ପ୍ରେମ କରି ଫସିଗଲେ କଲେଜ ଛାତ୍ରୀ, ଦେଖନ୍ତୁ ଭିଡ଼ିଓ ହେଲା ଭାଇରାଲ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ । ପ୍ରେମ କରିବା ଯେତିକି ଭଲ ସେତିକି ମନ୍ଦ ମଧ୍ୟ ।

କାରଣ ପ୍ରେମରେ ଅନେକ ଲୋକ ସଫଳ ହୁଅନ୍ତି ତ ଅନେକ ଲୋକ ଫସି ଯାନ୍ତି । ବର୍ତ୍ତମାନ ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ । କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କଲେଜ ଛାତ୍ରୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଏହି ଭିଡିଓରେ ଜଣେ କଲେଜ ଛାତ୍ରୀ ନିଜ ମୁହଁ ଲୁଚାଇ ସିଡି ପାଖରେ ଛିଡା ହୋଇଛନ୍ତି । ଏହି ଛାତ୍ରୀ ଜଣକ ଗୋଟେ ପିଲାକୁ ଭଲ ପାଉଥିଲେ ନିଜ ପ୍ରେମିକ ସହ ସେ ଛାତ ଉପରକୁ ଆସି ପ୍ରେମ ନୀଳା କରୁଥିଲେ । ହେଲେ ସେହି ସମୟରେ କଲେଜ ଶିକ୍ଷକ ସେଠାକୁ ପହଞ୍ଚି ଆସିଥିଲେ ଓ ଏମାନଙ୍କ ହରକତ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ପରେ ଶିକ୍ଷକ ଏମାନଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଶିକ୍ଷକ ଆସିବା ପରେ ଛାତ୍ରୀଙ୍କ ପ୍ରେମିକ ସେହି ଜାଗରୁ ଚମ୍ପଟ ମାରିଥିଲା । ଏବେ ଏହି ଭିଡିଓଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *