ପୁଣି Mahanadi ରେ ଦୁର୍ଘଟଣା, ମହାନଦୀକୁ ଛିଟିକି ପଡିଲେ ମହିଳା, ମିଳୁନି ପତ୍ତା, ଦେଖନ୍ତୁ Video

ବନ୍ଧୁଗଣ ଏହି କରୋନା କାଳ ସମୟରେ ଦେଶର ଅବସ୍ତା ବହୁତ ଜଟିଳ ଅଛି । ଏହି ସମୟରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛି । ଗତ କିଛି ଦିନ ହେବ ମହାନଦୀ ମଣିଷ ମାନଙ୍କୁ ଖାଉଛି । ଅ-ପ-ରେ-ସ-ନ ଗଜରାଜରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଜଣେ ଓଡ୍ରାଫ ସିପାହୀ ମହାନଦୀରେ ପ୍ରା-ଣ ତ୍ୟା-ଗ କରିଥିଲେ ।

ଏହା ପରେ ସେହି ହାତୀଟି ମଧ୍ୟ ମହାନଦୀରେ ବୁ-ଡି ଚାଲି-ଯାଇଥିଲା । ଗତ କିଛି ଦିନ ପରେ ଜଣେ ଲ୍ୟାବ ଆସିଷ୍ଟାନ୍ଟ ମଧ୍ୟ ମହାନଦୀ ପାଣିରେ ଡେ-ଇଁ ପଡିଥିଲେ ଓ ବର୍ତ୍ତମାନ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଗତ କାଲି ମହାନଦରେ ପୁଣି ଏକ ଦୁ-ର୍ଘ-ଟ-ଣା ଘ-ଟି-ଛି । ଗତ କାଲି ରାତିରେ ଜଣେ ମହିଳା ମହାନଦୀ ଭିତରେ ଛି-ଟି-କି ପଡିଥିବାର ଖବର ମିଳିଛି । ମହିଳା ଜଣକ ବର୍ତ୍ତମାନ ନି-ଖୋ-ଜ ଅଛନ୍ତି ଓ ତାଙ୍କର କୌଣସି ପତ୍ତା ମିଳି ନାହିଁ ।

ବନ୍ଧୁଗଣ ଗତ କାଲି ସନ୍ଧ୍ୟା ୭ଟାରେ ଅ-ଗ୍ନି-ସ-ମ ବିଭାଗ ଏହାର ଖବର ପାଇଥିଲା ଓ ସନ୍ଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ମହିଳାଙ୍କ ସ-ନ୍ଧା-ନ ଜାରି ରଖା ଯାଇଥିଲା । ରାତିରେ କିଛି ଭଲ ରେଜଲ୍ଟ ନମିଳିବାରୁ ଆଜି ସକାଳୁ ଆସି ସେମାନେ ସନ୍ଧାନ କରୁଛନ୍ତି । ମହିଳାଙ୍କ ସ-ନ୍ଧା-ନ ପାଇଁ ଓଡ୍ରାଫର ଗୋଟେ ବୋଟ, ଫାୟାରର ଗୋଟେ ବୋଟ, ଏନଏସସିର ଗୋଟେ ବୋଟ ଓ ଦେଶୀ ଡଙ୍ଗା ଗୋଟେ ଚେଷ୍ଟା କରୁଛନ୍ତି ।

ସମସ୍ତ ଥାନାରେ ଖବର ଦିଆ ହୋଇଯାଇଛି । ସେଠାକାର ଲୋକମାନେ ମଧ୍ୟ ଏହି ଘ-ଟ-ଣା ବିଷୟରେ ଜାଣି ସାରିଛନ୍ତି । ବର୍ତ୍ତମାନ ମହିଳାଙ୍କ ସ-ନ୍ଧା-ନ ଜାରି ରଖାଯାଇଛି । ଆଗାମୀ ସମୟରେ ଏହାର ରେଜଲ୍ଟ କଣ ହେବ ତାହା ବିଷୟରେ ଜାଣିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *