Interesting Odia Gk- ପୁରା ଜୀବନରେ ପୁଅଙ୍କୁ 1 ଥର ଓ ଝିଅଙ୍କୁ 2 ଥର ମିଳିଥାଏ, କୁହନ୍ତୁ ତାହା କଣ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଜଣାଅଜଣା ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଭଲ ଭଲ ପ୍ରଶ୍ନ ରହିଅଛି ଯାହା ଆପଣଙ୍କୁ ଅନେକ ଜାଗାରେ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର;- ସପୁରୀ ।

୨;- ସେ କିଏ ଯିଏ ମୁଣ୍ଡରେ ପାଣିଧାରୀ ଦିନ ରାତି ଛିଡା ହୋଇଥାଏ ?

ଉତ୍ତର;- ନଡିଆ ଗଛ ।

୩;- ବାମରୁ ପଢିଲେ ଓଜନିଆ, ଡାହାଣରୁ ପଢିଲେ ନାହିଁ, ତାହା କ’ଣ ?

ଉତ୍ତର;- TON/NOT ।

୪;- କେଉଁ ଜୀବ ତାହା ଛୁଆ କୁ ଦେଖିବା ଆଗରୁ ମୃ-ତ୍ୟୁ ବରଣ କରିଥାଏ ?

ଉତ୍ତର;- ପ୍ରଜାପତି ।

୫;- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ ଲାଗିଲେ ଖାଇବୁ, ଶୋଷ କଲେ ପିଇବୁ, ଶୀତ ଲାଗିଲେ ଜାଳିବୁ, ତାହା କ’ଣ ?

ଉତ୍ତର;- ନଡିଆ ।

୬;- ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର;- ଅଣ୍ଡା ।

୭;- ଗତରେ କରଇ ଘର, ମୁହଁରେ ତାର ନିଶ, ଯାହା ଘରେ ପଶେ, କରେ ତା’ର ସର୍ବନାଶ ?

ଉତ୍ତର;- ମୂଷା ।

୮;- ତାହା କଣ ଯାହାକୁ ଭାଙ୍ଗିବା ପରେ ଲୋକମାନେ ଖୁସି ହୁଅନ୍ତି ?

ଉତ୍ତର;- ରେକର୍ଡ ।

୯;- ତୁ ଯେତେ ହଲଉଛୁ ହଲା ମୁଁ ତଳେ ନପଡିଲେ ଗଲା ?

ଉତ୍ତର;- ଦୋଳି ।

୧୦;- ତାହା କଣ ଯାହା କେବଳ ବଢିଥାଏ କେବେ କମିନଥାଏ ?

ଉତ୍ତର;- ବୟସ ।

୧୧;- ଖାଇବାକୁ ଦେଲେ ବଞ୍ଚେ ପିଇବାକୁ ଦେଲେ ମରେ ?

ଉତ୍ତର;- ନିଆଁ ।

୧୨;- ହାତ ନାହିଁ କ୍କି ଗୋଡ ନାହିଁ, କିନ୍ତୁ ମୁଣ୍ଡରେ ବସେ ?

ଉତ୍ତର;- ଟୋପି ।

୧୩;- ସେ କିଏ ଯେ ଆମ୍ଭର କାନ ଧରି ନାକ ଉପରେ ବସି ପଡିଥାଏ ?

ଉତ୍ତର;- ଚଷମା ।

୧୪;- ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧିରଖେ ?

ଉତ୍ତର;- ବେଲ୍ଟ ।

୧୫;- କବାଟ ପଡିଲେ ଦୁନିଆଁ ଅନ୍ଧାର କବାଟ ଖୋଲିଲେ ଦୁନିଆଁ ସୁନ୍ଦର ?

ଉତ୍ତର;- ଆଖି ।

୧୬;- ଭଙ୍ଗା ହେଲେ ବି ସେ ଗୋଟିଏ ତାହା କ’ଣ ?

ଉତ୍ତର;- ଖିଲିପାନ ।

୧୭;- ଗାଁ ସହରରେ ବୁଲୁଥାଏ ମନ୍ଦିର ଯିବାକୁ ଡରିଥାଏ, ସେ କିଏ ?

ଉତ୍ତର;- ଚପଲ ।

୧୮;- ଆଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ?

ଉତ୍ତର;- ପାନ ଏବଂ ପାନ ଛେପ ।

୧୯;- ପୁରା ଜୀବନରେ ପୁଅଙ୍କୁ ୧ ଥର ଓ ଝିଅଙ୍କୁ ୨ ଥର ମିଳିଥାଏ, ତାହା କ’ଣ ?

ଉତ୍ତର;- Nick Name ।

୨୦;- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର;- ଅନ୍ଧର ବାଡି । ତେବେ ବନ୍ଧୁଗଣ ଏହି ପ୍ରଶ୍ନ ଉତ୍ତର ର ବିବରଣୀ ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *