ହେଲା ବଡ ଖୁଲାସା ! ଅର୍ଚ୍ଚନା 7 ମାସର ଗର୍ଭବତୀ ଥିବା ବେଳେ ପ୍ରମୋଦ ଡାକୁଥିଲା ଶାରୀରିକ ସମ୍ପର୍କ ରଖିବାକୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କ ପେଟରେ ଯେତେବେଳେ 7 ମାସର ଗର୍ଭବତୀ ଥିଲେ ଠିକ ସେତିକି ବେଳେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଆଉ ଏହାକୁ ନେଇ ଅଭିଯୋଗ ମଧ୍ୟ କରିଥିଲେ ସୁନ୍ଦରୀ ଅର୍ଚ୍ଚନା । ମହିଳା ଥାନା ପୋଲିସ ୮୧ ବାଇ ୨୦୧୭ ରେ ମାମଲା ରୁଜୁ କରି ଏଭଳି ଏକ ଘଟଣା ର ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅର୍ଚ୍ଚନା କିନ୍ତୁ ତଦନ୍ତ ରେ ପୋଲିସ ଙ୍କୁ ସହଯୋଗ କରିନଥିଲେ ।

ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଙ୍କୁ ଯେତେବେଳେ ଇଡି କାର୍ଜ୍ୟାଳୟରେ ଯେତେବେଳେ ୧୧ ଘଣ୍ଟାଧରି ଜେରା କରାଯାଇଛି, ସେତିକି ବେଳେ ୨୦୧୭ ମସିହାର ସତ ବର୍ତ୍ତମାନ ସାମ୍ନାକୁ ଆସିଛି । ଯେତେବେଳେ ପ୍ରମୋଦ ସ୍ଵାଇଁ ଇଡି ଅଫିସ ଭିତରକୁ ପଶୁଥିଲେ ଠିକ ସେତିକିବେଳେ କହୁଥିଲେ ଦେଖ ମୁଁ ବିନା ମାକ୍ସରେ ଆସିଛି ତୁମ ସବୁ ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବରେ ଦେବି କିନ୍ତୁ ସେ ଜାଣିନଥିଲେ ଇଡି ବାବୁ ୨୦୧୭ ମସିହାର ଘଟଣା କୁ ପୁଣି ଥରେ ଉଠାଇବେ ବୋଲି ।

ଇଡି ଅଧିକାରୀ ମାନେ ୨୦୧୭ ମସିହାର ମାମଲା କୁ ସାମ୍ନା କୁ ଆଣିଥିଲେ ସେତେବେଳେ ପ୍ରମୋଦ ସ୍ଵାଇଁ ଆବାକ ହୋଇଯାଇଥିଲେ । ବର୍ତ୍ତମାନ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନା ଏତଲା ଦେବାପରେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ତାଙ୍କୁ ୧୦ ଲକ୍ଷ ରୁ ଅଧିକ ଟଙ୍କା ଦେଇଥିଲେ ଆଉ ସେ ଟଙ୍କା କଣ ପାଇଁ ଦେଇଥିଲେ ଜାଣିବା ପାଇଁ କିଛିଦିନ ତଳେ ପ୍ରମୋଦ କୁ ନୋଟିସ କରିଥିଲା ଇଡି ।

ଆଉ ଏହାକୁ ନେଇ ଇଡି କାର୍ଜ୍ୟାଳୟରେ ପହଞ୍ଚିଥିଲେ ପ୍ରମୋଦ ସ୍ଵାଇଁ । ପ୍ରମୋଦ ସିନେମାରେ ସୁଯୋଗ ଦେବାକୁ କହି ଅର୍ଚ୍ଚନା ସହିତ ଖରାପ ସମ୍ପର୍କ ରଖିଥିଲେ । ସବୁଠାରୁ ବଡ କଥା ହେଉଛି ଯେ ସୁ-ଟି-ଙ୍ଗ ବାହାନାରେ ଅର୍ଚ୍ଚନା ଙ୍କୁ ନେଇ ତାଙ୍କର କିଛି ଅଶ୍ଳୀଳ ଫଟୋ ଉଠାଇଥିଲେ । ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ ଅର୍ଚ୍ଚନା ।

ଆଉ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଙ୍କୁ ୨୦୧୭ ମସିହାର ସତ ଶୁଣାଇବା ପରେ ଆବାକ ହୋଇଯାଇଥିଲେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ପୁଣିଥରେ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଙ୍କୁ ଇଡି ଜେରା କରିପାରେ । ତେବେ ବର୍ତ୍ତମାନ ଇଡି ର ଜୋରଦାର ଜେରା ରେ ଆଉ କେଉଁ କେଉଁ ତଥ୍ୟ ସାମ୍ନା କୁ ଆସୁଛି ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *