Puri ଜିଲ୍ଲାରେ ମଚିଗଲା ହଙ୍ଗାମା, ଘର ଭିତରେ କେବଳ ନାଗ ହିଁ ନାଗ (43 Cobras), ନିଶ୍ଚୟ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ଦୁନିଆ ର ସବୁଲୋକ ସ୍ୱାର୍ଥପର । ନିଜର ସୁବିଧା ପ୍ରଥମେ ହିଁ ଦେଖନ୍ତି ଏବଂ ସେଥି ପାଇଁ ଜଂଗଲ କା-ଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛା-ଡ଼ି-ଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ସେହି ଭଳି ଜଣକ ଘର ଭିତରେ ସାପ ଅନେକ ଅଣ୍ଡା ଦେଇଛି ଏବଂ ସେ ଅଣ୍ଡା ରୁ ଛୁଆ ବାହାର କରି ଘର ଯାକ ବୁଲିବାକୁ ଲାଗିଲେ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା । ଘଟଣା ଟି ହେଉଛି ପୁରୀ ଜିଲ୍ଲାର ।

ସେଠାରେ ଜଣେ ବ୍ୟକ୍ତି ଘରେ କିଛି ସାପ ଛୁଆ ବୁଲୁଥିବାର ନଜର ଆସିଥିଲା ତେବେ ସେମାନେ ଏହା ଦେଖି ସାପ ଉଦ୍ଧାର କାରି ମିର୍ଜା ଏମଡି ଆରିଫ ଙ୍କୁ ଡାକିଥିଲେ । ତେବେ ସେ ଆସିବା ପରେ ଘରର ଅନେକ ରୁମ ରେ ଖୋଳା ଖୋଳି କରିବା ଦ୍ୱାରା ସେଠି ତାଙ୍କୁ ନାଗ ସାପ ଦେଇଥିବା ଅଣ୍ଡା ଏବଂ ଛୁଆ ମିଳିଲା ତେବେ ସେ ସେହି ଗୁଡିକୁ ବହୁତ ଆରାମ ରେ ଏକ ବାଲ୍ଟି ଭିତରେ ପଶେଇ ଜଂଗଲ ରେ ଛାଡି ଦେଇଥିଲେ ।

ତେବେ ମୋଟ ୪୩ ଟି ସାପ ଛୁଆ ଏବଂ ୪୪ ଟି ଅଣ୍ଡା ମିଳିଥିଲା ତେବେ ଏହି ଦୃଶ୍ୟ ବହୁତ ଭୟାନକ ଥିଲା ଏବଂ ଏହା ଦୁଇଟି କୋବ୍ରା ବା ନାଗ ସାପ ର ଛୁଆ । ତେବେ ତାଙ୍କର କହିବା କଥା ହେଉଛି ସାପ ମାନେ ଅନେକ ସ୍ଥାନରେ ମିଳିଥାଏ କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମାନବିକତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝାଡ଼ ଫୁଙ୍କା କରିବା ।

କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବା-ନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଆଶା କରୁଛୁ ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *