ପୁରୁଣା ରୁ ପୁରୁଣା ଅଣ୍ଟାବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ- Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର ବହୁତ କମ ବୟସରେ ଅଣ୍ଟାବିନ୍ଧା ଆଦି ସମସ୍ଯା ଦେଖାଯାଉଛି । ବନ୍ଧୁଗଣ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟର ଅଭାବ ହେତୁ ଅଣ୍ଟାବିନ୍ଧା ଆଦି ସମସ୍ଯା ଦେଖାଦେଇଥାଏ । ବନ୍ଧୁଗଣ ଏହି ସମସ୍ଯା ହେଉଛି ଏକ ଜଟିଳ ସମସ୍ଯା । କାରଣ ଏହି ସମସ୍ଯା ହେବା ଦ୍ଵାରା ମଣିଷକୁ ବହୁତ କଷ୍ଟ ସହ୍ୟ କରିବାକୁ ପଡିଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜ ସମସ୍ଯାକୁ ସବୁଦିନ ପାଇଁ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣଙ୍କୁ ଏହାର କୌଣସି ସାଇଡ ଇଫେକ୍ଟ ହେବ ନାହିଁ ଓ ଆପଣ ଏହି ଉପଚାରକୁ ବହୁତ ସହଜରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମକୁ ଏହି ଉପଚାର ପାଇଁ ପ୍ରଥମ ସାମଗ୍ରୀ ଦରକାର ଅଦା । ବନ୍ଧୁଗଣ ଆପଣ ପ୍ରଥମେ ଦୁଇ ଖଣ୍ଡ ଅଦା ନିଅନ୍ତୁ ଓ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏହାର ପେଷ୍ଟ ବାହାର କରିଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଅଦା ବହୁତ ସହଜରେ ମିଳିଯିବ । ଅଦାକୁ ସାଧାରଣତଃ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଇଥାଏ ।

ହେଲେ ବନ୍ଧୁଗଣ ଅଦାକୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ଆପଣ ମାନେ ଏହି ଅଦାର ପେଷ୍ଟକୁ ନେଇ ଆପଣ ନିଜ ଅଣ୍ଟାରେ ଭଲ ଭାବରେ ମସାଜ କରନ୍ତୁ । ବନ୍ଧୁଗଣ ଏହା ଆପଣଙ୍କ ଅନ୍ତାବିନ୍ଧା ଆଦି ଯନ୍ତ୍ରଣାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ବନ୍ଧୁଗଣ ଆପଣ ମାନେ ଏହାର ବ୍ୟବହାର ନିଶ୍ଚୟ କରି ଦେଖନ୍ତୁ ଦେଖିବେ ଆପଣ ମାନଙ୍କର ଅନ୍ତାବିନ୍ଧା ଆଦି ସମସ୍ଯା ସବୁଦିନ ପାଇଁ ଦୂର ହୋଇଯିବ ।

ବନ୍ଧୁଗଣ ଏହାର ଅନ୍ୟ ଏକ ଉପଚାର ମଧ୍ୟ ରହିଛି । ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ଦରକାର ସୁଣ୍ଠିର । ଆପଣ ମାନଙ୍କୁ ମାର୍କେଟରୁ ବହୁତ ସହଜରେ ସୁଣ୍ଠି ମିଳିଯିବ । ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ଦୁଇ ରୁ ତିନି ଖଣ୍ଡ ସୁଣ୍ଠିକୁ ନେଇ ତାକୁ ଭଲ ଭାବରେ ପେଶୀ ଦିଅନ୍ତୁ ।

ଏହା ପରେ ବନ୍ଧୁଗଣ ଆପଣ ଏକ ଗ୍ଳାସ ଉଷୁମ କ୍ଷୀର ନିଅନ୍ତୁ ଓ ସେଥିରେ ଏକ ଚାମଚ ସୁଣ୍ଠି ପାଉଡର ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ । ବନ୍ଧୁଗଣ ମିକ୍ସ କରିବା ପରେ ଆପଣ ଜୁସ ରେଡି ହୋଇଯିବ । ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଆପଣ ଏହି ଜୁସର ସେବନ କରନ୍ତୁ । ବନ୍ଧୁଗଣ ଆମର ଏହି ଦୁଇଟି ଉପଚାରକୁ ନିଶ୍ଚୟ କରି ଦେଖନ୍ତୁ, ଦେଖିବେ ଆପଣଙ୍କ ଅଣ୍ଟାବିନ୍ଧା ସବୁଦିନ ପାଇଁ ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *