ପୁଅ ମାନଙ୍କର କଣ ଦେଖି ଝିଅ ମାନେ ପଟିଯାନ୍ତି ? କେବଳ ପୁଅ ମାନେ ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜଣେ ଝିଅ କୁ ନିଜ ପ୍ରତି ଆକର୍ଷିତ କରିବା ନିମନ୍ତେ ବିଭିନ୍ନ ପ୍ରକାର ଉପାୟ ରହିଛି। ଜଣେ ଝିଅ ଜଣେ ପୁଅ ର କିଛି ବଡି ପାର୍ଟସ ଦ୍ଵାରା ପ୍ରଭାବିତ ହୋଇଥାନ୍ତି ଏବଂ ସେହି ପୁଅ ଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପୁଅ ମାନଙ୍କର କେଉଁ ବଡି ପାର୍ଟସ ଦେଖି ଝିଅ ମାନେ ଆକର୍ଷିତ ହୋଇଥାନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଯେତେବେଳେ ଗୋଟିଏ ଝିଅ ଜଣେ ପୁଅକୁ ଦେଖିଥାଏ ସେ ପ୍ରଥମେ ସେହି ପୁଅ ର ଆଖି କୁ ଦେଖିଥାଏ ଏବଂ ସେ ଦେଖିଥାଏ ଯେ, ପୁଅ ର ଦେଖିବାର ନଜର କିଭଳି ଏବଂ ସେ ଅନ୍ୟ ମାନଙ୍କୁ କେଉଁ ନଜର ରେ ଦେଖିଥାଏ।

ଏହା ସହିତ ସେହି ପୁଅ ର ଆଖିର କଲରକୁ ମଧ୍ୟ ନୋଟିସ କରିଥାନ୍ତି। ଝିଅ ମାନେ ଏହା ପ୍ରଥମେ ଦେଖିଥାନ୍ତି ଏବଂ ଏହା ସହିତ ସେହି ପୁଅ ର ସ୍କିନ କଲର ମଧ୍ୟ ଦେଖିଥାନ୍ତି। ସ୍କିନ ର କଲର ମଧ୍ୟ ଝିଅ ମାନଙ୍କୁ ଆକର୍ଷିତ କରିଥାଏ।

୨. ଯେତେବେଳେ ଜଣେ ଝିଅ କୌଣସି ପୁଅକୁ ଦେଖିଥାଏ ତେବେ ସେ ସେହି ପୁଅ ର ଓଠ କୁ ମଧ୍ୟ ନୋଟିସ କରିଥାଏ। ଓଠ ର କଲର ଦେଖିଥାଏ।ପ୍ରାୟ ପୁଅ ଙ୍କ ଓଠ ର ରଙ୍ଗ ଗୋଲାପୀ ହୋଇଥାଏ ଏବଂ କେତେକଙ୍କ ର କଳା ହୋଇଥାଏ। ତେଣୁ ଝିଅ ମାନେ କୌଣସି ପୁଅ ର ଓଠ ର କଲର କୁ ମଧ୍ୟ ନୋଟିସ କରିଥାନ୍ତି।

୩. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଡି ପାର୍ଟ ଟି ହେଉଛି, ପୁଅ ମାନଙ୍କର ଚଉଡା ଛାତି।ଝିଅ ମାନେ ସବୁବେଳେ ପୁଅ ମାନଙ୍କ ଚଉଡା ଛାତି କୁ ନୋଟିସ କରିଥାନ୍ତି। ଏହା ସହିତ ଷ୍ଟ୍ରଙ୍ଗ ବଡି ଥିବା ପୁଅଙ୍କୁ ଝିଅ ମାନେ ବହୁତ ପସନ୍ଦ କରିଥାନ୍ତି। ଏହି ବଡି ପାର୍ଟସ ଦ୍ଵାରା ଝିଅ ମାନେ ଅଧିକ ଆକର୍ଷିତ ହୋଇଥାନ୍ତି।

୪. ଝିଅ ମାନେ ପୁଅ ମାନଙ୍କ ଚଉଡ଼ା ଏବଂ ଫୁଲିଥିବା ସୋଲଡ଼ର କୁ ମଧ୍ୟ ଅଧିକ ନୋଟିସ କରିଥାନ୍ତି। ଏହି ବଡି ର ପାର୍ଟ ଦ୍ୱାରା ଝିଅ ମାନେ ଅଧିକ ଆକର୍ଷିତ ହୋଇଥାନ୍ତି। ତେଣୁ ଯଦି ଆପଣ କୌଣସି ଝିଅ କୁ ନିଜ ପ୍ରତି ଆକର୍ଷିତ କରିବାକୁ ଚାହୁଁଛନ୍ତି ତେବେ ନିଜ ସୋଲଡ଼ର କୁ ଷ୍ଟ୍ରଙ୍ଗ ବନାନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *