ଦେଖନ୍ତୁ ପ୍ରଥମ ଟେଷ୍ଟରେ ଟୀମ ହାରିବା ପରେ ରାଗିଗଲେ ଶ୍ରୀଲଙ୍କାର ଦିଗ୍ଗଜ, Rohit Jadeja ଙ୍କ ଉପରେ ବର୍ଷିଲେ, ସମସ୍ତେ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ପ୍ରଥମ ଟେଷ୍ଟ ମ୍ୟାଚଟି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା ଏବଂ ଏହି ମ୍ୟାଚରେ ଭାରତ ବିଜୟ ହୋଇଛି । ଏହି ମୁକବାଲାରେ ଭାରତୀୟ ଟିମର ସମସ୍ତ ଖେଳାଳି ଆଗକୁ ବଢି ବହୁତ ଜବରଦସ୍ତ ଖେଳ ପଦର୍ଶନ କରିଛନ୍ତି । ବ୍ୟାଟିଙ୍ଗ ହେଉ ବା ବୋଲିଙ୍ଗ ତିନି ଦିନର ମ୍ୟାଚରେ ଆମେ ଜିତିଛୁ । ବ୍ୟାଟିଙ୍ଗ କଥା କହିବାକୁ ଗଲେ ପ୍ରଥମ ଦିନରୁ ଭାରତ ଶ୍ରୀଲଙ୍କାକୁ ଦବେଇ ରଖିଥିଲା ।

ରୋହିତ ଶର୍ମା, ମହେଙ୍କ ଅଗ୍ରୱାଲ ଓ ବିରାଟ କୋହିଲିଙ୍କ ୨୦୦ ରନ୍ ପରେ ପନ୍ତଙ୍କ ୯୬ ରନ୍ ଯୋଡି ହୋଇଥିଲା ଯାହାଫଳରେ ପ୍ରଥମ ଦିନରେ ଟିମ ୩୫୭ ରନ୍ ରେ ପହଞ୍ଚି ଥିଲା । ଦ୍ଵିତୀୟ ଦିନରେ ଜାଡେଜା ମଇଦାନ ଉପରକୁ ଆସିଲେ ୧୭୫ ରନ୍ କରିଥିଲେ । ତୃତୀୟ ଦିନରେ ଜାଡେଜା ପାଞ୍ଚଟି ୱିକେଟ ନେବା ସହ ଜବରଦସ୍ତ ଖେଳ ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତିଲେ ।

ବନ୍ଧୁଗଣ ଦ୍ଵିତୀୟ ଇନିଙ୍ଗରେ ବି ଶ୍ରୀଲଙ୍କା ଟିମ ୨୭୮ ରନ୍ ବନେଇ ପାରିଲା । ଭାରତ ଏହି ମୁକାବାଲାକୁ ୨୨୨ ରନ୍ ଅନ୍ତରରେ ତିନି ଦିନରେ ଜିତିଛି । ଭାରତ ଠାରୁ ହାରିବା ପରେ ଶ୍ରୀଲଙ୍କା ଟିମର ଦିଗଜ ଖେଳାଳି ମାନେ ନିଜର ବଡ ବଡ ବୟାନ ଦେଇଛନ୍ତି । ଶ୍ରୀଲଙ୍କା ଟିମର ସବୁଠାରୁ ବଡ ଖେଳାଳି ଜୟସୂରିୟା କହିଛନ୍ତି, ଭାରତୀୟ ଟିମ ଏହି ବିଜୟର ହକଦାର ଅଛି ।

ରୋହିତ ଶର୍ମାଙ୍କ କ୍ଯାପଟେନସି ଓ ଜାଡେଜାଙ୍କ ଖେଳ ପଦର୍ଶନ ଯେଉଁ ଭଳି ଥିଲା ଭାରତୀୟ ଟିମ ବିଜୟ ହେବା ନିଶ୍ଚିତ ଥିଲା । ଭାରତ ଠାରୁ ଶ୍ରୀଲଙ୍କାକୁ ଶିଖିବା ଦରକାର ଓ ଆଗକୁ ବଢିବା ଦରକାର । ବନ୍ଧୁଗଣ ରାଣା ତୁଙ୍ଗା ଭାରତୀୟ କ୍ରିକେଟ ଟିମ ଉପରେ ଭଡକିକି କହିଲେ, ଭାରତୀୟ କ୍ରିକେଟ ଟିମ ଏବେ ତାଙ୍କ ଘରର ରାଜା ଅଛି । ତାଙ୍କୁ ହୋମ ଆଡଭାନ୍ଟେଜ ମିଳୁଛି ସେଥିପାଇଁ ସେ ଶ୍ରୀଲଙ୍କାକୁ ହରେଇବାରେ ସକ୍ଷମ ହୋଇଛନ୍ତି ।

ଶ୍ରୀଲଙ୍କା ଟିମ ଅବଶ୍ୟ ଭାରତୀୟ ଟିମ ଭଳି ଭଲ ପଦର୍ଶନ କରିପାରି ନାହିଁ ହେଲେ ମୋତେ ଲାଗୁଛି ମୋହାଲିର ପିଚକୁ ଭାରତୀୟ ଖେଳାଳିଙ୍କ ଅନୁସାରେ ବନା ଯାଇଛି ଯାହାଫଳରେ ଆମ ଖେଳାଳି ମାନଙ୍କୁ ଭଲ ପଦର୍ଶନ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ମାର୍ଲିଙ୍ଗା ଏହା ଉପରେ କହିଛନ୍ତି, ଯେତେବେଳେ ସାମ୍ନାରେ ରୋହିତ ଶର୍ମାଙ୍କ ଭଳି କ୍ଯାପଟେନ ଥିବେ ଓ ଜାଡେଜାଙ୍କ ଭଳି ଅଲରାଉଣ୍ଡର ଥିବେ ତା ହେଲେ ବିଜୟ ହେବା କେମିତି ସମ୍ଭବ ।

ଏହା ସହ ଭାରତୀୟ ମାଟିରେ ଖେଳି ଜିତିବା କେମିତି ସମ୍ଭବ ହେବ । ହେଲେ ବହୁତ ଜବରଦସ୍ତ ଖେଳ ପଦର୍ଶନ କରିଛନ୍ତି ଭାରତୀୟ ଟିମ । ଭାରତୀୟ ଟିମରୁ ଶ୍ରୀଲଙ୍କାକୁ କିଛି ଶିଖିବା ଉଚିତ । ବନ୍ଧୁଗଣ ଏହା ସହିତ ଶ୍ରୀଲଙ୍କାର ଦିଗଜ ଖେଳାଳି ଭାରତୀୟ ଟିମର ପ୍ରଶଂସା କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *