ପୂରଣ ହୋଇ ପାରିଲା ନାହିଁ Pintu Nanda ଙ୍କ ଶେଷ ଇଚ୍ଛା, ଶେଷ ସମୟରେ ସେ ଚାହୁଁଥିଲେ କେମିତି ଓ ତାଙ୍କ ଓ ପିଲାଙ୍କୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଧୁରା ରହିଗଲା ପିନ୍ଟୁ ନନ୍ଦଙ୍କର ଶେଷ ଇଛା ! ପୂରଣ ହୋଇପାରିଲାନି ନିଜ ଜୀବନର ଶେଷ ସମୟରେ ନିଜ ସ୍ତ୍ରୀ ଓ ପିଲାଙ୍କୁ ଦେଖିବାର ମନରେ ଥିବା ଇଛା ! ତେବେ କଥାରେ ଅଛି ଏହି ଦୁନିଆକୁ ମଣିଷ ଏକା ହିଁ ଆସିଥାଏ ଓ ଗଲା ବେଳକୁ ଏକା ହିଁ ଯାଇଥାଏ । ତେଣୁ ଏଠି କୁଆଡେ କେହି ନୁହନ୍ତି କାହାର । ତଥାପି ଯେତେବେଳେ ଧୀରେ ଧୀରେ କରି ମଣିଷ ମୋହମାୟା ସଂସାରରେ ପଡିଯାଇଥାଏ ।

ସେତେବେଳେ ସେ ନିଜ ପାଇଁ ଏହି ଦୁନିଆରେ ଅନେକ ଲୋକଙ୍କ ସହ ଅନେକ ପ୍ରକାର ସମ୍ପର୍କ ମଧ୍ୟ ସୃଷ୍ଟି କରିଦେଇଥାଏ । ଏହି ଯେପରି ଅଭିନେତା ପିନ୍ଟୁଙ୍କର କିଛି ପାରିବାରିକ କଳହ କାରଣରୁ ତାଙ୍କର ସ୍ତ୍ରୀଙ୍କ ସହ ସମ୍ପର୍କରେ ଫାଟ ଆସିଯାଇଥିଲା । ତେବେ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଫାଟ ଆସିଥିଲା ସତ କିନ୍ତୁ ମନରେ ଥିଲା ତାଙ୍କର ପରିବାର ପ୍ରତି ଭଲପାଇବା । ତେଣୁ ସେ ଦେହ ଭଲ ହୋଇଯିବା ପରେ ତାଙ୍କ ପରିବାର ସହିତ ମିଶିକି ରହିବେ ବୋଲି ଭାବିଦେଇଥିଲେ ।

ତେବେ ପିନ୍ଟୁ ନନ୍ଦଙ୍କ ପାଇଁ ଲିଭର ଡ଼ୋନୋରର ଅଭାବ କାରଣରୁ ତାଙ୍କ ସ୍ଵାସ୍ଥ ଅବସ୍ଥା ଦିନକୁ ଦିନ ଗୁରୁତର ହେବାକୁ ଲାଗି ପଡିଥିଲା । ତେଣୁ ସେ ବୋଧ ହୁଏ ଜାଣି ଯାଇଥିଲେ । ଏହି ଦୁନିଆରେ ମୁଁ ଆଉ ଅଧିକ ସମୟ ବଞ୍ଚିକି ରହିପାରିବିନି । ତେଣୁ ପିନ୍ଟୁଙ୍କର ଶେଷ ସମୟରେ ସେ ତାଙ୍କ ସ୍ତ୍ରୀ ଓ ୨ ପୁଅଙ୍କୁ ଦେଖିବାକୁ ଭାରି ମନ ବଳାଇଥିଲେ । ହେଲେ ପିନ୍ଟୁଙ୍କର ସେହି ମନର ଇଛା ଅଧୁରା ଇଛାରେ ହିଁ ରହିଯାଇଥିଲା ।

ତେବେ କହୁ କହୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବ ସମୟରେ ତାଙ୍କର ସ୍ଵାସ୍ଥବସ୍ତା ବହୁ ମାତ୍ରାରେ ସଙ୍କଟାପର୍ଣ୍ଣ ହୋଇଯାଇଥିଲା । ତାପରେ ବିଳମ୍ବିତ ରାତ୍ରିରେ ଅଭିନେତା ପିନ୍ଟୁ ନାଦ ନିଜ ଜୀବନର ଶେଷ ପ୍ରାଣବାୟୁ ତ୍ୟାଗ କରିଥିଲେ । ତେବେ ଘରେ ଘରେ ପରିଚିତ ଅତି ଲୋକପ୍ରିୟ ଅଭିନେତା ପିନ୍ଟୁ ନନ୍ଦଙ୍କ ଆମ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ରହୁଛି ।

ତେବେ ଏହାରି ମଧ୍ୟରେ କିନ୍ତୁ ଯଦି ଓଡିଆ ସିନେ ଜଗତ କଥାକୁ ବିଚାର ପରିସରଭୁକ୍ତ କରିବା । ତେବେ ଓଡିଆ ସିନେ ଜଗତରେ ପିନ୍ଟୁଙ୍କ ଦେହାନ୍ତରେ ବହୁତ ବଡ କ୍ଷତି ସୃଷ୍ଟି ହୋଇଛି । ଯାହାକୁ ପୂରଣ କରିବା ଏତେ ବି ସହଜ ନୁହେଁ  । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published.