ଆସିଲା ଡ୍ରଗ ପାର୍ଟିରେ ଗିରଫ Aryan ଙ୍କ ଆରେଷ୍ଟ୍ ମେମୋ ଦସ୍ତଖତ, ପୁଅପାଇଁ Shahrukh ବଡ ବଡ ନେତାଙ୍କୁ କରୁଛନ୍ତି ମିନତୀ, ଦେଖନ୍ତୁ Video

ବନ୍ଧୁଗଣ, ଡ୍ର-ଗ୍ସ ପା-ର୍ଟି କେ-ସ ରେ ଶାରୁଖ ଖାନ ଙ୍କ ପୁଅ ଆରୟନ ଖାନ ଗି-ର-ଫ ହେବା ପରେ ସାମ୍ନା କୁ ଆସିଅଛି ତାଙ୍କର ମେମୋ ଅଫ ଆ-ରେ-ଷ୍ଟ । ଏହାକୁ ଲେଖିଛନ୍ତି ବିଶ୍ଵବ ବିଜୟ ସିଂ । ବିଶ୍ଵବ ବିଜୟ ସିଂ ହେଉଛନ୍ତି NCB ଜର୍ନାଲ ୟୁନିଟ ମୁମ୍ବାଇ ର । ଜର୍ନାଲ ୟୁନିଟ ଦ୍ଵାରା ଲେଖାଯାଇଅଛି ଏବଂ ଧାରା ଲାଗିଅଛି ସେକ୍ସନ ୪୨ ନାର୍କୋଟିଭ ଡ୍ର-ଗ୍ସ ଏବଂ ସା-ଇକୋ-ଲୋ-ଜି-କାଲ ସ-ବ-ଷ୍ଟା-ନ୍ସ-ସେ-ସ ୧୯୮୫ ଅନୁଯାୟୀ । ଏବଂ ଏହା ସହିତ ଲେଖା ଯାଇଅଛି ଯେ ଆରୟନ ଖାନ ସନ ଅଫ ଶାରୁଖ ଖାନ, ୩ ଅକ୍ଟୋବର ସମୟ ୨ ଘଟିକା ରେ ଗି-ର-ଫ କରାଯାଇଅଛି ।

ଏଥିରେ ଲେଖା ହୋଇଅଛି ଯେ ଯାହା ସବୁ ଅବୈଧ ଡ୍ର-ଗ୍ସ ଅଟେ ସେହି ଦଫା ଲାଗିଅଛି ଏଥିରେ । ୧୯୮୫ ଅନୁଯାୟୀ NDPS ର ଆକ୍ଟ ଯାହାକି ଭାୟଲେଟ କରି ଅଛନ୍ତି ଶାରୁଖ ଖାନ ଙ୍କ ପୁଅ । ୧୯୮୫ ଅନୁଯାୟୀ ୧୩ ଗ୍ରାମ କୋ-କେ-ନ, ୫ ଗ୍ରାମ M-D, ୨୧ ଗ୍ରା-ମ ଚ-ର-ସ, ଏବଂ ୨୨ ଟି ନି-ଶା ବ-ଟି-କା MDMA(Ecstasy) ଏବଂ ୧ ଲକ୍ଷ ୩୩ ହଜାର ଟଙ୍କା ସିଜ ହୋଇଅଛି । ଏଥିରେ ଶାରୁଖ ଖାନ ଙ୍କ ପୁଅଙ୍କ କ-ନେ-କ୍ସ-ନ ରହିଅଛି ।

ଏବଂ ଏହି ସବୁ ବେଶିକ ରେ ଶାରୁଖ ଖାନ ଙ୍କ ପୁଅ ଙ୍କୁ ଆ-ରେ-ଷ୍ଟ କରାଯାଇଥିବା ଲେଖାଯାଇଅଛି ଏହି ମେମୋ ଅଫ ଆ-ରେ-ଷ୍ଟ ରେ । ଏବଂ ଏହା ସହିତ ଏଥିରେ ଦସ୍ତଖତ କରିଛନ୍ତି ଶାରୁଖ ଖାନ ଙ୍କ ପୁଅ ଆରୟନ ଖାନ । ଅନ୍ୟପଟେ ଜଣା ପଡିଅଛି ଯେ ଶନିବାର ରାତିରେ ପାର୍ଟି ବେଳେ ଯେତେବେଳେ ଶାରୁଖ ଖାନ ଙ୍କ ପୁଅ ଧ-ରା ପଡିଲେ ଏବଂ ତାଙ୍କୁ ଯେତେବେଳେ NCB ଆଣି ହେଡକ୍ଵାଟର ରେ ପହଞ୍ଚିଥିଲା । ଶାରୁଖ ଖାନ ଙ୍କ ପୁଅ ଆ-ଣ୍ଠେ-ଇ-କି କା-ନ୍ଦି ପକାଇ ଥିଲେ । ଏବଂ ଏହା ସହିତ କହିଥିଲେ ଯେ ମୋର ଭୁଲ ହୋଇ ଯାଇଅଛି ମୋତେ ଛାଡି ଦିଅନ୍ତୁ ।

କିନ୍ତୁ ତାଙ୍କର କୌଣସି କଥା ଶୁଣି ନଥିଲେ NCB ର ଅଧିକାରୀ । ଏହା ସହିତ ଶାରୁଖ ଖାନ ଙ୍କ ପୁଅ ଅନେକ ସମୟ ଧରି କାନ୍ଦିଥିବା ର ସୂଚନା ମିଳିଅଛି । ଶାରୁଖ ଖାନ ର ପୁଅ ଙ୍କୁ ବର୍ତ୍ତମାନ ମେଡିକାଲ ଟେଷ୍ଟ ନିମନ୍ତେ ପଠାଯିବ ଏବଂ ଦେଖାଯିବ ଯେ ତାଙ୍କ ଶରୀରରେ କୌଣସି ନି-ଶା ଦ୍ର-ବ୍ୟ-ର- ଏଲିମେଣ୍ଟ ରହିଅଛି କି ନାହିଁ । ଆରୟନଖାନ ଙ୍କ ବ୍ୟାଗ ରେ ଡ୍ର-ଗ୍ସ ମିଳିଥିଲା ।

ସୂଚନା ଅନୁଯାୟୀ ଶାରୁଖ ଖାନ ଶୁ-ଟି-ଙ୍ଗ ସେ-ଟ ରୁ ଫେରି ଆସି ଘନ ଘନ ବଡ ବଡ ମନ୍ତ୍ରୀ ମାନଙ୍କୁ ଫୋନ କରୁଛନ୍ତି ଆରୟନ ଖାନ ଙ୍କୁ ବଞ୍ଚାଇବା ଲାଗି । ସେ ଯେ କୌଣସି ପ୍ରକାରରେ ମଧ୍ୟ ନିଜ ପୁଅ କୁ ବଞ୍ଚାଇବାକୁ ଚାହୁଁ ଛନ୍ତି । ଦେଖାଯାଉ ବର୍ତ୍ତମାନ ନିଜ ପାୱାର, ପଇସା, ଏବଂ ସୋ-ସି-ଆ-ଲ କ-ନେ-କ୍ସ-ନ ମାଧ୍ୟମରେ ନିଜ ପୁଅ କୁ ବଞ୍ଚାଇ ପାରୁଛନ୍ତି କି ନାହିଁ । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *