ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ଫିଲ୍ମ କମେଡିଆନ Suman Maharana ଙ୍କ Family & Biography

ବନ୍ଧୁଗଣ ଆପଣା ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସୁମନ । ଆପଣ ମାନେ ସମସ୍ତେ ସୁମନଙ୍କୁ ଅନେକ ଓଡିଆ ସୁପର ହିଟ ଫିଲ୍ମରେ ଦେଖିଥିବେ । ସୁମନ ହେଉଛନ୍ତି ଏକ ହାସ୍ୟ ଅଭିନେତା ସେ ନିଜ କମେଡିର ଜାଦୁ ଦେଖାଇ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତାଙ୍କ ସହ ସେ କାମ କରିଛନ୍ତି । ଆସିବା ଦିନରୁ ସୁମନ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ତାଙ୍କର ଅନେକ ଫଟୋ ଭିଡିଓ ଭାଇରାଲ ହୁଏ । ସୁମନ ନିଜ ସୁନ୍ଦର ଅଭିନୟ ପାଇଁ କେତେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁମନଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁମନଙ୍କର ଏକ ଛୋଟ ପରିବାର ଅଛି ଯେଉଁଠି ତାଙ୍କର ମା ଓ ସ୍ତ୍ରୀ ଅଛନ୍ତି । ସୁମନ ସବୁଠାରୁ ଅଧିକ ତାଙ୍କ ମାଙ୍କୁ ଭଲ ପାନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ସେ ନିଜ ମା ଓ ସ୍ତ୍ରୀଙ୍କ ସହ ଅନେକ ଭିଡିଓ କରି ଅପଲୋଡ କରିଛନ୍ତି । ସୁମନ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ମାଙ୍କୁ ଦିଅନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ହାସ୍ୟ ଅଭିନେତା ସୁମନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *