ପ୍ରେମିକ ସହ ପ୍ରେମିକା ଯାହା କଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସାରା ଦୁନିଆଁଟା ସ୍ୱାର୍ଥପରତାରେ ପରିପୂର୍ଣ୍ଣ ହୋଇ ଯାଇଅଛି । ସମସ୍ତେ ଏହି ଦୁନିଆଁରେ ନିଜ ନିଜ ବାଟରେ । କେହି ବି କାହା କଥା ଚିନ୍ତା କରିବାକୁ ଆଦୌ ରାଜି ନୁହଁନ୍ତି । ସମସ୍ତେ ଆଜି ଆସୁଛନ୍ତି ଆଉ କାଲି ଧୋକା ଦେଇ ଚାଲି ଯାଉଛନ୍ତି । ତେଣୁ ଏ ଦୁନିଆଁର ଲୋକଙ୍କୁ ସହଜରେ ବିଶ୍ୱାସ କରି ହେଉନାହିଁ । ପ୍ରଥମେ ପ୍ରେମ ଆଉ ତାପରେ ବିବାହ ପ୍ରତିଶ୍ରୁତି ଦେଇ ଶଆରୀରିଇକ ସମ୍ପର୍କ ଆଉ ତାପରେ ଧୋକା ଦେଇ କୁଆଡେ ଚାଲି ଯାଉଛନ୍ତି ଯେ ତାଙ୍କୁ ଆଉ ଖୋଜି ହେଉନାହିଁ ।

ତେବେ ଏହା ଗୋଟିଏ ଦିନର କଥା ନୁହେଁ ନୀତି ଦିନିଆ ଏଭଳି ଅନେକ ଖବର ସାମ୍ନାକୁ ଆସୁଅଛି । ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଦେଖିବାକୁ ପାଉଥିବେ । ସୋସି ଆଲ ମିଡ଼ିଆ ରେ ଅଧିକାଂଶ ଭାଇରାଲ ହେଉଥିବା ଭିଡିଓ ମଧ୍ୟ ରୁ ଅଧିକ ଭିଡିଓ ବେଶ୍ ଲଜ୍ୟା ଜନକ । ଏହି ଲଜ୍ୟା ଜନକ ଖବର ସାଧାରଣ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଆସିଥାଏ । ଆଜି ଆମେ ଆପଣ ଙ୍କୁ ସେହିଭଳି ଏକ ଖବର ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ ଓ ଆପଣ ଙ୍କ ଛାତି ଥରି ଉଠିବ ।

ତେବେ ଘଟଣା ଟି ହେଉଛି କେନ୍ଦୁଝର ଜଣେ ପ୍ରେମିକା ତାର ପ୍ରେମିକ କୁ ମଦୟ ପାନ କରାଇ ତାର ଗଉପ୍ତାଅଙ୍ଗ କାଟି ଦେଇଥିବା ଘଟଣା ବର୍ତ୍ତମାନ୍ ସମୟ ରେ ସବୁ ଆଡେ ଚର୍ଚ୍ଚା ରେ । ୧୭ ଜଣ ଙ୍କ ସାକ୍ଷ୍ୟ ପ୍ରମାଣ ଭିତ୍ତି କରି କେସ ର ବିଚାର କରି ପ୍ରେମିକା କମଳା ପାତ୍ର ଙ୍କୁ ମାନ୍ୟବର ଶ୍ରୀମତି ରଞ୍ଜୁଲତା ଲେଙ୍କା ୩୦୭ ଓ ୩୭୦ ଦଫା ରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ୍ ୨୦ ହଜାର ଟଙ୍କା ର ଜୋରିମାନା କରିଛନ୍ତି ।

ତାହା ସହିତ ଆଉ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ୭-୧-୨୦୦୦ ମସିହା ରେ ହରିଚନ୍ଦନ ପୁର ଥାନା ଅନ୍ତର୍ଗତ ନୂଆଗାଁ ରେ ଏହି ଭଳି ଅଭାବନୀୟ ଅଘଟଣ ଘଟିଥିଲା । ହରିଚନ୍ଦନ ପୁର ଥାନା ଅଞ୍ଚଳ ର ଝାରବେଡା ଗ୍ରାମ ର ରାଜେନ୍ଦ୍ର ନାଏକ । ସେ ବାହାର୍ ରାଜ୍ୟ ରେ କାମ କରନ୍ତି ସେ ୭-୧-୨୦୦୦ ରେ ବାହାର୍ ରାଜ୍ୟ ରୁ କେନ୍ଦୁଝର ଫେରିବା ପରେ ସେ ତାଙ୍କ ବିବାହିତ ପ୍ରେମିକା କମଳା ପାତ୍ର ଙ୍କ ଘର କୁ ଆସିଥିଲେ ।

ତେବେ ସେଠାରେ କମଳା ପାତ୍ର ତାଙ୍କୁ ଅତ୍ୟଧିକ ମଅଦ ପିଆଇ ତାଙ୍କ ଗଉପ୍ତାଅଙ୍ଗ କୁ ଧଆରୁଆ ଅସ୍ତ୍ରରେ କଆଟି ଦେଇ ଦେହ ରୁ ଆଲାଗ କରି ଦେଇଥିଲେ । ଯାହା ଫଳରେ କି ରାଜେନ୍ଦ୍ର ଙ୍କ ବାପା ଅଭିମନ୍ୟୁ ନାଏକ ଥାନା ରେ ଅଭିଯୋଗ କରିବା ପରେ କମଳା ଗିରଫ ହୋଇଥିଲେ ଓ ବର୍ତ୍ତମାନ୍ ସମୟ ରେ ବେଲ ପାଇଁ ହାଇ କୋର୍ଟ ରେ ବେଲ ରେ ଅଛନ୍ତି । ଆପଣ ମାନେ ଏହି ଖବର ଟି ଜାଣିବା ପରେ ଆପଣ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *