Rai Mohan ଙ୍କ ପୋଷ୍ଟମର୍ଟମ କରିଥିବା ବ୍ୟକ୍ତିଙ୍କ ସହ ସେହି ସମୟରେ ଘଟିଥିଲା କିଛି ଏମିତି…ଶୁଣନ୍ତୁ କଣ କହୁଛନ୍ତି ସେହି ବ୍ୟକ୍ତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଇମୋହନ ଙ୍କ ପୋଷ୍ଟମର୍ଟମ କରିଥିବା ବ୍ୟକ୍ତି କହିଛନ୍ତି ଯେ ସେହି ସମୟରେ ମୋର ହାତ ଥରି ଉଠିଲା ମୋର ହୃଦୟ ଥରିଲା । ବ୍ୟକ୍ତି ଜଣଙ୍କ କହିଲେ ଯେ ଏତେବଡ ଲୋକ ତାଙ୍କ ହାତ ପାଖରେ ଆସି ପହଞ୍ଚିଥିଲେ, ମାତ୍ର ସେ ତାଙ୍କୁ କେବେ ଦୂରରୁ ଦେଖି ନଥିଲେ । ପାଖରୁ ଏଭଳି ଭାବରେ ଦେଖି ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ । ସେତେବେଳେ ତାଙ୍କର ମନେ ପଡିଗଲା ସେହି ଡାଇଲୋଗ “ଏଇ ଅନାନୀ” ।

ଏହି ସବୁ ଜିନିଷ ଗୁଡାକ ତାଙ୍କର ମନ ପଡିଲା ବୋଲି ସେ କହିଛନ୍ତି । ପୋଷ୍ଟମର୍ଟମ ରୁମ ରେ ସମୁଦାୟ ୪୦ ହଜାର ଲୋକ ଙ୍କ କାମ କରିସାରିଛନ୍ତି ବୋଲି କହିଛନ୍ତି ବ୍ୟକ୍ତି ଜଣକ । କିନ୍ତୁ ରାଇମୋହନ ପରିଡା ଯିଏ କି ଦଶନ୍ଧି ଦଶନ୍ଧି ଧରି ଆମ୍ଭକୁ ବିଭିନ୍ନ ଚଳଚିତ୍ର ଦେଇ ଆସିଥିଲେ । ତାଙ୍କର ପୋଷ୍ଟ ମର୍ଟମ କରିବା ସମୟରେ ଏହିଭଳି କଳାକାର କୁ କାଟିବା ନିମନ୍ତେ ପ୍ରସ୍ତୁତ ହେଉଥିଲେ ଏବଂ ହାତ ଥରୁଥିଲା ।

କିନ୍ତୁ ସମସ୍ତ କାମ କରିବାକୁ ହେବ ସେଥିପାଇଁ ବହୁତ କାମ ସେ ଅତି କଷ୍ଟ ରେ ସମାପନ କରିଛନ୍ତି ବୋଲି କହିଛନ୍ତି । ହାତ ଥରିବା ଫଳରେ ସେ ବହୁତ ଦୁଃଖିତ ହେଲେ ଯାହା ହେଲେ ମଧ୍ୟ ସେ ଗୋଟିଏ କଳାକାର । ସେ ବହୁତ ଚଳଚିତ୍ର କରିଛନ୍ତି ବହୁତ ଭିଲିଆନ ରୋଲ କରିଛନ୍ତି । ମାତ୍ର ଆଜି ପାଖାପାଖି ଦେଖି ସେ ବହୁତ ଦୁଃଖିତ ବୋଲି କହିଥିଲେ ।

ଏତେ ବଡ କଳାକାର କିଭଳି ଆଶ୍ଚର୍ଯ୍ୟ ଜନକ ଭାବରେ ଆସି ତାଙ୍କ ମୃତଦେହ ମୋ ପାଖରେ ପହଞ୍ଚିଲା ମୁଁ ବହୁତ ଦୁଃଖିତ । ମାତ୍ର ତାଙ୍କର ମଢ ଶରୀର ଆସି ପହଞ୍ଚିବ ବୋଲି ସେ କେବେ ଚିନ୍ତା କରିନଥିଲୁ । ତାଙ୍କର ସମସ୍ତ ଚଳଚିତ୍ର କଥା ମାନେ ପଡିଲା । ସେହି ଜିନିଷ ଗୁଡାକ ଆଖିରେ ଜଳଜଳ କରି ଦିଶିଲା ବୋଲି ସେ କହିଛନ୍ତି ।

ଏତେ ବଡ କଳାକାର କେଉଁ କାରଣ ପାଇଁ ଏତେ ବଡ ପଦକ୍ଷପ ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଓଡିଆ ଇଣ୍ଡଷ୍ଟ୍ରୀ ଏବଂ ଯାତ୍ରା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ଅଟେ । ଯାହାକି ଅଭିନେତା ରାଇମୋହନ ପରିଡା ଙ୍କ ସ୍ଥାନ ଅନ୍ୟ କେହି ପୂରଣ କରିପାରିବେ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *