‘ଯେତେବେଳେ ମୋ ପ୍ରଥମ ପ୍ରେମିକଙ୍କ ଡେଟ ହେଇଗଲା ମୁଁ ବହୁତ ଭାଙ୍ଗି ପଡିଥିଲେ ତା’ ପର କ୍ରଶ ବି ମୋର…’ ଅଭିନେତ୍ରୀ Sonakhi

ବନ୍ଧୁଗଣ, ଅଭିନେତ୍ରୀ ସୋନାକ୍ସି ନିଜ ଜୀବନରେ ଘଟିଥିବା ପ୍ରେମ ସମ୍ବନ୍ଧୀୟ ଘଟଣା କୁ ସେୟାର କରିଛନ୍ତି । ଆସନ୍ତୁ ଜାଣିନେବା ସେ କ’ଣ କହିଛନ୍ତି ? ସୋନାକ୍ସି କହିଛନ୍ତି ଯେ ତାଙ୍କ ଜୀବନରେ ସେ ପ୍ରେମ କରିଛନ୍ତି  । ବର୍ତ୍ତମାନ ତାଙ୍କ ବୟସ ୨୨ ବର୍ଷ । ଜୀବନରେ ସେ ଦୁଇ ଦୁଇଥର ପ୍ରେମ କରିଛନ୍ତି । ମାତ୍ର ସବୁଥିରେ ନିରାଶା ହିଁ ମିଳିଛି । ଭୁଲ ତାଙ୍କର କି ଭଗବାନ ଙ୍କର ସେ ତାହା ସଠିକ ଭାବରେ ଜାଣିନାହାଁନ୍ତି ।

ସେ ଯାହା ହେଉ ତାଙ୍କ କ୍ୟାରିୟର ବର୍ତ୍ତମାନ ଷ୍ଟାର୍ଟ ହେଲା ଏବଂ ସେ କାହା ଉପରେ ନିର୍ଭର କରନ୍ତି ନାହିଁ । ଆଗକୁ ଜୀବନ ପଡିଛି । ମାତ୍ର ପ୍ରଥମ ପ୍ରେମ ଯିଏ ଥିଲେ ସୋନାକ୍ସି ଙ୍କର, ଯାହାଙ୍କୁ ସେ ବହୁତ ଭଲ ପାଉଥିଲେ, ତାଙ୍କର ଡେଥ ହୋଇଗଲା । ଗୋଟେଥର ସେ ଚଳଚିତ୍ର ଦେଖିବାକୁ ଯାଇଥିଲେ ତାଙ୍କ ପ୍ରେମିକ ଙ୍କ ସହିତ ସେତେବେଳେ ସାମାନ୍ୟ ଝଗଡା ଲାଗିଥିଲା ଉଭୟଙ୍କ ମଧ୍ୟରେ ।

ତାଙ୍କ ପ୍ରେମିକ ଙ୍କ ଜୀବନ ଯେଉଁଦିନ ଗଲା ସେଦିନ ଶୀତଦିନ ହୋଇଥାଏ ନଖରାରୁ ଭୁବନେଶ୍ଵର ବୁଲେଟ ରେ ଫେରୁଥିବା ସମୟରେ ଟ୍ରକ ର ଆଙ୍କୁଡାରେ ସୋନାକ୍ସି ଙ୍କ ପ୍ରେମିକ ରାଜା ଙ୍କ ବୁଲେଟ ର ହ୍ୟାଣ୍ଡେଲ ଲାଗିଯାଇଥିଲା । ଏହାପରେ ବୁଲେଟ ଟି ବ୍ଳାଷ୍ଟ କରିଯାଇଥିଲା । ଏହା ପରେ ତାଙ୍କ ପ୍ରେମିକ ଡିଭାଇଟରରେ ମାଡ ହୋଇ ଆଉ ଗୋଟିଏ ଥର ଛିଟିକି ପଡିଥିଲେ, ଏହାପରେ ତାଙ୍କ ଛାତି ଉପରେ ଏକ ଆଇରନ ପାଇପ ଚଡି ଯାଇଥିଲା ।

ମାତ୍ର ତଥାପି ସେ ସେପର୍ଯ୍ୟନ୍ତ ବଞ୍ଚିଥିଲେ । ଏହାପରେ ଭୁବନେଶ୍ଵର ମେଡିକାଲ କୁ ସ୍ଥାନୀୟ ଲୋକେ ନେଇଥିଲେ ରାଜା ଙ୍କୁ । ଏହାପରେ ତାଙ୍କୁ ରେଫର କରାଯାଇଥିଲା SCB ମେଡିକାଲ ଏହାପରେ ବାଟରେ ଯାଉଥିବା ସମୟରେ ତାଙ୍କର ଡେ-ଥ ହୋଇଗଲା । ଏହାପରେ ସକାଳୁ ସୋନାକ୍ସି ଉଠିବା ମାତ୍ରେ ଶୁଣିବାକୁ ପାଇଲେ ଯେ ରାଜା ଙ୍କର ଆକ୍ସିଡେଣ୍ଟ ହୋଇଯାଇଛି ।

ସୋନାକ୍ସି ସ୍କୁଟି ଧରି ବାହାରିବା ଭିତରେ ଖବର ଆସିଲା ଯେ ସେ ଆଉ ନାହାଁନ୍ତି । ଭଲପାଇବାର ମାତ୍ର ୬ ମାସ ହୋଇଥିଲା । ଫିଲିଙ୍ଗ୍ସ ମଧ୍ୟ ନିଆରା ଥିଲା ଏବଂ ଦୁଇଥର ମାତ୍ର ଦେଖା ହୋଇଥିଲା । ଏହା ଥିଲା ସୋନାକ୍ସି ଙ୍କର ପ୍ରଥମ ପ୍ରେମ ଯାହାକୁ ସେ ବହୁତ ଭଲ ପାଉଥିଲେ । ଦ୍ଵିତୀୟରେ ଯିଏ କ୍ରଶ ଥିଲେ ତାଙ୍କର ମଧ୍ୟ ବିବାହ ହୋଇଗଲା ବୋଲି ସୋନାକ୍ସି କହିଥିଲେ ।

ସୋନାଲି କହିଛନ୍ତି ଯେ ଘରେ ଯେଉଁଠାରେ ବିବାହ କରାଇବେ ସେଠାରେ ସେ ବିବାହ କରିବେ, ଆଉ ପ୍ରେମ କଥା ସେ ଭାବୁନାହାଁନ୍ତି ଏବଂ ବର୍ତ୍ତମାନ ନିଜ କ୍ୟାରିୟର ଉପରେ ଫୋକସ କରିଛନ୍ତି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହିଭଳି ଭାବରେ ସୋନାକ୍ସି ନିଜ ଲଭଷ୍ଟୋରୀ ସେୟାର କରିଛନ୍ତି । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *