ହୀରୋ Babusan ଓ ତାଙ୍କ ପୁଅର ମସ୍ତି ଦେଖିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ଫିଲ୍ମ ଗୁଡିକ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବାବୁସାନ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବୁସାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବାବୁସାନ ହେଉଛନ୍ତି ଜଣେ ଏପରି ଅଭିନେତା ଯିଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବାବୁସାନଙ୍କ ବାପା ହେଉଛନ୍ତି ଉତ୍ତମ ମହାନ୍ତି ଓ ମା ହେଉଛନ୍ତି ଅପରାଜିତା ମହାନ୍ତି ।

ବାବୁସାନଙ୍କ ମା ବାପା ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ଅଟନ୍ତି । ବାବୁସାନ ନିଜ ପିଲା ଦିନର ବନ୍ଧୁ ତୃପ୍ତି ଶତପଥିଙ୍କ ସହ ପ୍ରେମ ବିବାହ କରିଥିଲେ ଓ ଗତ କିଛି ମାସ ହେବ ଏହି ଦୁଇଜଣଙ୍କର ଗୋଟେ କୁନି ପୁଅ ଜନ୍ମ ହୋଇଛି । ବର୍ତ୍ତମାନ ବାବୁସାନ ନିଜ ସୋ-ସି-ଆ-ଲ ମି-ଡି-ଆରେ ନିଜ କୁନି ପୁଅର ଅନେକ ଭିଡିଓ ଅ-ପ-ଲୋ-ଡ କରୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆସିବା ଦିନରୁ ବାବୁସାନ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନୂଆ ନୂଆ ଫଟୋ ଓ ଭିଡିଓ ଅ-ପ-ଲୋ-ଡ କରନ୍ତି । ତେବେ ତାଙ୍କ ପୁଅର ଅନେକ ଭିଡିଓ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ କରୁଛନ୍ତି ଓ ଏହି ଭିଡିଓ ଗୁଡିକ ବହୁତ ଭା-ଇ-ରା-ଲ ହେଉଛି । କୁନି ପୁଅ ସହ ବାବୁସାନ ମସ୍ତି କରୁଥିବାର ଭିଡିଓକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି ।

ଅନ୍ୟ ଏକ ଭିଡିଓରେ ବାବୁସାନ ନିଜ ପୁଅକୁ କ୍ଷୀର ପିଆଉ ଥିବାର ମଧ୍ୟ ନଜର ଆସୁଛନ୍ତି । ଏହି ସବୁ ଭିଡିଓ ଗୁଡିକ ଦେଖି ତାଙ୍କ ଫ୍ୟାନ୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ଓ ତାଙ୍କ ପୁଅର ମସ୍ତି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *