Babushan ଙ୍କ ପୁଅର ଦୁଷ୍ଟାମି ଦେଖିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ ଏହି Video

ବାବୁଶାନ ମହାନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ । ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ପୁଅ ବାବୁଶାନ ନିଜ ନିଷ୍ଠା ଓ ଅଭିନୟ ବଳରେ ଓଡିଆ ଫିଲ୍ମରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ତାଙ୍କ ଅଭିନୟ ଓ ସମସ୍ତ ପ୍ରକାର ଚରିତ୍ରକୁ ଦର୍ଶକେ ଖୁବ ପସନ୍ଦ କରନ୍ତି । କମେଡି ଠାରୁ ଆରମ୍ଭ କରି ଆକ୍ସନ ପର୍ଯ୍ୟନ୍ତ ସବୁ ଭୂମିକାରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନିଅନ୍ତି ।

ବାବୁଶାନଙ୍କ ଫିଲ୍ମକୁ ଓଡିଆ ଫିଲ୍ମ ପ୍ରେମୀମାନେ ଖୁବ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ଫିଲ୍ମ ସହ ଗୀତରେ ମଧ୍ୟ ରୁଚି ରଖନ୍ତି ବାବୁଶାନ । ଏପରିକି ତାଙ୍କ ଫିଲ୍ମ ଗୁଡିକରେ ଗୀତ ଗାଇ ମଧ୍ୟ ଶ୍ରୋତା ମାନଙ୍କୁ ଚମକାଇ ଦେଇଛନ୍ତି । ଏହାସହ ବାବୁଶାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି ଓ ସୋ-ସି-ଆ-ଲ ମି-ଡି-ଆ-ରେ ସକ୍ରିୟ ରୁହନ୍ତି ।

ଆପଣ ଜାଣିଛନ୍ତି କି ଗତ କିଛି ମାସ ତଳେ ବାବୁଶାନଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ । ତେବେ ପୁଅ ସହ ଖେଳୁଥିବା ବେଳେ ବାବୁଶାନ ଅନେକ ଫ-ଟୋ ଏବଂ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରନ୍ତି । ଯାହା ତାଙ୍କ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରନ୍ତି । ବାବୁଶାନ ନିଜ ଅବସର ସମୟରେ ତାଙ୍କ କୁନି ପୁଅ ସହ ସମୟ ବିତାଇବାକୁ ବା ଖେଳିବାକୁ ଖୁବ ପସନ୍ଦ କରନ୍ତି ।

ଏପରିକି ଅନେକ ଥର ସେ ନିଜ ପୁଅକୁ ଖୁବ ଭଲ ପାଆନ୍ତି ବୋଲି ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରକାଶ କରିଛନ୍ତି । ବାବୁଶାନଙ୍କ ପୁଅ ମଧ୍ୟ ଦେଖିବାକୁ ବହୁତ କ୍ୟୁଟ । ବାବୁଶାନ ତାଙ୍କ ପୁଅ ସହ ଶେୟାର କରିଥିବା ଲାଟେଷ୍ଟ ଭି-ଡି-ଓ-ରେ ସେ ନିଜ ପୁଅକୁ ଗେଲ କରୁଥିବାର ଦେଖିବାକୁ ମିଳୁଛି ।

ଆଉ ତାଙ୍କ ପୁଅ ମଧ୍ୟ ଖିଲିଖିଲି ହୋଇ ଜୋରରେ ହସୁଛି । ଏହି ଭି-ଡି-ଓ-ଟି ଆସିବା ପରେ ବାବୁଶାନଙ୍କ ଫ୍ୟାନ୍ସମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି ଓ ଏହି ଭି-ଡି-ଓ-ଟି ଭା-ଇ-ରା-ଲ ହେବାରେ ଲାଗିଛି । ଆପଣଙ୍କୁ ବାବୁଶାନଙ୍କ ତାଙ୍କ ପୁଅ ସହ ଏହି ଭି-ଡି-ଓ-ଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *