ସ୍ତ୍ରୀ ବୁଲୁଥିଲା ପ୍ରେମିକ ଗାଡିରେ, ଗୋଡେଇ ଗୋଡେଇ ଧରିଲା ସ୍ଵାମୀ ଆଉ ତା’ ପରେ ଯାହା ହେଲା ନା…ଦେଖନ୍ତୁ ଏହି Video

ବନ୍ଧୁଗଣ, ସାଧାରଣତଃ ସବୁ ଜାଗାରେ କିଛି ଏଭଳି ଘଟଣା ମାନ ଦେଖିବାକୁ ମିଳିଥାଏ ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ତେବେ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ସ୍ଵାମୀ ସ୍ତ୍ରୀଙ୍କ କଥା କହିବାକୁ ଯାଉଅଛୁ ଯାହାକୁ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ଘଟଣାଟି କେଉଁଠି କାର ତାହା ଜଣା ପଡିନାହିଁ । ଭି-ଡି-ଓ ଟି ସୋ-ସି-ଆ-ଲ ମି-ଡି-ଆରେ ବେସ ଭା-ଇ-ରା-ଲ ହେବାରେ ଲାଗିଛି ।

ଘଟଣାଟି ହେଉଛି ଯେ ରାସ୍ତାରେ ନିଜ ସ୍ତ୍ରୀ କୁ ବୟଫ୍ରେଣ୍ଡ ସହିତ ସ୍ଵାମୀ ଜଣଙ୍କ ଦେଖିବାକୁ ପାଇଥିଲା ଏବଂ ସ୍ତ୍ରୀ ଜଣଙ୍କ ବୟଫ୍ରେଣ୍ଡ ସହିତ ଗାଡିରେ ବସି ଯାଉଥିବା ବେଳେ ସ୍ଵାମୀ ଜଣଙ୍କ ରାସ୍ତାରେ ଦେଖି ତାଙ୍କ ପିଛା କରିଲା ଏବଂ ଗୋଡାଇ ଗୋଡାଇ ବାଇକ ରେ ପିଛା କରିବାକୁ ଲାଗିଲା । ସ୍ତ୍ରୀ ଏବଂ ବୟଫ୍ରେଣ୍ଡ ସହିତ ରାସ୍ତାରେ ଯାଉଥିବା ସମୟରେ ସ୍ଵାମୀ ଜଣଙ୍କ ସାଇଡରେ ଯାଇ ପହଞ୍ଚି କହିଲେ ଯେ ଗାଡି ରଖ ।

ମାତ୍ର ଗାଡି ରଖିବାକୁ ନାରାଜ ଥିଲେ ବୟଫ୍ରେଣ୍ଡ । ଏହାପରେ ରାସ୍ତାରେ ଗାଳିଗୋଲଚ ମଧ୍ୟ କରିବାକୁ ଲାଗିଲେ ସ୍ଵାମୀ । ତଥାପି ସ୍ତ୍ରୀ ର ବୟଫ୍ରେଣ୍ଡ ଗାଡି ରଖିବାକୁ ଦେଉନଥିଲା । ଏହା ପରେ ସ୍ଵାମୀ ଜଣଙ୍କ ଓଭରଟେକ କରି ଯାଇ ବୟଫ୍ରେଣ୍ଡ ଏବଂ ସ୍ତ୍ରୀ କୁ ଧରିଲେ ଏବଂ ଗାଡିରୁ ଓହ୍ଲାଇ ଉଭୟଙ୍କୁ ପିଟିବାକୁ ଲାଗିଲେ । ସ୍ତ୍ରୀ ଜଣକ ନିଜ ବୟଫ୍ରେଣ୍ଡ ଙ୍କୁ କହୁଥାନ୍ତି ଯେ ତୁମ୍ଭେ ଏଠାରୁ ଜାଅ ।

ମାତ୍ର ଏହା ଦେଖି ସ୍ଵାମୀ ଜଣଙ୍କ ଆହୁରି ରାଗିବାକୁ ଲାଗିଲେ ଏବଂ କହିଲେ ଯେ ଗୋଟେ ଝିଅ ର ମା’ ହୋଇ ଏଭଳି କରିବାକୁ ଲାଜ ଲାଗିଲା ନାହିଁ ? ତେବେ ବିବାହ କରି ପିଲାପିଲି ର ମା’ ତଥା ବାପା ହୋଇ ଏଭଳି କାଣ୍ଡ କରିବା କେତେଦୂରେ ଠିକ ? କିନ୍ତୁ ଏ ସବୁ ଆଜିର ଯୁଗରେ ନର୍ମାଲ ହୋଇଗଲାଣି । ଏ ସବୁ ସାଧାରଣ ଲାଗିଥାଇପାରେ ସମସ୍ତଙ୍କୁ ।

କିନ୍ତୁ ଏଭଳି କରି ବିବାହ ଭଳି ପବିତ୍ର ବନ୍ଧନ କୁ କଳଙ୍କିତ କରିବାକୁ ଲାଗିଛନ୍ତି । ଯାହାକି ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । କିଛି କରିବା ପୂର୍ବରୁ ଚିନ୍ତା କରିବା ଉଚିତ ଯେ କଣ କରୁଛନ୍ତି ଏବଂ ଏହାର ପରବର୍ତ୍ତୀ ପରିଣାମ କଣ ହେବ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *