ପେଟରେ ପିଲା ଥିଲା ବେଳେ ବି ଡାକୁଥିଲା ପ୍ରମୋଦ, ପ୍ରମୋଦ ପାଇଁ ମୁଁ କଲି ପାପ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ନାୟକ ମାମଲାରେ ଯେତେବେଳେ ପ୍ରମୋଦ ସ୍ଵାଇଁ ଙ୍କୁ ଜେରା ପାଇଁ ନିଆଁ ଗଲା, ଠିକ ସେହି ସମୟରେ ପ୍ରମୋଦ ସ୍ଵାଇଁ କହିଥିଲେ ଯେ ଅର୍ଚ୍ଚନା ନାଗ କୁଆଡେ ତାଙ୍କୁ ବ୍ଲାକମେଲ କରୁଥିଲେ । ଏଥି ନିମନ୍ତେ ସେ ସଂପୂର୍ଣ୍ଣ ପ୍ରସ୍ତୁତି ହୋଇ ଆସିଥିଲେ । ଇଡି ଯାହା ପଚାରିବେ ସବୁକିଛି ତାଙ୍କ ଆଗରେ କହିବେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ କିନ୍ତୁ ଇଡି ଟିକିଏ ଆଗକୁ ଯାଇ 2017 ମସିହାର ସମସ୍ତ ସତ ଦେଖାଇଥିଲା ।

ଆଉ ସେହି ସତ ହେଉଛି ଯେ 2017 ମସିହା ଏପ୍ରିଲ 2 ତାରିଖରେ ପ୍ରମୋଦ ଙ୍କ ଘରେ ଭଡା ରହିଥିଲେ ସୁନ୍ଦରୀ ଅର୍ଚ୍ଚନା, ସ୍ଵାମୀ ଜଗବନ୍ଧୁ ଚାନ୍ଦ ଏବଂ ଶ୍ରଦ୍ଧାଞ୍ଜଳୀ ମଧ୍ୟ ସେଠାରେ ଭଡା ରହିଥିଲେ । ସେଠାରେ କିଛି ଦିନ ରହିବା ପରେ ପ୍ରମୋଦ ଙ୍କ ସହିତ ସୁନ୍ଦରୀ ଅର୍ଚ୍ଚନା ଙ୍କ ସମ୍ପର୍କ ବଢିଲା । କାରଣ ସିନେମା ପ୍ରତି ତାଙ୍କର ବହୁତ ଦୁର୍ବଳତା ଥିଲା ।

ଜେତୀଲେ ପ୍ରମୋଦ ସ୍ଵାଇଁ ନିଜେ ସିନେମା ର ପ୍ରଯୋଜକ, ପ୍ରଯୋଜକ ଚାହିଁଲେ ଯାହାକୁ ମଧ୍ୟ ହିରୋଇନ କରିପାରିବେ, ଯାହାକୁ ମଧ୍ୟ ସୁଯୋଗ ଦେଇପାରିବେ ଏହିଭଳି କିଛି ଚିନ୍ତାଧାରା ସୁନ୍ଦରୀ ଅର୍ଚ୍ଚନା ଙ୍କ ମୁଣ୍ଡ ଭିତରେ ରହିଥିଲା । ସେଥିପାଇଁ ସବୁକିଛି ପ୍ରମୋଦ ସ୍ଵାଇଁ ଙ୍କୁ ଅର୍ଚ୍ଚନା ନାଗ ଦେଇଦେଲେ । ପ୍ରଯୋଜକ ପ୍ରମୋଦ ସ୍ଵାଇଁ ମଧ୍ୟ ଅର୍ଚ୍ଚନା ଙ୍କୁ ଶର୍ଯ୍ୟା ସଂଗିନୀ କରିପକାଇଲେ ।

ଏହିଭଳି ଅଭିଯୋଗ କରିଥିଲେ ସୁନ୍ଦରୀ ଅର୍ଚ୍ଚନା 2017 ମସିହାରେ । ସୁ-ଟି-ଙ୍ଗ ବାହାନରେ ଅର୍ଚ୍ଚନା ଙ୍କୁ ସେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଉଥିଲେ । ସବୁଠାରୁ ବଡ କଥା ହେଉଛି ଯେ ଅର୍ଚ୍ଚନା ଙ୍କୁ ସିନେମା ରେ ସୁଯୋଗ ନ ଦେଇ ତାଙ୍କର ଅଶ-ଲିଳ ଫଟୋ ମଧ୍ୟ ଉଠାଇଥିଲେ । ଏହାକୁ ନେଇ ଅର୍ଚ୍ଚନା କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ।

ଏହାପରେ 2017 ମସିହାରେ ଅର୍ଚ୍ଚନା ଥାନାରେ ଏକ ମାମଲା ଦାୟର କରିଥିଲେ । ଏଫୟାର ରେ ସେ ଦର୍ଶାଇ ଥିଲେ ଯେ ପ୍ରମୋଦ ସ୍ଵାଇଁ ସିନେମାରେ କାମ ଦେବାକୁ ମାସକୁ 5 ହଜାର ଟଙ୍କା ଦେବେ ବୋଲି ଅର୍ଚ୍ଚନା ଙ୍କୁ କହିଥିଲେ । ଖାଲି ଏତିକି ନୁହେଁ ଏହା ସହିତ ଚାକିରୀ ଏବଂ ଘର ମଧ୍ୟ ମାଗଣାରେ ଦେବେ ବୋଲି କହିଥିଲେ ।

ପ୍ରମୋଦ ଉଠାଇଥିବା ଅର୍ଚ୍ଚନା ଙ୍କ ଅଶ-ଲିଳ ଫଟୋ ଜରିଆରେ ତାଙ୍କୁ ବ୍ଲାକମେଲ କରି ଅନେକ ଥର ମଧ୍ୟ ଶାରୀରିକ ସମ୍ପର୍କ । ଏହାକୁ ନେଇ ବିବାଦ ହେବାରୁ ପ୍ରମୋଦ ଗୁଣ୍ଡା ଲଗାଇ ଅର୍ଚ୍ଚନା ଙ୍କୁ ଘରୁ ବାହାର କରିଦେଇଥିଲେ । ଇଡି ହାତରେ ଆହୁରୀ ଅନେକ ତଥ୍ୟମାନ ଲାଗିଛି । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *