ପୁଅ Aryan ଙ୍କୁ ନେଇ Shahrukh Khan ଏମିତି କାହିଁକି କହିଥିଲେ କି ‘ମୁଁ ଚାହଁଛି ସେ ଡ୍ରଗ୍ସ ନେଉ, ଝିଅଙ୍କ ପଛରେ ପଡୁ…’

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଜାଣିଥିବେ କି ବଲିଉଡ ଅଭିନେତା ଶାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନ ଙ୍କୁ ଡ୍ର-ଗ୍ସ ନେବା ମା-ମ-ଲା-ରେ ଏନସିବି ତାଙ୍କୁ ଗି-ର-ଫ କରିଛନ୍ତି । ସୂଚନା ଅନୁଯାୟୀ ଶନିବାର ରାତିରେ ମୁମ୍ବାଇର ଏକ କ୍ରୁଜ୍‌ରେ ପା-ର୍ଟି ଚାଲିଥିଲା । ଯେଉଁଠାରେ ଏନସିବି ଲୁଚିକି ସାଧାରଣ ଭାବେ ଯାଇ ଚ-ଢା-ଉ କରିଥିଲା । ଏହି କ୍ରୁଜ୍ ଡ୍ର-ଗ୍ସ ପା-ର୍ଟି ମା-ମ-ଲା-ରେ ଏନସିବି ପ୍ରାୟ ୮ଜଣଙ୍କୁ ଅ-ଟ-କ ରଖିଛି ।

ଏହି ମା-ମ-ଲା-ରେ ଆର୍ଯ୍ୟନ୍ ଖାନଙ୍କ ନାମ ପଦାକୁ ଆସିବା ମାତ୍ରେ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ସମୟରେ ଶାହାରୁଖ ଖାନଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଭା-ଇ-ରା-ଲ ହେବାରେ ଲାଗିଛି । ଯାହାକି ସେ ଥଟ୍ଟା କରି ତାଙ୍କ ପୁଅ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ | ତେବେ ଶାହାରୁଖ୍ ସିମି ଗାରେୱେଲଙ୍କ ଏକ ଶୋ ରେ ଶାହାରୁଖ ଖାନ ଏବଂ ଗୌରୀ ଏକାଠି ପହଞ୍ଚିଥିଲେ ।

ସେଠାରେ ଶାହରୁଖ କହିଛନ୍ତି ଯେ ଆର୍ଯ୍ୟଙ୍କ ଜନ୍ମ ତାଙ୍କ ପାଇଁ ଏକ ଭିନ୍ନ ଅନୁଭବ ଆଣିଛି । ଯେତେବେଳେ ତାଙ୍କୁ ତାଙ୍କ ପୁଅର ଲାଳନପାଳନ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା ସେ ଏହାକୁ ନେଇ କହିଥିଲେ କି , ଆର୍ଯ୍ୟନ୍ ଏବେ ସବୁ କିଛି କରୁ ଯାହା ମୁଁ ମୋ କିଶୋର ଅବସ୍ଥାରେ କରି ପାରି ନାହିଁ । ଏହା ସେ ଆହୁରି କହିଛନ୍ତି କି, ‘ଯେତେବେଳେ ତାଙ୍କୁ ୩-୪ ବର୍ଷ ବୟସ ହୋଇଯିବ, ମୁଁ ତାଙ୍କୁ କହିବି ଯେ ସେ ଝିଅମାନଙ୍କ ପଛରେ ଦୌଡି ପାରିବେ, ଡ୍ର-ଗ୍ସ ନେଇ ପାରିବେ, ଶା-ରୀ-ରି-କ ସ-ମ୍ପ-ର୍କ ମଧ୍ୟ ରଖିପାରିବ ।

ଏହା ଶୀଘ୍ର ଆରମ୍ଭ କରିବା ହିଁ ଭଲ | ମୁଁ ଯାହା କରି ନଥିଲି ସେ ତାହା କରିବା ଉଚିତ୍ | ଯଦି ସେ ଜଣେ ଭଲ ପୁଅ ହୁଏ, ତେବେ ଏହି ଘରୁ ଦୂରରେ ରହୁ | ମୁଁ ଚାହେଁ ମୋ ସହିତ କାମ କରୁଥିବା ଲୋକଙ୍କ, ଯେଉଁମାନଙ୍କର ଝିଅ ଅଛି ସେମାନେ ମୋତେ ଏହା ଅଭିଯୋଗ କରନ୍ତୁ | ଅନ୍ୟପଟେ ଆର୍ଯ୍ୟନ୍ ୨୩ ବର୍ଷ ବୟସରେ ଏବଂ ଚଳିତ ବର୍ଷ ଚଳଚ୍ଚିତ୍ର ନିର୍ମାଣରେ ତାଙ୍କର ଅଧ୍ୟୟନ ଶେଷ କରିଛନ୍ତି । ତେବେ ଆଶା କରୁଛୁ କି ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *