‘ମୁଁ ହିରୋଇନ ଥିଲି, ସେ ପ୍ରଡ୍ୟୁସର ଥିଲେ, ଯେତେବେଳେ ଆମେ ପ୍ରଥମେ ପରସ୍ପରକୁ ଦେଖିଲୁ ତ…’ ନିଜର କିଛି ଅଭୂଲା ସ୍ମୃତି ବଖାଣିଲେ ଅଭିନେତ୍ରୀ Pratibha Panda

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ପ୍ରତିଭା ପଣ୍ଡା ନିଜ ସ୍ଵାମୀ ଙ୍କ ସହିତ ଦେଖା ସାକ୍ଷାତ ତଥା ପ୍ରେମ କିଭଳି ହେଲା ସେହି ସବୁ ବାବଦରେ କିଛି ବିଶେଷ କଥା କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପ୍ରତିଭା କହିଛନ୍ତି ଯେ ସେ ସେତେବେଳେ ଦାଦାଗରୀ ଫିଲ୍ମ କରିଥିଲେ । ଏବଂ ସେହି ଫିଲ୍ମ ରେ ସେ ହିରୋଇନ ହୋଇଥିଲେ । ମାତ୍ର ହିରୋଇନ ସମୟରେ ସେ ପ୍ରଡ୍ୟୁସରଙ୍କୁ ଜାଣିନଥିଲି । ଏବଂ ଚଳଚିତ୍ର ସରିଲା ସମୟରେ ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ହୋଇଯାଇଥିଲା ।

ସେତେବେଳେ ପ୍ରତିଭା ଅଲଗା ପ୍ରକାରର ଥିଲେ ଏଣୁ ସେ ପ୍ରଡ୍ୟୁସର ଏବଂ ତାଙ୍କ ସାଙ୍ଗ ସହିତ ଭଲ ଭାବରେ ବନ୍ଧୁତା ସ୍ଥାପନ କରିଦେଇଥିଲେ । ସେହି ସମୟରେ ଗୋଟିଏ ଗୀତ ତେ ହଜିଯାଇଥିଲା ସେଥି ନିମନ୍ତେ ଆଉ ଥରେ ସୁ-ଟି-ଙ୍ଗ ହେଲା । ଏହାପର ଠାରୁ ଚଳଚିତ୍ର ସରିବା ପରେ ସେ ସବୁବେଳେ ଘରକୁ ଆସି ଖାଇକି, କଥା ହୋଇ ଜାଆନ୍ତି ।

ଏବଂ ପରେ ତାଙ୍କର ଜଣେ ସାଙ୍ଗ ମତେ କହିଲେ ଯେ ବହୁତ ଭଲ ପାଉଛନ୍ତି ବୋଲି ମାତ୍ର ସେ କିଛି କହି ପାରୁନାହାଁନ୍ତି । ଏହାପରେ ପ୍ରତିଭା ହଁ ମାରିଦେଇଥିଲେ । ହଠାତ ପ୍ରତିଭା ଏବଂ ତାଙ୍କ ବାପା ଙ୍କର ଦିନେ ଆକ୍ସିଡେଣ୍ଟ ହୋଇଗଲା ଯାହା ଫଳରେ ସେ ପ୍ରତିଭା ଙ୍କର ନ୍ୟୁରୋ ପ୍ରୋବ୍ଲେମ ହୋଇଥିଲା । ଯେତେବେଳେ ହସ୍ପିଟାଲ ରେ ସେନ୍ସ ଆସିଲା ପ୍ରତିଭା ଙ୍କର ସେତେବେଳେ ସେ ମାରପିଟ କରିବାକୁ ଲାଗିଲେ ।

କିନ୍ତୁ ପ୍ରତିଭା ଙ୍କ ମନର ମଣିଷ ସେତେବେଳେ ଆସି ପ୍ରତିଭା କଥା ବୁଝିଲେ ଏବଂ ତାଙ୍କୁ ନେଇ କଟକରେ ଟ୍ରିଟ କରିଲେ । ଏହାପରେ କଥା ଆଗକୁ ବଢିଲା ଆଉ ଉଭୟ ବିବାହ କରିଲେ । ପ୍ରତିଭା କହିଛନ୍ତି ଯେ ମୁଁ ମା’ ଙ୍କ ଭଳି । ଏବଂ ସବୁବେଳେ ବିନଦାସ ରେ ରହିବାକୁ ପସନ୍ଦ କରେ । ହସିଖେଳି ଜୀବନ ବିତିବା ନିହାତି ଆବଶ୍ୟକ । ପ୍ରତିଭା ଏହା ମଧ୍ୟ କହିଛନ୍ତି ଯେ ମୋ ବାପା ହିଁ ମତେ ଫିଲ୍ମ ଲାଇନ କୁ ଆଣିଥିଲେ ଏବଂ ଘରେ ସମସ୍ତେ ଷପୋର୍ଟ ମଧ୍ୟ କରନ୍ତି ।

ପ୍ରତିଭା ଙ୍କର ଗୋଟିଏ ଝିଅ ଅଛି ଏବଂ ସେ ନିଜ ଝିଅ କ୍ଜୁ ମଧ୍ୟ ସେହି ସବୁ ଶିକ୍ଷା ଦେବାକୁ ଚାହୁଁଛନ୍ତି ଯେଉଁ ସବୁ ଦକ୍ଷତା ର ସେ ଆଜିଭଳି ଦିନରେ ଅଧିକାରୀ ଅଟନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *