ଆଜି ପୁଣି ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

ସୁନାର ଦାମ ଆକାଶ ଛୁଆଁ ହୋଇଥିଲା । ବର୍ତ୍ତମାନ ଯେହେତୁ ଏବେ ସବୁ ଧୀରେ ଧୀରେ ସ୍ଵାଭାବିକ ହେଉଛି ଓ କରୋନା ଟୀକା ମାରକେଟ କୁ ଆସି ଯାଇଛି ତେଣୁ ଡଲାର ର ମୂଲ୍ୟ ମଧ୍ୟ ଧୀରେ ଧୀରେ ସବୁ ବଢିବାକୁ ଲାଗିଛି । ତେଣୁ ସୁନାର ଦାମ ରେ କ୍ରମାଗତ ଭାବେ ଉତ୍ଥାନ ପତ୍ତନ ଲାଗି ରହିଛି । ତେଣୁ ଆଜି ଆମେ ଆପଣଙ୍କୁ ଆଜିର ସୁନା ର ଦାମ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ଆଜି ମାନେ ୯ ମାର୍ଚ୍ଚ ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା ।

୨୨ କ୍ୟାରେଟ ସୁନାର ଦାମ- ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୫ ଟଙ୍କା ହ୍ରାସ ପାଇ ୪,୧୬୫ ଟଙ୍କାରେ ପହଞ୍ଚିଛି ଯାହା ଗତକାଲି ୪,୨୦୦ ଟଙ୍କା ଥିଲା ।

ସେଇଠି ୨୨ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୨୮୦ ଟଙ୍କା ହ୍ରାସ ପାଇ ୩୩,୩୨୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୩,୬୦୦ ଟଙ୍କା ଥିଲା ।

ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୩୫୦ ଟଙ୍କା ହ୍ରାସ ପାଇଁ ୪୧,୬୫୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୨,୦୦୦ ଟଙ୍କା ଥିଲା ।

୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୩,୫୦୦ ଟଙ୍କା ହ୍ରାସ ପାଇ ୪,୧୬,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୨୦,୦୦୦ ଟଙ୍କା ଥିଲା ।

୨୪ କ୍ୟାରେଟ ସୁନାର ଦାମ

ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୮ ଟଙ୍କା ହ୍ରାସ ପାଇ ୪,୫୪୪ ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୪,୫୮୨ ଟଙ୍କା ଥିଲା ।

ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୩୦୪ ଟଙ୍କା ହ୍ରାସ ପାଇ ୩୬,୩୫୨ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୬,୬୫୬ ଟଙ୍କା ଥିଲା ।

ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୩୮୦ ଟଙ୍କା ହ୍ରାସ ପାଇ ୪୫,୪୪୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୫,୮୨୦ ଟଙ୍କା ଥିଲା ।

ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା  ୩,୮୦୦ ଟଙ୍କା ହ୍ରାସ ପାଇ ୪,୫୪,୪୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୫୮,୨୦୦ ଟଙ୍କା ଥିଲା ।

ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୩,୬୯୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୪,୬୯୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୪,୧୬୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୮,୧୭୦ ଟଙ୍କା ରହିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *