷ ଖାଇବା ଘଟଣାରେ ଏବେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଦେଇଛି । ଗୋଗୋଛିଆ ମାଆଡ ଦରକାଟ ଏକ ତରଫା ପ୍ରେମିକଙ୍କୁ ଏବେ ତ ଖାଲି ହାତକଡି ପଡିଛି । ପୋଲିସ ନିଶ୍ଚୟ ଏହି ଟୋକାକୁ ଦେବେ ଉଚିତ ଶାସ୍ତି । ଆଉ ଯେଉଁ ଘଟଣାଟି ସେତେବେଳେ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲା ତାହା ଥିଲା ଗୋଟିଏ ବାପ ଓ ଝିଅ ବିଇଷ ଖାଇବା ଘଟଣା ।

ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସୋର ପୋଲିସ । ଦେଖି ନିଅନ୍ତୁ ଏହି ଯୁବକକୁ ଏ ହେଉଛି ସେହି ଯୁବକ ଯିଏ କି ଝିଅକୁ ଏକ ତରଫା ପ୍ରେମ ନିବେଦନ କରିଥିଲା । ଯୁବକର ନାଁ ହେଉଛି ରବୀନ୍ଦ୍ର ଦାସ । ଆଉ ଏହା ପରେ ରବୀନ୍ଦ୍ର ଯୁବତୀକୁ ଅପହରଣ କରିବାକୁ ଉଦ୍ୟମ ବି କରିଥିଲା । ହେଲେ ଝିଅଟି ସେଠାରୁ କୌଶଳ କ୍ରମେ ଖସି ଯାଇଥିଲା ।

ତେବେ ଏ ବାବଦରେ ଝିଅର ପରିବାର ତାର ପରିବାର ଲୋକଙ୍କୁ ଜଣାଇବା ପରେ ସୋର ଥାନାରେ ଏକ ଲିଖିତ ଅଭିଯୋଗ ବି କରାଯାଇଥିଲା । ପରେ 22 ତାରିଖ ଦିନ ସୋର ଥାନାକୁ ସଞ୍ଜୟ ବତାଙ୍କ ନାବାଳିକା ଝିଅ ଆସୁଥିବା ବେଳେ ବାଟରେ ପୂର୍ବରୁ ଜଗି ଥିବା ରବୀନ୍ଦ୍ର ଆଉ ତା ସହଯୋଗୀ ବାପ ଝିଅଙ୍କ ପିଛା କରିଥିଲେ । ଭୟରେ ବାପ ଝିଅ ଭଦ୍ରକ ବେଲାପୁର ଅଞ୍ଚଳଏ ଏକ ବିଲ ମଝିରେ ଲୁଚି ବିଇଷ ଖାଇଦେଇଥିଲେ ।

ଏହା ପରେ ସାଞ୍ଜୟ ଗୁରୁତ୍ଵର ଅବସ୍ଥାରେ ପ୍ରଥମେ ଭଦ୍ରକ ଆଉ ପରେ କଟକରେ ଚିକିତ୍ସିତ ହେଉଥିବା ବେଳେ ସଞ୍ଜୟଙ୍କ ଅବସ୍ଥା ସଙ୍କଟପୂର୍ଣ୍ଣ ରହିଛି । ସୋର ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ଦହିସଡାରେ ନିଜ ସମ୍ପର୍କୀୟଙ୍କ ଘରେ ଲୁଚି ଥିବା ବେଳେ ତାକୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆଉ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ଲାଗି ପ୍ରୟାସ ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *