ପୁରୀରେ ଅଲୌକିକ ଘଟଣା, ଭାସୁଛି ପଥର, Video ଦେଖିଲେ ଆପଣ ନିଜ ଆଖିକୁ ବିଶ୍ବାସ କରି ପାରିବେନି

ନମସ୍କାର ବନ୍ଧୁଗଣ ତେବେ ଆପଣ ଅନେକ ଥର ଅଲୌକିକ ଘଟଣା ବିଷୟରେ ଜାଣିଥିବେ କିମ୍ବା ଶୁଣିଥିବେ ନଚେତ ଦେଖିଥିବେ । ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଯେତେବେଳେ ଶ୍ରୀରାମ ଚନ୍ଦ୍ର ମାତା ସୀତା ଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କା କୁ ଯିବା ପାଇଁ ଏକ ସେତୁ ବନେଇ ଥିଲେ ଏବଂ ତାହା ପୁଣି କେବଳ ପଥର ରେ ଏବଂ ସେହି ପଥର ଗୁଡିକ ଭାସମାନ ଅବସ୍ଥାରେ ରହିଥିଲେ ।

ତେବେ ଏହା ଶୁଣିଲେ ସମସ୍ତେ ଖୁବ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି କି ପଥର ଟି ନ ବୁ-ଡି ଭା-ସି-ବ କିପରି ତେବେ ଏହା ନିଶ୍ଚିତ ଅଲୌକିକ ଏବଂ ଏହାର ପ୍ରମାଣ ଆମକୁ ଅନେକ ସମୟରେ ମିଳିଥାଏ । ସେହି ପରି ଭାବରେ ବର୍ତ୍ତମାନ ପୁରୀ ରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆସନ୍ତୁ ଜାଣିନେବା ସେହି ବିଷୟ ରେ ।  ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଗୋଟିଏ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ପୁରୀ ସମୁଦ୍ରରୁ ମିଳିଛି ଭାସମାନ ପଥର । ଯାହାକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା ।


ଏହି ପଥରକୁ କେହି କେହି ଶ୍ରୀରାମ ଶିଳା ବୋଲି କହୁଛନ୍ତି ତ ପୁଣି କେହି କେହି ଏହାକୁ ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ସେତୁବନ୍ଧ ଶିଳା କହୁଛନ୍ତି । ତେବେ ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ କେତେକ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରିବା ଲାଗି ଲୋକେ ଏକ ଅଟୋରେ ନେଇଯାଇଥିଲେ । ତେବେ ସମୁଦ୍ର କୂଳରେ ଏକ ପଥରଖଣ୍ଡ ଲହଡିରେ ମା-ଡ଼ ହେଉଥିବା ବେଳେ ଏହା ଭା-ସୁ-ଥିବାର ଜଗନ ଦେଖିବାକୁ ପାଇଥିଲେ ।

ସେ ଏହି ପଥରକୁ ଆଣି ଶ୍ରୀମନ୍ଦିର ସେବକ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ପ୍ରଦାନ କରି ଭା-ସୁ-ଥି-ବା କଥା କହିଥିଲେ । ଏହା ପରେ ଉଭୟେ ଏହି ପଥରକୁ ପରୀକ୍ଷା କରିବା ପାଇଁ ମାର୍କଣ୍ଡ ପୁଷ୍କରିଣୀ ନେଇଥିଲେ । ପୁଷ୍କରିଣୀ ପାଣିରେ ପଥରଖଣ୍ଡ ଭାସିଥିଲା । ଏ ନେଇ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତେବେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *