ଗତ ୨ ଦିନରେ ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ କଣ ରହିଛି ଆଜିର 22 କ୍ୟାରେଟ ଓ 24 କ୍ୟାରେଟ Gold Rate

ସୁନାର ଦାମ ଆକାଶ ଛୁଆଁ ହୋଇଥିଲା । ବର୍ତ୍ତମାନ ଯେହେତୁ ଏବେ ସବୁ ଧୀରେ ଧୀରେ ସ୍ଵାଭାବିକ ହେଉଛି ଓ କରୋନା ଟୀକା ମାରକେଟ କୁ ଆସି ଯାଇଛି ତେଣୁ ଡଲାର ର ମୂଲ୍ୟ ମଧ୍ୟ ଧୀରେ ଧୀରେ ସବୁ ବଢିବାକୁ ଲାଗିଛି । ତେଣୁ ସୁନାର ଦାମ ରେ କ୍ରମାଗତ ଭାବେ ଉତ୍ଥାନ ପତ୍ତନ ଲାଗି ରହିଛି । ତେଣୁ ଆଜି ଆମେ ଆପଣଙ୍କୁ ଆଜିର ସୁନା ର ଦାମ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ ଆଜି ମାନେ ୨୫ ଫେବୃୟାରୀ ର ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ ରହିଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଏହା ସହିତ କାଲି ସୁନା ର ଦାମ କେତେ ଥିଲା ତାହା ମଧ୍ୟ କହିବୁ । ବର୍ତ୍ତମାନ ଆସନ୍ତୁ ଜାଣିବା ।

୨୨ କ୍ୟାରେଟ ସୁନାର ଦାମ- ଆଜି ଭୁବନେଶ୍ଵର ବଜାରରେ ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୫ ଟଙ୍କା ହ୍ରାସ ପାଇ ୪,୩୪୦ ଟଙ୍କାରେ ପହଞ୍ଚିଛି ଯାହା ଗତକାଲି ୪,୩୭୫ ଟଙ୍କା ଥିଲା ।

ସେଇଠି ୨୨ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୨୮୦ ଟଙ୍କା ହ୍ରାସ ପାଇ ୩୪,୭୨୦ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୫,୦୦୦ ଟଙ୍କା ଥିଲା ।

ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୩୫୦ ଟଙ୍କା ହ୍ରାସ ପାଇଁ ୪୩,୪୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୩,୭୫୦ ଟଙ୍କା ଥିଲା ।

୧ କିଲୋ ପ୍ରତି ୨୨ କ୍ୟାରେଟ ସୁନା ୩,୫୦୦ ଟଙ୍କା ହ୍ରାସ ପାଇ ୪,୩୪,୦୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୩୭,୫୦୦ ଟଙ୍କା ଥିଲା ।

୨୪ କ୍ୟାରେଟ ସୁନାର ଦାମ

ଆଜି ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମ ପ୍ରତି ୩୮ ଟଙ୍କା ହ୍ରାସ ପାଇ ୪,୭୩୫ ଟଙ୍କା ରେ ପହଞ୍ଚିଛି, ଯାହା ଗତକାଲି ୪,୭୭୩ ଟଙ୍କା ଥିଲା ।

ସେହିପରି ୨୪ କ୍ୟାରେଟ ସୁନା ୮ ଗ୍ରାମ ପ୍ରତି ୩୦୪ ଟଙ୍କା ହ୍ରାସ ପାଇ ୩୭,୮୮୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୩୮,୧୮୪ ଟଙ୍କା ଥିଲା ।

ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୩୮୦ ଟଙ୍କା ହ୍ରାସ ପାଇ ୪୭,୩୫୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪୭,୭୩୦ ଟଙ୍କା ଥିଲା ।


ଆଜି ୧ କିଲୋ ପ୍ରତି ୨୪ କ୍ୟାରେଟ ସୁନା  ୩,୮୦୦ ଟଙ୍କା ହ୍ରାସ ପାଇ ୪,୭୩,୫୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ୪,୭୭,୩୦୦ ଟଙ୍କା ଥିଲା ।

ମୁମ୍ବାଇରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୫,୭୫୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୭୫୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୫,୫୦୦ ଟଙ୍କା ରହିଛି ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୯,୬୯୦ ଟଙ୍କା ରହିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *