ପୁଅ ଘର ନେବା ପରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ପରି ରହି ସାବିତ୍ରୀ…’ ଶୁଣନ୍ତୁ Rashmirekha ଓ ସନ୍ତୋଷ ପାତ୍ରଙ୍କ ସମ୍ପର୍କକୁ ନେଇ କଣ କହିଲେ ପଡୋଶୀ, ଶୁଣିଲେ ଚମକି ପଡିବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଘର ମାଲିକ ଙ୍କର ପୁତୁରା ସୁଧାକର ସାମନ୍ତ ସିଂହାର କହିଛନ୍ତି ଯେ ଆଗ ପୁଅ ଘର ନେଇ ରହିଥିଲା ଏହାପରେ ସେ ଝିଅ ଅର୍ଥାତ ତାହା ସ୍ତ୍ରୀ ଆସି ରହିଲା । ମାତ୍ର କିଏ ରହୁଥିଲେ କ’ଣ ଆମ୍ଭେ ଜାଣିନାହୁଁ ସନ୍ତୋଷ ପାତ୍ର ଏବଂ ଗୋଟିଏ ଝିଅ ରହୁଥିଲେ ବୋଲି ଜାଣିଛୁ । ସେ କହିଛନ୍ତି ଯେ ସେ ୯ ଟାରେ ଆସି ପହଞ୍ଚିଲେ ଦେଖିଲା ବେଳକୁ ପୋଲିସ ସୁଇସାଇଡ କରିଛି ।

ପୋଲିସ ଙ୍କ ପ୍ରେଜେଣ୍ଟ ରେ ସେମାନେ ଦେଖିଲେ ଯେ ଝିଅଟି ସୁଇସାଇଡ କରିଛି । ଏହାପରେ ଶବ ବ୍ୟବଛେଦ ନିମନ୍ତେ ସକାଳେ ପଠା ହେଲା । ଆମ୍ଭେ ଜାଣିବାକୁ ପାଇଲୁ ସେ ଝିଅ ଜଣେ ଏବଂ ପୁଅ ସନ୍ତୋଷ ପାତ୍ର ବୋଲି ଆମ୍ଭେ ଜାଣିବାକୁ ପାଇଲୁ । ମାତ୍ର ମୁଁ ଆସିଲା ବେଳକୁ ୯ ଟା ହୋଇଯାଇଥିଲା ଏବଂ କବାଟ ମଧ୍ୟ ପୋଲିସ ଆସି ଖୋଲିଲେ ।

ସେମାନେ ଉଭୟ ସ୍ଵାମୀ ସ୍ତ୍ରୀ ଭଳି ରହୁଥିଲେ । ଝିଅ ଟି ସାବିତ୍ରୀ ପୂଜା ମଧ୍ୟ କରୁଥିବାର କହିଛନ୍ତି ଘର ମାଲିକ । ଉଭୟ ଭଲ କଥାବାର୍ତ୍ତା କରନ୍ତି । ଭଲରେ ସମସ୍ତଙ୍କ ସହିତ ମିଶିକି ଚଳନ୍ତି । ସମସ୍ତଙ୍କ ସହିତ ଭଲ ବ୍ୟବହାର ମଧ୍ୟ କରନ୍ତି । ଝିଅ ଟି ସବୁବେଳେ ଚୁଡି, ସିନ୍ଦୁର, ଝୁଣ୍ଟିଆ ପିନ୍ଧିଥିବାର ଆମ୍ଭେ ଦେଖିଛୁ । ବେବଫା ବେବଫା ଗୀତ ଟି ଚାଲିଥିଲା । ପାୱାରବ୍ୟାଙ୍କ ମଧ୍ୟ ଲାଗିଥିଲା ।

ଗୋଟିଏ ଡାଏରୀରେ ସୁଇସାଇଡ ନୋଟ ମଧ୍ୟ ମିଳିଥିଲା । ମାତ୍ର ସେଥିରେ କ’ଣ ଲେଖାହୋଇଛି ତାହା ପୋଲିସ କହିବ ତାହା ସମ୍ବନ୍ଧରେ ମୁଁ କିଛି ଜାଣି ନାହିଁ । ପୋଲିସ ଙ୍କ କହିବା ଅନୁଯାୟୀ ସେହି ଘରେ ବହୁତ ମଦ ବୋତଲ ଏବଂ ସିଗାରେଟ ରହିଥିଲା । ମାତ୍ର ଘର ବର୍ତ୍ତମାନ ସିଜ କରିଦେଇଛନ୍ତି ଏଣୁ ସମସ୍ତ ତଥ୍ୟ ସମ୍ବନ୍ଧରେ ପୋଲିସ ହିଁ କହିପାରିବ ।

ତେବେ ଏହି ଘଟଣା ଟି କ’ଣ ହୋଇଛି ତାହା ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇ ନାହିଁ । ପୋଲିସ ବର୍ତ୍ତମାନ ଟିକିନିକି କରି ଘଟଣା ର ତଦନ୍ତ କରୁଅଛି । ଏବଂ ଏହାପରେ ଆଗକୁ ଦୋଷୀ କିଏ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିନ୍ତ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *