ଏହି ଗାଁକୁ ପୁରୁଷ ମାନେ ଯିବା ମନା, ତଥାପି ଏହି ଗାଁର ମହିଳା କିପରି ହେଉଛନ୍ତି ଗର୍ଭବତୀ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏମିତି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ବିଷୟରେ ଆପଣ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଗୁଡିକ ପ୍ରାୟ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣାକୁ ଆଜି ଆମେ ଆପଣ ମାନଙ୍କ ସହ ଆଲୋଚନା କରିବୁ ।

ବନ୍ଧୁଗଣ ପୃଥିବୀରେ ଏପରି ଏକ ସ୍ଥାନ ରହିଛି ଯେଉଁଠି କେବଳ ମହିଳା ମାନେ ବାସ କରନ୍ତି । ଏହି ଗାଁରେ ପୁରୁଷ ମାନଙ୍କର ଆସିବା ନିଷେଧ ଅଟେ । ତଥାପି ମଧ୍ୟ ଏହି ଗାଁର ମହିଳାମାନେ ଗର୍ଭବତୀ ହେଉଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗାଁ ର ମହିଳାମାନଙ୍କ ବିଷୟରେ ।

ଏହି ଘଟଣାଟି ହେଉଛି କେନିଆ ଦେଶରେ ଥିବା ଏକ ଗାଁର । କେନିଆ ଦେଶରେ ଥିବା ଏହି ଗାଁର ନାମ ହେଉଛି ଉମୋଜା । ଉମୋଜା ଗାଁରେ ୨୭ ବର୍ଷ ହେବ ଏକ ନିୟମ ପାଳନ ହୋଇ ଆସୁଛି । ଏହି ନିୟମଟି ହେଉଛି ଏହି ଗାଁକୁ କୌଣସି ପୁରୁଷ ଆସି ପାରିବେ ନାହିଁ । ଏହି ଗାଁର ହାରାହାରି ମହିଳା ଓ ତାଙ୍କ ପିଲା ମାନଙ୍କ ସଂଖ୍ୟା ହେଉଛି ୨୫୦ । ତେବେ ବନ୍ଧୁଗଣ ଏହି ଗାଁରେ ଯଦି ପୁରୁଷ ମାନେ ଆସି ପାରିବେ ନାହିଁ ତେବେ ଏହି ଗାଁରେ ଥିବା ମହିଳା ମାନେ ଗର୍ଭବତୀ କେମିତି ହେଉଛନ୍ତି । ଆସନ୍ତୁ ଜାଣିବା ଏହାର ସଠିକ ତଥ୍ୟ ।

ବନ୍ଧୁଗଣ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ୧୫ ଜଣ ମହିଳା ଏହି ଗାଁକୁ ଆସିଥିଲେ । ସେହି ୧୫ ଜଣ ମହିଳା ଥିଲେ ରେପ ଭିକଟିମ, ଅର୍ଥାତ ବ୍ରିଟିଶ ଲୋକମାନେ ସେହି ମହିଳା ମାନଙ୍କୁ ରେପ କରିଥିଲେ । ସେହି ଦିନ ଠାରୁ ସେହି ଗାଁରେ ସମସ୍ତ ମହିଳା ପୁରୁଷ ମାନଙ୍କୁ ହିଂସା ବା ଘୃଣା କରୁଛନ୍ତି । ସେହି ଗାଁର ପୁରୁଷ ପିଲା ମାନଙ୍କୁ କୌଣସି ମାନ୍ୟତା ଦିଆଯାଏ ନାହିଁ ।

ବନ୍ଧୁଗଣ ଏହି ଗାଁଟି ହେଉଛି ବହୁତ ସୁନ୍ଦର, ଏହି ଗାଁକୁ ବହୁତ ଟୁରିଷ୍ଟ ବୁଲିବା ପାଇଁ ଏହି ଗାଁକୁ ଆସିଥାନ୍ତି । ଏହି ଗାଁର ମହିଳାମାନେ ଟୁରିଷ୍ଟ ମାନଙ୍କୁ ବୁଲାଇବା ପାଇଁ କିଛି ଟିକେଟ କରିଛନ୍ତି ଯାହାର ସେମାନେ ଟଙ୍କା ନେଇଥାନ୍ତି । ଏହା କରି ସେମାନେ ନିଜର ଜୀବିକା ନିର୍ବାହ କରନ୍ତି ।

ଏହା ଛଡା ଏହି ଗାଁର ମହିଳା ମାନେ ପାରମ୍ପରିକ ଅର୍ନାମେଣ୍ଟ୍ସ ତିଆରି କରି ସେହି ଟୁରିଷ୍ଟ ମାନଙ୍କୁ ବିକ୍ରି କରିଥାନ୍ତି । ଏହି ଦୁଇଟି ଉପାୟ ଦ୍ଵାରା ସେମାନେ ଟଙ୍କା ଅର୍ଜନ କରିଥାନ୍ତି । ଏହା ବ୍ୟତୀତ ସେମାନଙ୍କର ତୃତୀୟ ଉପାୟ ହେଉଛି ସେମାନେ ଟଙ୍କା ଅର୍ଜନ କରିବା ପାଇଁ ରାତ୍ରି ସମୟରେ ବାହାରକୁ ଯାଇ କୌଣସି ପୁରୁଷ ଲୋକଙ୍କ ସହ ରିଲେସନ ରଖିଥାନ୍ତି ।

ଏହା ଦ୍ଵାରା ଟଙ୍କା ଅର୍ଜନ କରିବା ସହ ସେମାନେ ନିଜର ବଂଶ ବିସ୍ତାର ମଧ୍ୟ କରିଥାନ୍ତି । ଏହା ହେଉଛି ସେହି କାରଣ ଯାହାଦ୍ୱାରା ସେମାନଙ୍କ ଗାଁକୁ କୌଣସି ପୁରୁଷ ଆସିନଥିଲେ ମଧ୍ୟ ସେମାନେ ଗର୍ଭବତୀ ହୋଇଥାନ୍ତି । ଏମିତି ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *