ପ୍ରେମିକ ସହିତ ପାର୍କ ଆସିଥିଲେ ସ୍ତ୍ରୀ, ସ୍ଵାମୀ ହାବୁଡରେ ପଡିଗଲେ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ପ୍ରେମିକ ସହ ପାର୍କରେ ଚାଲିଥିଲା ବିବାହିତା ମହିଳାଙ୍କ ପ୍ରେମ । ସ୍ଵାମୀ ପରିବାର ଛାଡି ପ୍ରେମର ଅନ୍ତରଙ୍ଗ ମୂହୁର୍ତ୍ତ ପାଇଁ ପ୍ରେମିକ ସହ ପାର୍କ ଆସିଥିଲେ ବିବାହିତା ମହିଳା । ହେଲେ ମହିଳାଙ୍କୁ କଣ ଜଣା ଥିଲା ଯେ, ତାଙ୍କୁ ଖୋଜି ଖୋଜି ପାର୍କରେ ପହଞ୍ଚି ଯିବେ ସ୍ଵାମୀ । ପ୍ରେମିକ ସହ ନିରୋଳା ପ୍ରେମ ପାଇଁ ସ୍ଵାମୀଙ୍କ ଠାରୁ ଲୁଚି ପାର୍କ ଆସି ସମସ୍ତଙ୍କ ସାମ୍ନାରେ ହଟହଟା ହେଲେ ମହିଳା ।

କଥାରେ ଅଛି ବାଘ ଜଗିଥିଲା ଯେଉଁଠି ରାତି ପାହିଗଲା ସେଇଠି । ବନ୍ଧୁଗଣ ଆମେ ଏହି କଥା କାହିଁକି କହୁଛୁ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ପାର୍କରେ ଥିବା ସମସ୍ତ ଲୋକ ଘଟଣା ସ୍ଥଳରେ ନଜର ଆସୁଛନ୍ତି । ସ୍ଵାମୀ ସେଠାରେ ଥିବା ସମସ୍ତ ଲୋକଙ୍କୁ ଘଟଣା ବିଷୟରେ କହୁଛି ଆଉ ସ୍ତ୍ରୀ ନିଜ ଭୁଲ ସ୍ଵୀକାର ନକରି ସ୍ଵାମୀକୁ ଆଙ୍ଗୁଳି ଦେଖାଉଛି ।

ଅନ୍ୟ ପକ୍ଷରେ କମ ବର୍ଷୀୟ ପ୍ରେମିକ ସେମାନଙ୍କ ମଧ୍ୟରେ ହଟହଟା ହୋଇଯାଇଛି । ବନ୍ଧୁଗଣ ଏତେ ସୁନ୍ଦର ସ୍ତ୍ରୀ ନିଜ ସୁନ୍ଦର ସ୍ଵାମୀକୁ ଛାଡି ଏକ କମ ବର୍ଷର ଯୁବକ ସହ ରାସନୀଳା କରୁଥିଲା । ବର୍ତ୍ତମାନ ଦୁନିଆ ବଦଳି ଯାଇଛି । ଆଗରୁ ପ୍ରେମ କଣ ଲୋକ ଜାଣି ନଥିଲେ । ହେଲେ ବର୍ତ୍ତମାନ ଛୋଟ ଛୋଟ ଛାତ୍ରୀ ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି ।

ଆଉ ଅନ୍ୟ ପକ୍ଷରେ ଏହି ବିବାହିତା ମହିଳା ମାନେ ନିଜ ପାରିବାରିକ ଜୀବନକୁ ନ ସମ୍ଭାଳି ଅନ୍ୟ ଯୁବକଙ୍କ ସହ ଚରମ ସୁଖ ପାଇବା ପାଇଁ କଣ କଣ ସବୁ ନ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *