70 ଦଶକର ଫେମସ ଅଭିନେତା Raj Babbar ଙ୍କର ଦୁଇ ପୁଅ ହେଉଛନ୍ତି Bollywood ର ଏହି ଦୁଇ ଜଣ ହ୍ୟାଣ୍ଡସମ ଅଭିନେତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଷ୍ଟାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡର ଏହି ଷ୍ଟାର ମାନେ ସବୁବେଳେ କୌଣସି ନା କୌଣସି କାରଣ ହେତୁ ଚର୍ଚାରେ ରୁହନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଉଭୟ ବଲିଉଡ ଓ ରାଜନୀତିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ରାଜ ବବ୍ବର । ଆପଣ ମାନେ ସମସ୍ତେ ରାଜ ବବ୍ବରଙ୍କର ବହୁତ ଫିଲ୍ମ ଦେଖିଥିବେ । ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ରାଜ ବଲିଉଡରେ ସଫଳତା ହାସଲ କରିଛନ୍ତି ।

ବଲିଉଡରେ ଅଭିନୟ କରି ରାଜ ନିଜର ଏକ ନୂଆ ପରିଚୟ ସ୍ଥାପନ କରିଛନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ରାଜ ବବ୍ବରଙ୍କ ଦୁଇଟି ପୁଅଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାଜ ବବ୍ବରଙ୍କର ଦୁଇ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରାଜ ବବ୍ବରଙ୍କର ଦୁଇ ପୁଅଙ୍କ ବିଷୟରେ ।


ବନ୍ଧୁଗଣ ରାଜ ବବ୍ବର ୨୩ ଜୁନ ୧୯୫୨ ମସିହାରେ ଉତ୍ତର-ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କୁଶାଲ କୁମାର ବବ୍ବର ଓ ମାତାଙ୍କ ନାମ ହେଉଛି ସୋଭା ବବ୍ବର । ରାଜ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ସେ ବଲିଉଡରେ ଡେବ୍ୟୁ କରିବା ପରେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ରାଜ ବବ୍ବର ୯୦ଦଶକର ଅଧିକାଂଶ ଫିଲ୍ମକୁ ନିଜ କଷ୍ଟ ଓ ସୁନ୍ଦର ଅଭିନୟ ଦ୍ଵାରା ସୁପର ହିଟ କରାଇଥିଲେ ।

ଦର୍ଶକ ମାନେ ରାଜଙ୍କର ଅଭିନୟ ବହୁତ ଅଧିକ ପସନ୍ଦ କରନ୍ତି । ରାଜ ବର୍ତ୍ତମାନ ବଲିଉଡର ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି । ହେଲେ ସେ ରାଜନୀତିରେ ମଧ୍ୟ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରାଜ ବବ୍ବରଙ୍କ ଦୁଇ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ଆସନ୍ତୁ ଜାଣିବା ରାଜ ବବ୍ବରଙ୍କ ଦୁଇ ପୁଅଙ୍କ ବିଷୟରେ ।


ଆର୍ୟା ବବ୍ବର- ବନ୍ଧୁଗଣ ରାଜ ବବ୍ବରଙ୍କ ବଡ ପୁଅର ନାମ ହେଉଛି ଆର୍ୟା ବବ୍ବର । ଆର୍ୟା ୫୦ ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ବଲିଉଡର ସୁପର ହିଟ ଫିଲ୍ମ ‘ରେଡି’ରେ ସେ ବୀରର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମର ମୁଖ୍ୟ ଅଭିନେତା ଥିଲେ ସଲମାନ ଖାନ । ଏହା ବ୍ଯତୀତ ସେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ତିଶ ମାର ଖାନ’ରେ ସେ ଏକ ଥାନା ଅଧିକାରୀର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ । ଆର୍ୟା ବଲିଉଡ ଇଣ୍ଡଷ୍ଟ୍ରିରେ ୫୦ରୁ ଅଧିକ ଫିଲ୍ମରେ କାମ କରି ସଫଳତା ହାସଲ କରିସାରିଛନ୍ତି ।


ପ୍ରତୀକ ବବ୍ବର- ବନ୍ଧୁଗଣ ରାଜ ବବ୍ବରଙ୍କ ସାନ ପୁଅଙ୍କ ନାମ ହେଉଛି ପ୍ରତୀକ ବବ୍ବର । ଆପଣ ମାନେ ସମସ୍ତେ ପ୍ରତୀକଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ପ୍ରତୀକ ହେଉଛନ୍ତି ଜଣେ ବଲିଉଡ ଅଭିନେତା ଓ ସେ ୨୦ ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ପ୍ରତୀକ ରିଷି କପୁରଙ୍କ ସହିତ ଫିଲ୍ମ ‘ମୁଲ୍କ’ରେ, ରଜନୀ କାନ୍ତଙ୍କ ସହ ଫିଲ୍ମ ‘ଦରବାର’ ଓ ଟାଇଗର ଶ୍ରୋଫଙ୍କ ସହ ଫିଲ୍ମ ‘ବାଗି ୨’ ରେ ନଜର ଆସିଥିଲେ । ବନ୍ଧୁଗଣ ପ୍ରତୀକ ମଧ୍ୟ ବଲିଉଡରେ ଅଭିନୟ କରି ସଫଳତା ହାସଲ କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *