‘ପୁଅଟା କମଜୋର ଥିଲା ଝିଅମାନେ ଲୋଡ ପକେଇଛନ୍ତି ..ଆମଭଳି ଟୋକା ହେଇଥିଲେ ନା….’ ଗୋଟିଏ ପୁଅ ସହ 4 ଝିଅଙ୍କ ଦୁ-ଷ୍କର୍ମ ମାମଲାରେ କଣ କହିଲେ ଯୁବକ

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଦିନ ତଳେ ଏଭଳି ଏକ ଖବର ସାମ୍ନା କୁ ଆସିଥିଲା ଯେ 4 ଜଣ ଯୁବତୀ ମିଶି ଗୋଟିଏ ଯୁବକଙ୍କୁ ଗ-ଣ ଦ-ଉଷ୍କ-ଅର୍ମ କରିଛନ୍ତି । ତେବେ ଏହାକୁ ନେଇ ଜଣେ ଭଦ୍ର ବ୍ୟକ୍ତି ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ ଲୋକେ ସବୁବେଳେ ଚିନ୍ତା କରୁଛନ୍ତି ଯେ ପୁଅ ବହୁତ ହାର୍ଡ ଏବଂ ଝିଅମାନେ ବହୁତ କମଯୋର ମାତ୍ର ଏହା ଭାବିବା ସଂପୂର୍ଣ୍ଣ ଭୁଲ ଏଥିରେ ସେହି ଯୁବକ ଜଣକ କମଜୋର ଥିଲା ।

ଏଥିରେ ଭଲ ଯେତିକି ଅଛି ଖରାପ ମଧ୍ୟ ସେତିକି ଅଛି ଏହା ସଂପୂର୍ଣ୍ଣ ଭାବରେ ଦୁଃଖର କଥା ଅଟେ । ଯେଉଁ ପୁରୁଷ ସହିତ ଏହା ହୋଇଛି ସେ ଜଣେ ବିବାହିତ ପୁରୁଷ, ମାତ୍ର ଯଦି ଗୋଟିଏ ପୁଅପିଲା ଝିଅ ସହିତ କରିଥାନ୍ତା ତା’ ଘର ଦୁଆର ଭାଙ୍ଗି କ’ଣ ହୋଇଥାନ୍ତା ତାହା ଧାରଣାର ବାହାରେ । କିନ୍ତୁ ଏଥିରେ ଯୁବକ ଜଣକ ସ୍ତ୍ରୀ କଣ କରିବ ? ସ୍ଵାମୀ ବୋଲି ଆପଣାଇ ତା’ ସହିତ ରହିବ ।

କିନ୍ତୁ ଯୁବକ ଜଣଙ୍କ ସହିତ ଘଟିଥିବା ଏହି ଘଟଣା ଯୋଗୁଁ ସେ ନିଜକୁ ସଠିକ ଫିଲ କରି ପାରିବେ ନାହିଁ । ନିଶ-ଆସ-କ୍ତ ଅବସ୍ଥାରେ 4 ଝିଅ ମିଶି ଏଭଳି କାଣ୍ଡ ରଚାଇଥିବା ଖବର ମିଳିଛି । ଏହି ଶିଚ୍ୟୁଏସନ ରେ ପୁଅ କୁ ଯେଉଁଭଳି ଦଣ୍ଡ ମିଳୁଛି ଠିକ ସେହିଭଳି ଦଣ୍ଡ ଦେବା ଆବଶ୍ୟକ । ସୁପ୍ରିମ କୋର୍ଟ କହିଦେଲେ ନାରୀ ଙ୍କୁ ସନମାନ ଦିଅନ୍ତୁ । ମାଗତ୍ର ଆଜିଭଳି ଦିନରେ ନାରୀମାନେ ଛୋଟ ଛୋଟ ସ୍କଟ ପିନ୍ଧି ଯାହା ହେଉଛନ୍ତି ରାସ୍ତାରେ ତାହା କହିବା ସମ୍ଭବ ନୁହେଁ ।

ନାରୀ ଙ୍କୁ ସନମାନ କେମିତି ଦେବେ ପୁରୁଷ ତାଙ୍କର ଦେଖାଇଲା ଭଳି ଜିନିଷ ଅଛି ଯାହାକୁ ସେ ଦେଖାଉଛନ୍ତି, ଏବଂ ପୁରୁଷ ମାନେ ଦେଖି ଫସୁଛନ୍ତି । ନାରୀ କୁ ସନମାନ ଦେବା ଭଳି ନାରୀ ଘରେ ଅଛନ୍ତି ଯେଉଁ ମାନଙ୍କ ମୁଣ୍ଡରେ ଓଢଣା ରହିଥାଏ, ସେମାନେ ଘରେ ରହିଥାନ୍ତି ତଥା ବାହାର କୁ ବାହାରିଲେ ମଧ୍ୟ ତାଙ୍କ ମର୍ଯ୍ୟାଦା କ’ଣ ସେମାନେ ଜାଣନ୍ତି । ଏହିଭଳି ନାରୀ ଙ୍କୁ ସନମାନ ଦେବା ଉଚିତ । ଓଡିଶାର ମହିଳା ଜଣେ ଦ୍ରୌପଦୀ ମୁର୍ମୁ ସେ ରାଷ୍ଟ୍ରପତି ହୋଇଛନ୍ତି ତେବେ ସେ ଜଣେ ନାରୀ କି ନା ?

ତାଙ୍କ ବେଶବୁଶା ଦେଖିଲେ ଜାଣିପାରିବେ ଯେ ସେ କିଭଳି ସନ୍ନମାନ ପାଇବା ଯୋଗ୍ୟ । ଯେଉଁ ଝିଅ ମାନେ ଏଭଳି କାଣ୍ଡ ଭିଆଇଛନ୍ତି ତାଙ୍କ ଘରେ ଭାଇ ନଥିଲେ, କି ଦାଦା ନଥିଲେ, ନା ବାପା ନଥିଲେ ? ପୁରୁଷ ଏବଂ ନାରୀ ଉଭୟ ସମାନ । ଏହିଭଳି ଯୁବତୀ ମାନଙ୍କୁ ଫା-ଶୀ ଖୁଣ୍ଟରେ ଝୁଲାଇଦେବା ଉଚିତ ବୋଲି କହିଛନ୍ତି ବ୍ୟକ୍ତି ଜଣକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *