ଦେଖନ୍ତୁ ପ୍ରଥମ ବିବାହ ବାର୍ଷିକି କିପରି ପାଳନ କଲେ ଓଡିଆ ସିଙ୍ଗର Diptirekha Padhi !

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତା ତଥା ଅଭିନେତ୍ରୀ, ଗାୟକ ଏବଂ ଗାୟିକା ମାନଙ୍କର ବିବାହ ହେବାର ଦୃଶ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଟିଭି ମାଧ୍ୟମରେ ଦେଖିବାକୁ ପାଇଥିବେ । ନୂତନ କରି ବିବାହ କରିଥିବା ଦିପ୍ତିରେଖା ପାଢୀ ଙ୍କ ସମ୍ବନ୍ଧରେ ଆଜି ଆମ୍ଭେ ଆପଣ ମାନଙ୍କୁ କିଛି କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାହା କଣ ଅଟେ ? ଗତବର୍ଷ ଦିପ୍ତିରେଖା ଙ୍କ ବିବାହ ହୋଇଥିଲା । ବିବାହା ପରେ ସେ ନିଜ ସ୍ଵାମୀ ଙ୍କ ସହିତ ବେସ ହସ ଖୁସି ରେ ଜୀବନ ଜାପାନ କରୁଥିବାର ନଜର ଆସିଥିଲେ ।

ତାଙ୍କ ବିବାହ ରେ ଅନେକ ନେତା ଙ୍କ ଠାରୁ ଆରମ୍ଭ କରି ଅଭିନେତା ତଥା ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବିବାହ ସମୟରେ ସେ ବହୁତ ମସ୍ତି କରିଥିବାର ଝଲକ ମଧ୍ୟ ନଜର ଆସିଥିଲା । ବିବାହ ପ୍ରତ୍ୟକ ପୁଅ ଝିଅ ଙ୍କ ଜୀବନରେ ଆସିଥାଏ । ଏହାର ଅନୁଭୂତି ପ୍ରାୟ ସମସ୍ତେ ନେବାକୁ ଇଛୁକ ଥାନ୍ତି । ଝିଅଟିଏ ବିବାହ ପରେ ଗୋଟିଏ ଘର ଛାଡି ଅନ୍ୟ ଏକ ଅଜଣା ଘରକୁ ସବୁଦିନକୁ ଚାଲିଯାଇଥାଏ ।

ନୂଆ ସମ୍ପର୍କ ମଧ୍ୟରେ ଝିଅ ରୁ ବଧୁ ପାଲଟି ଯାଇଥାଏ । ମନରେ ଅନେକ ପ୍ରଶ୍ନ ରହିଥାଏ, କିଭଳି ହୋଇଥିବା ଶାଶୁଘର ? କିଭଳି ରହଣୀ ସହଣୀ ? ଏହିଭଳି ଅନେକ କଥା ମନକୁ ଆସିଥାଏ । କିନ୍ତୁ ଯଦି ମନର ମଣିଷ ଜଣେ ଝିଅ ର ମନ କୁ ନେଇ ଆଗକୁ ବାଟ ଚାଲିଥାଏ ତେବେ ସବୁ ପରିସ୍ଥିତି ର ସାମ୍ନା କରିବା ବହୁତ ସହଜ ହୋଇଥାଏ ।

ସେହିଭଳି କଣ୍ଠଶିଳ୍ପୀ ଦିପ୍ତିରେଖା ମଧ୍ୟ ନିଜ ଜୀବନ ସାଥି ରୂପେ ମନର ମଣିଷ କୁ ପାଇ ବହୁତ ଖୁସି ଅଛନ୍ତି । ଆଜି ତାଙ୍କ ବିବାହ କୁ ଏକ ବର୍ଷ ପୁରିଲା । ଏହି ଖୁସି ଅବସରରେ ସେ ନିଜ ସ୍ଵାମୀ ଙ୍କ ସହିତ ଏହି ଖୁସିର ମୂହୁର୍ତ୍ତ କୁ ଉପଭୋଗ କରିଛନ୍ତି । ଦୀପ୍ତି ଙ୍କ ସ୍ଵାମୀ ତାଙ୍କୁ ବହୁତ ଭଲ ପାଉଥିବାର ନଜର ଆସିଛନ୍ତି । ନିଜ ପତ୍ନୀ ଙ୍କୁ ଦାମୀ ଉପହାର ମଧ୍ୟ ଦେଇଛନ୍ତି ।

ପ୍ରଥମ ବିବାହ ବାର୍ଷିକ ଯେ ହେତୁ ଉଭୟ ନିଜ ନିଜ ର ବନ୍ଧୁ ତଥା ପରିବାର ବର୍ଗ କୁ ନେଇ ବିରାଟ ବଡ ପାର୍ଟି ର ଆୟୋଜନ କରିଥିଲେ । ସମସ୍ତେ ଉଭୟଙ୍କୁ ବହୁତ ଆଶୀର୍ବାଦ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *